-+91-9937148622 |
prerana_bgr@rediffmail.com |
Wednesday 13th May 2026 |
R.N.I. Regd No. ODIODI/2010/46693
Breaking News
30-Sep-2020
ନୂଆଦିଲ୍ଲୀ ୩୦/୦୯: କରୋନା ଭାଇରସକୁ ମାତ୍ ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ। କରୋନା ସଂକ୍ରମଣରୁ ମୁକ୍ତ ହୋଇ ସେ ଏବେ ପୂରା ସୁସ୍ଥ ଅଛନ୍ତି। ଗଡ଼କରି ଆଜି (ବୁଧବାର) ଟ୍ବିଟ୍ କରି ଏହି ସୂଚନା ଦେଇଛନ୍ତି। ସମସ୍ତଙ୍କ ଆଶୀର୍ବାଦ ଓ ଶୁଭକାମନା ଯୋଗୁ ସେ କରୋନାରୁ ସୁସ୍ଥ ହୋଇଥିବା କହିଛନ୍ତି। ଏହା ସହ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।*
ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ର ମନ୍ତ୍ରୀ ସଂସଦ ଅଧିବେଶନରେ କରୋନାରେ ସଂକ୍ରମିତ ହୋଇଥିଲେ। ସେବେଠୁ ସେ ଆଇସୋଲେସନରେ ଥିଲେ।