-+91-9937148622 |
prerana_bgr@rediffmail.com |
Tuesday 6th October 2026 |
R.N.I. Regd No. ODIODI/2010/46693
Breaking News
09-Feb-2022
ଉଲୁଣ୍ଡା (ଗୌରଚନ୍ଦ୍ର ପରିଛା) ଉଲୁଣ୍ଡା ବ୍ଲକ ମାଟୁପାଲି ଅଂଚଲରେ ବୁଲାବୁଲି କରୁଥିବା ଜଣେ ମାନସିକ ବିକୃତ ଯୁବକଙ୍କ ମୁଣ୍ଡନ କରି ମାନବିକତା ଦେଖାଇଛନ୍ତି ସ୍ୱେଚ୍ଛାସେବୀ । ପ୍ରକାଶ ଯେ ଦିର୍ଘ ଦିନ ହେବ ଜଣେ ମାନସିକ ଯୁବକ ବୁଲା ବୁଲି କରୁଥିଲେ । ତାଙ୍କ ମୁଣ୍ଡର ବାଲ ବଢିଯାଇ ଦୁର୍ଗନ୍ଧମୟ ହେଉଥିଲା । ଆଜି ପେଟ୍ରୋଲ ପମ୍ପ ଠାରେ ସ୍ୱଚ୍ଛାସେବୀ ନେପାଲ ମେଲ୍ଲୀଙ୍କ ନେତୃତ୍ୱରେ ଶମ୍ଭୂରାଜ କର୍ଣ୍ଣ, ପିଂଟୁ ମେଲ୍ଲୀ, ସୁନୀଲ ମେଲ୍ଲୀ, ସୁମନ୍ତ ମେଲ୍ଲୀ ଏବଂ ଅନିଲ ମେଲ୍ଲୀ ପହଂଚି ଯୁବକଙ୍କ ମୁଣ୍ଡନ କରିବା ସହ ସ‘ାସୁତୁରା କରି ନୂତନ ବସ୍ତ୍ର ପରିଧାନ କରାଇଥିଳେ । ଏଭଲି ଏକ ମହତ କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି ।