-+91-9937148622 |
prerana_bgr@rediffmail.com |
Monday 12th October 2026 |
R.N.I. Regd No. ODIODI/2010/46693
Breaking News
30-Jan-2022
ଭୁବନେଶ୍ୱର :କେଦାରପଲ୍ଲୀ ବାପୁଜିନଗର ସଫେଇ କର୍ମଚାରୀଙ୍କ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ କର୍ମଚାରୀଙ୍କ ବିଭିନ୍ନ ସମସ୍ୟା ଆଲୋଚନା କରାଯିବା ସହିତ ଆଶୁ ସମାଧାନ ପାଇଁ ପ୍ରୟାସ କରିବାକୁ ନିଷ୍ପତ୍ତି ନିଆଯାଇଥିଲା l
ଏହି ଅବସରରେ ସର୍ବସମତିକ୍ରମେ ବିଦ୍ୟାଧର ଦେହୁରୀଙ୍କୁ ସଭାପତି ଭାବେ ଉପସ୍ଥାପିତ କରାଗଲା l ସେହିପରି ପ୍ରକାଶ ଚନ୍ଦ୍ର ନାୟକ, ଗୌତମ ଗୋପାଳ, ସୁରେଶ ଚନ୍ଦ୍ର ନାୟକ, ଗଜେନ୍ଦ୍ର ନାୟକ, ବାସୁଦେବ ନାୟକ, ହରିହର ନାୟକ, ହରି ନାୟକ, ଶ୍ରୀକାନ୍ତ ନାୟକ, ସହଦେଵ ନାୟକ, ତ୍ରିଲୋଚନ ନାୟକ, ସାଗର ନାୟକ, ଶଶିଭୂଷଣ ଦାସ, ସୁନିତା ନାୟକ, ମୌସୁମୀ ନାୟକ ଓ ସୁମା ନାୟକ ପ୍ରମୁଖ ବହୁ ସଫେଇ କର୍ମୀ ଉପସ୍ଥିତ ଥିଲେ l