-+91-9937148622 |
prerana_bgr@rediffmail.com |
Tuesday 6th October 2026 |
R.N.I. Regd No. ODIODI/2010/46693
Breaking News
09-Feb-2022
ଢେଙ୍କାନାଳ// -ଢେଙ୍କାନାଳ ବାପକୁ ହତ୍ୟା କଲା ପୁଅ, ହତ୍ୟା ପରେ ମୄର୍ତ ଦେହକୁ ପୋଡି ଦେବାପାଇଁ ଯୋଜନା କରୁଥିବା ସମୟରେ ଘଟଣା ସ୍ଥଳରେ ପହଁଚିଲା ଟାଉନ ଥାନା ପୋଲିସ, ଜlଗlବାଡି ସଂକ୍ରାନ୍ତ କୁ ନେଇ ତଣ୍ଟି କାଟି ହତ୍ୟା କରିଥିବା ସୂଚନା, ଟାଉନ ଥାନା ଅନ୍ତର୍ଗତ କୋରିଆଯୁଆଙ୍ଗ ବସ୍ତି କାଳିସାହି ନିକଟରେ ଘଟିଛି ଅଘଟଣ, ମୄର୍ତକ ହେଲେ ତ୍ରିଲୋଚନ ପ୍ରଧାନ ପୂର୍ବରୁ ଜlଗlବାଡି ପାଇଁ ବାପ ପୁଅ ମଧ୍ୟରେ ଗଣ୍ଡ ଗୋଳ ଲାଗି ରହିଥିଲା, ଗତ କାଲି ରାତିରଏଭଳି ନୁରସିଂଶ ଘଟଣା ଘଟlଇଛି, ନିଜର ଜନ୍ମିତ ପୁଅ, ଘଟଣା ରେ ଦୁଇ ଜଣକୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ଟାଉନ ଥାନା ପୋଲିସ,