-+91-9937148622 |

prerana_bgr@rediffmail.com |

  Wednesday 7th October 2026 |

| | | |

R.N.I. Regd No. ODIODI/2010/46693

Breaking News

ବଦଳି ପରେ ବି ପୁରୁଣା ଅଫିସରେ ‘ବିଲ୍ ଖେଳ’! ନୂଆ ସ୍ଥାନରେ ଯୋଗଦାନ ପରେ ପୁଣି ପୁରୁଣା ଚେୟାରର ମୋହ; ବ୍ୟାକ୍‌ ଡେଟ୍‌ରେ ବିଲ୍‌ ଦସ୍ତଖତ କରି ‘ପିସି’ ଆଦାୟ ଅଭିଯୋଗ ରିଲିଭ୍‌ ଓ ଜଏନିଂ ତାରିଖ ସହ MB-ବିଲ୍‌ ରେକର୍ଡ ମେଳ କରିବାକୁ ଦାବି; ତଦନ୍ତ ହେଲେ ଖୋଲିପାରେ ଗୁମର   (06-Oct-2026)       ||      ବିକାଶ ନାମରେ ଆଦିବାସୀ, କୃଷକ, ଦଳିତ ଓ ଗରିବଙ୍କ ଅଧିକାର ବଳିଦାନ ହେବା ଉଚିତ୍ ନୁହେଁ— ନିରଞ୍ଜନ ବିଶି   (06-Oct-2026)       ||      ବଦଳି ପରେ ବି ପୁରୁଣା ଅଫିସର ବିଲ୍‌ରେ ଦସ୍ତଖତ!କଟକ ପୂର୍ତ୍ତ ବିଭାଗରେ ଅନିୟମିତତା ଅଭିଯୋଗ, ବ୍ୟାକ୍‌ ଡେଟ୍‌ରେ ବିଲ୍‌ ପାସ୍‌ କରି ‘ପିସି’ ଆଦାୟ ନେଇ ଚର୍ଚ୍ଚା   (06-Oct-2026)       ||      ହାଇଦ୍ରାବାଦ୍ ରେ ଓସାକା ତରଫରୁ ପାରମ୍ପରିକ ଶୈଳୀରେ ନୂଆଁଖାଇ ଭେଟଘାଟ ଆୟୋଜିତ   (06-Oct-2026)       ||      ସେବା ସଂକଳ୍ପ ଅଭିଯାନ ଅବସରରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଜିଲ୍ଲାସ୍ତରୀୟ ପଥପ୍ରାନ୍ତ ନାଟକ   (06-Oct-2026)       ||      ୫୦.ବର୍ଷ ପରେ ଗ୍ରୀଣ୍ଡୋଲା ଗ୍ରାମର ଗରିବ ଲୋକମାନେ ପାଇଲେ ସିଲିଂ ଜମିର ପଟ୍ଟା   (06-Oct-2026)       ||      ଭାରତୀୟ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏବଂ ଏସବିଆଇ.ପକ୍ଷରୁ ସିଦ୍ଧାର୍ଥ ଜୁନିଅର କଲେଜରେ ଆର୍ଥିକ ସାକ୍ଷରତା ଶିବିର   (06-Oct-2026)       ||      ଭିକ୍ଷାବୃତ୍ତି କରୁଥିବା ୧୦ଶିଶୁ ଶ୍ରମିକଙ୍କୁ ଉଦ୍ଧାର କଲା ଜିଲ୍ଲା ପ୍ରଶାସନ   (06-Oct-2026)       ||      *ଝରୀଗାଁରେ ନକଲି ଡାକ୍ତର କ୍ଲିନିକରେ ଚାଲିଛି ରୋଗିଦେଖା, ଜିଲ୍ଲା ସ୍ୱାସ୍ଥ୍ୟବିଭାଗ ପାଖେ ଖବର ନାହିଁ*   (06-Oct-2026)       ||      ଭରସୂଜା ପଞ୍ଚାୟତ ରେ ଜନ ଶୁଣାଣି ଶିବିର   (06-Oct-2026)       ||      ୩୨ ଦିନର ଶିଶୁ ପାଇଁ ଟିଟିଲାଗଡ଼ରୁ ବରଗଡ଼ ଆସି ରକ୍ତଦାନ, ମାନବିକତାର ଉଦାହରଣ ସୃଷ୍ଟି କଲେ ସୁଦୀପ ତ୍ରିପାଠୀ   (06-Oct-2026)       ||      ସେବା ସେତୁ କାର୍ଯ୍ୟକ୍ରମ   (06-Oct-2026)       ||      ଜାତୀୟସ୍ତରୀୟ ପଞ୍ଚାୟତ ରତ୍ନ–୨୦୨୬ ସମ୍ମାନରେ ସମ୍ମାନିତ ହେଲେ ସିହିନୀ ସରପଞ୍ଚ ବୀରବର ସାହୁ    (06-Oct-2026)       ||      ଅନ୍ୟଜାତିରେ ବିବାହ କରିଥିଲେ, ଶବ ସତ୍କାର ପାଇଁ ଆସିଲେନି ପରିବାର ସଂକଳ୍ପ ପରିବାର ଦ୍ଵାରା ଶବ ସତ୍କାର   (06-Oct-2026)       ||      ବ୍ରହ୍ମପୁର ଯଜ୍ଞ ପାଇଁ ବିରିଶଳା ମଠରୁ ସାଧୁ-ଭକ୍ତଙ୍କ ପଦଯାତ୍ରା*   (06-Oct-2026)       ||      ଉପଖଣ୍ଡ ସ୍ତରୀୟ କରାଟେ ଚାମ୍ପିଅନସିପ୍‌ ଅନୁଷ୍ଠିତ - ଟିଟିଲାଗଡ଼ ଚାମ୍ପିଅନ ଏବଂ କଳାହାଣ୍ଡି ହେଲା ରନର୍ସ-ଅପ    (05-Oct-2026)       ||      ଗ୍ରାମସଭାରେ କିଶୋର-କିଶୋରୀଙ୍କ ଦାବିପତ୍ର ଉପସ୍ଥାପନ♦️ ସ୍ୱାସ୍ଥ୍ୟ, ପୋଷଣ, ଶିକ୍ଷା ଓ ଶିଶୁ ସୁରକ୍ଷାକୁ ଜିପିଡିପି ରେ ସାମିଲ କରିବାକୁ ଦାବି   (05-Oct-2026)       ||      ଜିଲ୍ଲାସ୍ତରୀୟ ସେବା ଜ୍ୟୋତି ଯାତ୍ରାକୁ ସଫଳ କରିବା ପାଇଁ ପ୍ରସ୍ତୁତି ବୈଠକ   (05-Oct-2026)       ||      ଅନ୍ତର୍ଜାତୀୟ ଗୁରୁ ଦିବସ ପାଳିତ    (05-Oct-2026)       ||      କୁମ୍ଭାରୀରେ ମା’ କରମସାନି ପୂଜା ମହୋତ୍ସବ ଧୂମଧାମରେ ପାଳିତ,   (05-Oct-2026)       ||     

HOME   ଜିଲ୍ଲା

ଘର ଛାତ ଉପରେ ବଳଦ, ବହୁ କସରତ ପରେ ଉଦ୍ଧାର, ଦୁଇ ବଳଦ ସୁରକ୍ଷିତ।

09-Feb-2022



ବଙ୍ଗୋମୁଣ୍ଡା ବ୍ଲକ ଝରିଆଲ ପଞ୍ଚାୟତ ଅନ୍ତର୍ଗତ ବୁଢିପଦର ଗ୍ରାମର ବିଷ୍ଣୁ ମହାନନ୍ଦ ଙ୍କ ଦୁଇଟି ବଳଦ ତାଙ୍କ ନବ ନିର୍ମିତ ଘର ପାହାଚ ଦେଇ ଛାତ ଉପରକୁ ଚଢ଼ି ଜିବାରୁ ତାଙ୍କୁ ଛାତ ଉପରୁ ତଳକୁ ଓହ୍ଲାଇବାକୁ ବହୁ ହଇରାଣ ହରକତ ହୋଇଥିବା ଦେଖାଯାଇଛି। ଘଟଣାନୁଯାଇ ସୋମବାର ସଂନ୍ଧ୍ୟାରେ ଘର ଭିତରୁ ପାହାଚ ଦେଇ ଦୁଇ ବଳଦ ଛାତ ଉପରକୁ ଚଢି ଯାଇଥିବା ବିଷ୍ଣୁ ଦେଖିଥିଲେ। ଦୁଇ ବଳଦକୁ ତଳକୁ ଆଣିବାପାଇଁ ବହୁ ଚେଷ୍ଟା କରିଥିଲେ ହେଁ ବିଫଳ ହୋଇଥିଲେ ପରେ ପଡୋଶୀଙ୍କ ସାହାଯ୍ଯରେ ମଧ୍ଯ ଚେଷ୍ଟା କରା ଯାଇଥିଲେ ହେଁ ରାତି ହେବାରୁ ତଳକୁ ଓହ୍ଲାଇ ଆଣିବା ମୁସ୍କିଲ ହୋଇଥିଲା। ତେବେ ମଙ୍ଗଳବାର ସକାଳୁ ବହୁ ଉଦ୍ୟମ କରି ବଳଦ ମାଳିକଙ୍କ ସହ ଗ୍ରାମବାସୀ ଗୋଟିଏ ବଳଦ କୁ ପାହାଚ ଦେଇ ଓଲ୍ଲାଇବାରେ ସମର୍ଥ ହୋଇଥିଲେ। କିନ୍ତୁ ଆଉ ଗୋଟିଏ ଗାଇ ଓହ୍ଲାଇବାରେ ବାରମ୍ବାର ବିଫଳ ହୋଇଥିଲେ। ଗୋଟିଏ ପଟେ ଅଧିକ ହୋହଲ୍ଲା କିମ୍ବା ବଳଦ ଡରିଗଲେ ଛାତ ଉପରୁ ତଳକୁ ଡେଇଁବ କିମ୍ବା ଛାତ ଉପରେ ଥିବା ଲୋକଙ୍କୁ ଗୋଡାଇ ଗୋଡାଇ ମାରିବ ଏହାକୁ ନଜରରେ ରଖି ଗ୍ରାମବାସୀ ପୁଣୀ ଅପେକ୍ଷା କରିଥିଲେ । ହେଲେ ବଳଦ ଛାତ ଉପରେ ହିଁ ରହି ଯାଇଥିବା ଫୋନ ଯୋଗେ ସମାଜସେବୀ ଅନିଲ କୁମାର ତ୍ରିପାଠୀଙ୍କୁ ଜଣାଇଥିଲେ ଓ କିଛି ଉପାୟ କରିବାପାଇଁ

ଅନୁରୋଧ କରିଥିଲେ । ଶ୍ରୀ ତ୍ରିପାଠୀ ତୁରନ୍ତ ବଙ୍ଗୋମୁଣ୍ଡା ଅଗ୍ନିସମ ବିଭାଗ କୁ ଜଣାଇ ଘଟଣା ବିଷୟରେ ଅବଗତ କରାଇବାରୁ ଅଗ୍ନିସମ ବିଭାଗ କର୍ମଚାରୀ ପହଞ୍ଚି ବହୁ ଚେଷ୍ଟା ଆରମ୍ଭ କରିଥିଲେ। ପରେ ଅଗ୍ନିସମ ବିଭାଗର କର୍ମଚାରୀ ଗ୍ରାମବାସୀଙ୍କ ସହଯୋଗ ରେ ଚାରି ହାତଗୋଡ ବାନ୍ଧି ଏକ ଜେସିବି ମେସିନ ସାହାଯ୍ଯରେ ଜେସିବି ର ବଡ ବକେଟ କୁ ଛାତ ରେ ଲଗାଇ ବଳଦ କୁ ବକେଟ ଉପରେ ଲଦି ତଳକୁ ଅଣା ଯାଇଥିଲା । ତେବେ ଦୁଇ ବଳଦକୁ ଶେଷରେ ସୁରକ୍ଷିତ ତଳକୁ ଆଣିବାରେ ସମର୍ଥ ହୋଇଥିଲେ। ଉଦ୍ଧାର କାର୍ଯ୍ଯରେ ଅଗ୍ନିସମ ବିଭାଗ ରୁ ଏଲଏଫଏମ ପିତବାସ ବଢେଇ, ଡିକେଏଫଏମ ରାଜକୁମାର ସାହୁ , ଏଫଏମ ଧର୍ମେନ୍ଦ୍ର ମହାକୁଡ, ସୁଶାନ୍ତ ସାହୁ, ସୁଦର୍ଶନ ଭୋଇ, ବିଜୟ ସୁନା ପ୍ରମୁଖଙ୍କ ସହ ଗ୍ରାମବାସୀ ପହଲେଶ୍ବର ପୁଟେଲ , ଗନ୍ଧର୍ବ ମହାନନ୍ଦ, ପ୍ରସନ୍ନ ମହାନନ୍ଦ, ଗୋକୁଳ ବଗର୍ତ୍ତୀ, ଗୌରାଙ୍ଗ ମହାନନ୍ଦ, ଘାସିରାମ ମହାନନ୍ଦ, ଗଜବନ ମହାନନ୍ଦ ଉଦ୍ଧାର କାର୍ଯ୍ଯରେ ସାମିଲ ହୋଇ ଦୁଇ ବଳଦର ଜିବନ ବଞ୍ଚାଇବାରେ ସଫଳ ହୋଇଥିଲେ। 


News Comment




Photo in News

Advertisment
Lastest News
ବଦଳି ପରେ ବି ପୁରୁଣା ଅଫିସରେ ‘ବିଲ୍ ଖେଳ’! ନୂଆ ସ୍ଥାନରେ ଯୋଗଦାନ ପରେ ପୁଣି ପୁରୁଣା ଚେୟାରର ମୋହ; ବ୍ୟାକ୍‌ ଡେଟ୍‌ରେ ବିଲ୍‌ ଦସ୍ତଖତ କରି ‘ପିସି’ ଆଦାୟ ଅଭିଯୋଗ ରିଲିଭ୍‌ ଓ ଜଏନିଂ ତାରିଖ ସହ MB-ବିଲ୍‌ ରେକର୍ଡ ମେଳ କରିବାକୁ ଦାବି; ତଦନ୍ତ ହେଲେ ଖୋଲିପାରେ ଗୁମର   06-Oct-2026
  ଜିଲ୍ଲା  
ବିକାଶ ନାମରେ ଆଦିବାସୀ, କୃଷକ, ଦଳିତ ଓ ଗରିବଙ୍କ ଅଧିକାର ବଳିଦାନ ହେବା ଉଚିତ୍ ନୁହେଁ— ନିରଞ୍ଜନ ବିଶି   06-Oct-2026
ବଦଳି ପରେ ବି ପୁରୁଣା ଅଫିସର ବିଲ୍‌ରେ ଦସ୍ତଖତ!କଟକ ପୂର୍ତ୍ତ ବିଭାଗରେ ଅନିୟମିତତା ଅଭିଯୋଗ, ବ୍ୟାକ୍‌ ଡେଟ୍‌ରେ ବିଲ୍‌ ପାସ୍‌ କରି ‘ପିସି’ ଆଦାୟ ନେଇ ଚର୍ଚ୍ଚା   06-Oct-2026
  ରାଜ୍ୟ  
ହାଇଦ୍ରାବାଦ୍ ରେ ଓସାକା ତରଫରୁ ପାରମ୍ପରିକ ଶୈଳୀରେ ନୂଆଁଖାଇ ଭେଟଘାଟ ଆୟୋଜିତ   06-Oct-2026
  ଜିଲ୍ଲା  
ସେବା ସଂକଳ୍ପ ଅଭିଯାନ ଅବସରରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଜିଲ୍ଲାସ୍ତରୀୟ ପଥପ୍ରାନ୍ତ ନାଟକ   06-Oct-2026
  ଜିଲ୍ଲା  
୫୦.ବର୍ଷ ପରେ ଗ୍ରୀଣ୍ଡୋଲା ଗ୍ରାମର ଗରିବ ଲୋକମାନେ ପାଇଲେ ସିଲିଂ ଜମିର ପଟ୍ଟା   06-Oct-2026
  ଜିଲ୍ଲା  
ଭାରତୀୟ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏବଂ ଏସବିଆଇ.ପକ୍ଷରୁ ସିଦ୍ଧାର୍ଥ ଜୁନିଅର କଲେଜରେ ଆର୍ଥିକ ସାକ୍ଷରତା ଶିବିର   06-Oct-2026
  ଜିଲ୍ଲା  
ଭିକ୍ଷାବୃତ୍ତି କରୁଥିବା ୧୦ଶିଶୁ ଶ୍ରମିକଙ୍କୁ ଉଦ୍ଧାର କଲା ଜିଲ୍ଲା ପ୍ରଶାସନ   06-Oct-2026
  ଜିଲ୍ଲା  
*ଝରୀଗାଁରେ ନକଲି ଡାକ୍ତର କ୍ଲିନିକରେ ଚାଲିଛି ରୋଗିଦେଖା, ଜିଲ୍ଲା ସ୍ୱାସ୍ଥ୍ୟବିଭାଗ ପାଖେ ଖବର ନାହିଁ*   06-Oct-2026
  ଜିଲ୍ଲା  
ଭରସୂଜା ପଞ୍ଚାୟତ ରେ ଜନ ଶୁଣାଣି ଶିବିର   06-Oct-2026
  ଜିଲ୍ଲା  
୩୨ ଦିନର ଶିଶୁ ପାଇଁ ଟିଟିଲାଗଡ଼ରୁ ବରଗଡ଼ ଆସି ରକ୍ତଦାନ, ମାନବିକତାର ଉଦାହରଣ ସୃଷ୍ଟି କଲେ ସୁଦୀପ ତ୍ରିପାଠୀ   06-Oct-2026
  ଜିଲ୍ଲା  
ସେବା ସେତୁ କାର୍ଯ୍ୟକ୍ରମ   06-Oct-2026

You Might Also Like