-+91-9937148622 |

prerana_bgr@rediffmail.com |

  Monday 5th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଜାତୀୟସ୍ତରୀୟ ପଞ୍ଚାୟତ ରତ୍ନ–୨୦୨୬ ସମ୍ମାନରେ ସମ୍ମାନିତ ହେଲେ ସିହିନୀ ସରପଞ୍ଚ ବୀରବର ସାହୁ    (05-Oct-2026)       ||      ଗୁଡ଼ିଆ ସମାଜର ପୁସ୍ତକ ଉନ୍ମୋଚିତ    (05-Oct-2026)       ||      ବରଗଡ଼ ଜିଲ୍ଲା ଲେଖିକା ପରିଷଦ ପକ୍ଷରୁ ଗଙ୍ଗାଧର ଜୟନ୍ତୀ ଓ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ♦️ବରିଷ୍ଠ ସାମ୍ବାଦିକଙ୍କୁ ସମ୍ମାନିତ   (05-Oct-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ସମସ୍ୟା ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଆଲୋଚନା   (05-Oct-2026)       ||      ଦେଶସେବା ନିବୃତ ଯବାନ କୁ ଭିଟାମାଟି ଫେରିବା ପରେ ସ୍ୱାଗତ ସମ୍ବର୍ଦ୍ଧନା।   (04-Oct-2026)       ||      ଆମପାଣି ଯୋନ ସ୍ତରୀୟ ଆଞ୍ଚଳିକ ଡମ୍ବ ସମାଜ ର ନୂଆଁଖାଇ ଭେଟଘାଟ   (04-Oct-2026)       ||      ନଭେମ୍ବର ୨୮ରେ ବିନିକା ଗୋଜୁଲାଷ୍ଟମୀ ମହୋତ୍ସବ   (04-Oct-2026)       ||      ସିଦ୍ଧାର୍ଥ ଜୁନିଅର କଲେଜରେ ଜିଲ୍ଲାସ୍ତରୀୟ ଏକ ଦିବସୀୟ ପ୍ରାଥମିକ ଚିକିତ୍ସା ସଚେତନତା ପ୍ରଶିକ୍ଷଣ ଶିବିର   (04-Oct-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା ଅନୁଷ୍ଠିତ।   (04-Oct-2026)       ||      *ସୋନପୁର ପୌର ପରିଷଦ ପକ୍ଷରୁ ସ୍ୱଚ୍ଛତା ହିଁ ସେବା ଓ ଏକ ପେଡ୍ ମା କେ ନାମ କାର୍ଯ୍ୟକ୍ରମ*- *ଝାଡୁ କଲେ କଲେକ୍ଟର, ଏସପି ଓ ଏ ଡି ଏମ*-   (04-Oct-2026)       ||      ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର କାର୍ଯ୍ୟକାରିଣୀ ବୈଠକ♦️ସରକାର ଙ୍କ ଆଦିବାସୀ ଦମନନିତୀ ପ୍ରତିବାଦରେ ଆନ୍ଦୋଳନ ଚେତାବନୀ   (04-Oct-2026)       ||      ଗମ୍ଭାରୀପାଲି ସ୍ଥିତ ଆଞ୍ଚଳିକ ଉମା ମାହେଶ୍ୱରୀ ମନ୍ଦିରରେ ଷୋହଲ ପୂଜା ଆରମ୍ଭ   (04-Oct-2026)       ||      ଜିଲ୍ଲାସ୍ତରୀୟ ଫୁଟବଲ ଚାମ୍ପିୟନସିପ୍‌ର ଉଦ୍‌ଯାପନୀ ଉତ୍ସବ   (04-Oct-2026)       ||      ମଣ୍ଟେସୋରୀ ପବ୍ଲିକ ସ୍କୁଲ ରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ, ସ୍ୱଚ୍ଛତା ରେଲି ଆୟୋଜିତ    (04-Oct-2026)       ||      *୧-୦ ଗୋଲ ରେ ବରଗଡ଼ କୁ ହରାଇ ସାହାଣୀ କପ୍ ଫୁଟବଲ୍ ସୁବର୍ଣ୍ଣପୁର ଜୋନ୍ ଚାମ୍ପିଅନ ହେଲା କଟକ ଦଳ*   (04-Oct-2026)       ||      *ଡାବୁଗାଁ ବ୍ଲକରେ ସେବା ସଂକଳ୍ପ ଅଭିଯାନ ଆରମ୍ଭ*   (04-Oct-2026)       ||      ମଦ ମୁକ୍ତ ଅଭିଯାନ ସମୟରେ ମହିଳାମାନଙ୍କୁ ଦୁର୍ବ୍ୟବହାର, ଡାଵୁଗାଁ ଥାନାରେ ଅଭିଯୋଗ   (04-Oct-2026)       ||      ଗେଟ ସରୋବର ପଡା ସ୍ଥିତ ଡ଼. ବିଆର ଆମ୍ବେଦକର କଲଚରାଳ ଏବଂ ସ୍ପୋର୍ଟିଙ୍ଗ କ୍ଳବ ଆନୁକୂଲ୍ୟରେ ନୁଆଁଖାଇ ଭେଟଘାଟ - 2026 କାର୍ଯ୍ୟକ୍ରମ   (04-Oct-2026)       ||      ଜିଲ୍ଲାସ୍ତରୀୟ ଗାନ୍ଧୀଜୀ ଓ ଶାସ୍ତ୍ରୀଜୀ ଜୟନ୍ତୀ ପାଳିତ    (04-Oct-2026)       ||      ବଡ଼ମାଳ ହାଇସ୍କୁଲରେ ନୂତନ ପ୍ରଧାନଶିକ୍ଷକଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା   (04-Oct-2026)       ||     

HOME   ଜିଲ୍ଲା

ଦିର୍ଘ ୩୦ ବର୍ଷ ହେଲା ପାଇକମାଳ ଅଞ୍ଚଳ ରେ ହାରି ନାହାନ୍ତି ସାହୁ ପରିବାର !!!

12-Feb-2022



ପଦ୍ମପୁର:-ନିର୍ବାଚନ ପର୍ବ ପାଖେଇ ଆସିଲେ ନାନା କଥା ନାନାବ୍ୟଥା ସହ ଅନେକ ଆଶ୍ଚର୍ଯ୍ୟ ଜନକ ରୋଚକ ଘଟଣା ଆପେଆପେ ଲୋକଙ୍କ ମୁହଁରୁ ବାହାରେ ।୧୯୯୨ ମସିହାରେ ହୋଇଥିବା ସରପଞ୍ଚ ନିର୍ବାଚନ ଠାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ପାହାଚ ପରେ ପାହାଚ ଅତିକ୍ରମ କରି ବରଗଡ଼ ଜିଲ୍ଲା ର ପାଇକମାଳ ନିବାସୀ ଶ୍ରୀମାନ ଧବଳେଶ୍ଵର ସାହୁ ଅଦ୍ୟାବଧି ପରାଜିତ ହୋଇନାହାନ୍ତି ।୧୯୯୨ ରେ ପ୍ରଥମେ ପାଇକମାଳ ଗ୍ରାମପଞ୍ଚାୟତ ସରପଞ୍ଚ ଭାବେ ବିପୁଳ ସମର୍ଥନ ରେ ଜିଣି ଲୋକଙ୍କ ଦୁଃଖ ସୁଖ ର ସାଥି ଭାବେ ଛିଡ଼ା ହୋଇ ପୁନଃ ଜନସାଧାରଣ ଙ୍କ ସମ୍ମାନ କୁ ଦୃଷ୍ଟିରେ ରଖି ୧୯୯୭ ମସିହାରେ ଏହି ପଞ୍ଚାୟତ ର ସରପଞ୍ଚ ଭାବେ ଦାୟିତ୍ଵ ବହନ କରି ଅନେକ ଗୁଡ଼ିଏ ଜନହିତକର କାର୍ଯ୍ୟ କରିଛନ୍ତି ।୨୦୦୨ ମସିହାରେ ରେ କେଛୋଦାଦର ଗ୍ରାମପଞ୍ଚାୟତ ର ଅଗଣିତ ଭୋଟର ଭାଇମାନଙ୍କ ନିମନ୍ତ୍ରଣ କ୍ରମେ ସମିତି ସଭ୍ୟ ଭାବେ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇ ଏଠି ମଧ୍ୟ ବିଜୟ ଲାଭ କରି ଅନେକ ଉନ୍ନୟନ ମୂଳକ କାର୍ଯ୍ୟ କରି ବେଶ ପ୍ରଶଂସନୀତ । ନିକଟସ୍ଥ ଝିଟିକି ଗ୍ରାମପଞ୍ଚାୟତ ର ମା ଭଉଣୀ ଙ୍କ ସମ୍ମାନ କୁ ପାଥେୟ କରି ବିପୁଳ ଜନସମର୍ଥନ ରେ ୨୦୦୭ ମସିହାରେ ଝିଟିକି ଗ୍ରାମପଞ୍ଚାୟତ ରେ ସମିତି ସଭ୍ୟ ଭାବେ ପ୍ରାର୍ଥୀତ୍ୱ ଦାଖଲ କରି ଏଠି ମଧ୍ୟ ବିପୁଳ ଜନସମର୍ଥନ ରେ ବହୁ ସଂଖ୍ୟା ରେ ବିପୁଳ ଭୋଟ ରେ ବିଜୟୀ ହୋଇଥିଲେ ।୨୦୧୨ ମସିହା ନିର୍ବାଚନ ରେ  ଧବଳେଶ୍ଵର ଙ୍କ ସାନଭାଇ ମହେଶ୍ୱର ସାହୁ ସରପଞ୍ଚ ପ୍ରାର୍ଥୀ ଭାବେ ଛିଡ଼ା ହୋଇ ଜନସାଧାରଣ ଙ୍କ ସେବାକୁ ଏକ ବ୍ରତ ଭାବେ ଗ୍ରହଣ କରି ପାଇକମାଳ ଗ୍ରାମପଞ୍ଚାୟତ ସରପଞ୍ଚ ଭାବେ ବିଜୟୀ ହୋଇଥିଲେ । ବର୍ତ୍ତମାନ ମହେଶ୍ୱର ଙ୍କ ସୁପୁତ୍ର ଶ୍ରୀ ରବିନାରାୟଣ ସାହୁ ପାଇକମାଳ ବ୍ଳକ ଛାତ୍ର ଜନତା ଦଳ ର ସଭାପତି ଭାବେ ଦାୟିତ୍ଵ ନିର୍ବାହ କରୁଛନ୍ତି ।ପୁଣି ପାଞ୍ଚବର୍ଷ ଅତିବାହିତ ପରେ ଶ୍ରୀମାନ ଧବଳେଶ୍ଵର ସାହୁ ୨୦୧୭ ରେ ପାଇକମାଳ ଗ୍ରାମପଞ୍ଚାୟତ ସରପଞ୍ଚ ଭାବେ ବିପୁଳ ସଂଖ୍ୟାରେ ଭୋଟ ପାଇ ବିଜୟୀ ହୋଇ ସରପଞ୍ଚ ଚୈାକି ହାସଲ କରିପାରିଥିଲେ । ବର୍ତ୍ତମାନ ଚାଲିଛି ଓଡ଼ିଶାରେ ତ୍ରିସ୍ତରୀୟ ନିର୍ବାଚନ । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନାରୀ କୁ ସମ୍ମାନ ନାରା କୁ  ସମ୍ମାନ ଜଣାଇ ଚଳିତ ନିର୍ବାଚନ ରେ ଅନେକ ଆସନ ରେ ମା ଭଉଣୀ ମାନେ ପ୍ରତିଦ୍ବନ୍ଦିତା କରୁଛନ୍ତି ।ଏହାକୁ ଆଖି ଆଗରେ ରଖି ଶ୍ରୀମାନ ଧବଳେଶ୍ଵର ସାହୁ ତାଙ୍କ ପତ୍ନୀ ଶ୍ରୀମତୀ ଦମୟନ୍ତୀ ସାହୁ ଙ୍କୁ ପାଇକମାଳ ବ୍ଳକ ର ମାଣ୍ଡିଆଢିପା ଗ୍ରାମପଞ୍ଚାୟତ ରେ ସମିତି ସଭ୍ୟା ଭାବେ ଛିଡ଼ା କରିଛନ୍ତି ।ଏହା ଏକ ପ୍ରକାର ର ମ୍ୟାଜିକ ନୁହେଁ ତ ଆଉ କ'ଣ ବୋଲି ଲୋକେ ପ୍ରଶଂସା କରିବାରେ ଲାଗିଛନ୍ତି ।ଆସନ୍ତା ୧୬.୦୨.୨୦୨୨ ରେ ପାଇକମାଳ ବ୍ଳକ ଅଞ୍ଚଳ ରେ ନିର୍ବାଚନ ହେବ ।ଦେଖାଯାଉ କଣ ହେଉଛି ଖେଳ । ରାଜନୀତି ଗୋଟି ଚାଳନାରେ ମାହିର୍ ଥିବା ଧବଳେଶ୍ଵର ସାହୁ ସଦାବେଳେ ଚ୍ୟାଲେଞ୍ଜ କୁ ଆପଣାଇ ଆଜି ପର୍ଯ୍ୟନ୍ତ ପାଇକମାଳ ରେ ହାରି ନାହାନ୍ତି । ଏହାହିଁ ପାଇକମାଳ ବ୍ଳକ ଅଞ୍ଚଳ ପାଇଁ ଗର୍ବ ଓ ଗୈାରବ କହିଲେ ଅତ୍ୟୁକ୍ତି ହେବନାହିଁ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଜାତୀୟସ୍ତରୀୟ ପଞ୍ଚାୟତ ରତ୍ନ–୨୦୨୬ ସମ୍ମାନରେ ସମ୍ମାନିତ ହେଲେ ସିହିନୀ ସରପଞ୍ଚ ବୀରବର ସାହୁ   05-Oct-2026
  ଜିଲ୍ଲା  
ଗୁଡ଼ିଆ ସମାଜର ପୁସ୍ତକ ଉନ୍ମୋଚିତ   05-Oct-2026
  ଜିଲ୍ଲା  
ବରଗଡ଼ ଜିଲ୍ଲା ଲେଖିକା ପରିଷଦ ପକ୍ଷରୁ ଗଙ୍ଗାଧର ଜୟନ୍ତୀ ଓ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ♦️ବରିଷ୍ଠ ସାମ୍ବାଦିକଙ୍କୁ ସମ୍ମାନିତ   05-Oct-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ସମସ୍ୟା ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଆଲୋଚନା   05-Oct-2026
  ଜିଲ୍ଲା  
ଦେଶସେବା ନିବୃତ ଯବାନ କୁ ଭିଟାମାଟି ଫେରିବା ପରେ ସ୍ୱାଗତ ସମ୍ବର୍ଦ୍ଧନା।   04-Oct-2026
  ଜିଲ୍ଲା  
ଆମପାଣି ଯୋନ ସ୍ତରୀୟ ଆଞ୍ଚଳିକ ଡମ୍ବ ସମାଜ ର ନୂଆଁଖାଇ ଭେଟଘାଟ   04-Oct-2026
  ଜିଲ୍ଲା  
ନଭେମ୍ବର ୨୮ରେ ବିନିକା ଗୋଜୁଲାଷ୍ଟମୀ ମହୋତ୍ସବ   04-Oct-2026
  ଜିଲ୍ଲା  
ସିଦ୍ଧାର୍ଥ ଜୁନିଅର କଲେଜରେ ଜିଲ୍ଲାସ୍ତରୀୟ ଏକ ଦିବସୀୟ ପ୍ରାଥମିକ ଚିକିତ୍ସା ସଚେତନତା ପ୍ରଶିକ୍ଷଣ ଶିବିର   04-Oct-2026
  ଜିଲ୍ଲା  
ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା ଅନୁଷ୍ଠିତ।   04-Oct-2026
  ଜିଲ୍ଲା  
*ସୋନପୁର ପୌର ପରିଷଦ ପକ୍ଷରୁ ସ୍ୱଚ୍ଛତା ହିଁ ସେବା ଓ ଏକ ପେଡ୍ ମା କେ ନାମ କାର୍ଯ୍ୟକ୍ରମ*- *ଝାଡୁ କଲେ କଲେକ୍ଟର, ଏସପି ଓ ଏ ଡି ଏମ*-   04-Oct-2026
  ଜିଲ୍ଲା  
ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର କାର୍ଯ୍ୟକାରିଣୀ ବୈଠକ♦️ସରକାର ଙ୍କ ଆଦିବାସୀ ଦମନନିତୀ ପ୍ରତିବାଦରେ ଆନ୍ଦୋଳନ ଚେତାବନୀ   04-Oct-2026
  ଜିଲ୍ଲା  
ଗମ୍ଭାରୀପାଲି ସ୍ଥିତ ଆଞ୍ଚଳିକ ଉମା ମାହେଶ୍ୱରୀ ମନ୍ଦିରରେ ଷୋହଲ ପୂଜା ଆରମ୍ଭ   04-Oct-2026

You Might Also Like