-+91-9937148622 |

prerana_bgr@rediffmail.com |

  Wednesday 14th October 2026 |

| | | |

R.N.I. Regd No. ODIODI/2010/46693

Breaking News

ସିନ୍ଦୁରପଙ୍କରେ ବିଜୟା ଦଶମୀରେ ରାବଣ ଦରବାର ମହାରାଜ ରାବଣ ଭୂମିକାରେ ଅଭିନୟ କରିବେ ବିଶିଷ୍ଟ କଳାକାର କମଳ ଲୋଚନ ପଣ୍ଡା   (14-Oct-2026)       ||      ସମ୍ବଲପୁର ଜିଲ୍ଲାର ୧୪ଟି ସ୍ୱାସ୍ଥ୍ୟକେନ୍ଦ୍ରରେ ନିଯୁକ୍ତ ହେଲେ ନୂତନ ଡାକ୍ତର ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପକୁ ଶ୍ରେୟ; ଜିଲ୍ଲାପାଳଙ୍କୁ ମଧ୍ୟ କୃତଜ୍ଞତା ଜଣାଇଲେ ମିତ୍ରଭାନୁ ଓ ଡା. ରାଜାରାମ   (14-Oct-2026)       ||      ନଅଗାଁ-କ କ୍ଲଷ୍ଟର ସ୍ତରୀୟ ସୁରଭି ଅନୁଷ୍ଠିତ   (14-Oct-2026)       ||      ବଲାଙ୍ଗୀରଠାରେ ଅନୁଷ୍ଠିତ ହେଲା ଅଖିଳ ଓଡ଼ିଶା ନ୍ୟାୟିକ କର୍ମଚାରୀ ସଂଘର ରାଜ୍ୟସ୍ତରୀୟ ସାଧାରଣ ପରିଷଦ ବୈଠକ   (13-Oct-2026)       ||      ୩ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ସଇଁତଲା ଆର ଆଇ ଙ୍କୁ ଧରିଲା ଭିଜିଲାନ୍ସ ବିଭାଗ    (13-Oct-2026)       ||      *ନବରଙ୍ଗପୁରରେ ନୂତନ ଜିଲ୍ଲାପାଳଙ୍କ ଦାୟିତ୍ୱ ଗ୍ରହଣ*   (13-Oct-2026)       ||      ବଲାଙ୍ଗୀର ତହସିଲର ଅବ୍ୟବସ୍ଥା ନେଇ ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ସଭାପତି ଙ୍କ ପ୍ରତିକ୍ରିୟା: କପି ଟିଏ ପାଇବା ପାଇଁ ଲୋକଙ୍କୁ ମାସ ମାସ ଧରି ଅପେକ୍ଷା କରିବାକୁ ପଡୁଛି    (13-Oct-2026)       ||      ଚନ୍ଦ୍ରଘଣ୍ଟା ବେଶରେ ଦର୍ଶନ ଦେଲେ ମାଁ ଚରଦେଇ   (13-Oct-2026)       ||      ଜିଲ୍ଲା ସମବାୟ ବିଭାଗ, ହସ୍ତତନ୍ତ ଓ ବୟନ ଶିଳ୍ପ ବିଭାଗର ମିଳିତ ଆନୁକୂଲ୍ୟରେ ରଙ୍ଗୋଲି ରାଷ୍ଟ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ   (13-Oct-2026)       ||      ବଲାଙ୍ଗୀରରେ ରାଜ୍ୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତା   (13-Oct-2026)       ||      ଓମ୍‌ ଭ୍ୟାଲି ଶିକ୍ଷାନୁଷ୍ଠାନରେ ୧୧ତମ ବାଟାଲିୟନ ଦ୍ଵାରା ଏନ୍‌.ସି.ସି.ପ୍ରଶିକ୍ଷଣ ଶିବିରର ଉଦ୍‌ଯାପିତ    (13-Oct-2026)       ||      ପାଟଣେଶ୍ୱରୀ ଦେବୀପୀଠରେ ନବରାତ୍ରପୂଜା   (13-Oct-2026)       ||      ମା’ସୁରେଶ୍ୱରୀଙ୍କ ସମେତ ତିନି ଦେବୀଙ୍କ ଚନ୍ଦ୍ରଘଣ୍ଟା ବେଶ   (13-Oct-2026)       ||      ଚୋରି ଓ ଅପରାଧର ଖିଅ ଖୋଜିବ ସିସିଟିଭି! ଦାରିଙ୍ଗବାଡ଼ିର ସବୁ ହୋଟେଲ, ରିସର୍ଟ ଓ ରେଷ୍ଟୁରାଣ୍ଟରେ କ୍ୟାମେରା ଲାଗିବା ବାଧ୍ୟତାମୂଳକ   (13-Oct-2026)       ||      ପଡାଗଡ଼ ଅଞ୍ଚଳରେ ରାତିରେ ଚାଲିଛି ବେଆଇନ କ୍ରସର, ଖଣି ମାଫିଆ ମାଲାମାଲ   (13-Oct-2026)       ||      ତୁଷୁରାରେ ମହାରାଜା ଅଗ୍ରସେନଜୀଙ୍କ ଜୟନ୍ତୀ ପାଳିତ   (13-Oct-2026)       ||      ମା କୁଶଙ୍ଗାଇ ପୀଠ ନବରାତ୍ରିରେ ଚଳଚଞ୍ଚଳ   (13-Oct-2026)       ||      ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କରର୍ସ ଆସୋସିଏସନ୍ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ   (13-Oct-2026)       ||      ଭାରତ ବିକାଶ ପରିଷଦ ଦ୍ଵାରା (ଶିକ୍ଷା ବର୍ଷ ୨୦୨୬) ପାଇଁ ଶ୍ରେଷ୍ଠ ଛାତ୍ର ଓ ଶ୍ରେଷ୍ଠ ଶିକ୍ଷୟିତ୍ରୀ ପୁରସ୍କାରରେ ସମ୍ମାନିତ ହେଲେ ଓମ ଭ୍ୟାଲି ସ୍କୁଲର ଶିକ୍ଷୟତ୍ରୀ ଓ ଛାତ୍ର    (13-Oct-2026)       ||      ଆଗଲପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କ୍ଲଷ୍ଟର୍ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଧୁମ ଧାମରେ ପାଳିତ   (13-Oct-2026)       ||     

HOME   ଜିଲ୍ଲା

ବଲାଙ୍ଗୀର ବ୍ଲକରେ ଚାଲିଛି ହାଇପ୍ରୋଫାଇଲ ଲଢେଇ,ରାଜପରିବାର ଓ ନରସିଂହଙ୍କ ପାଇଁ ସମ୍ମାନର ପ୍ରଶ୍ନ

29-Jan-2022



ବଲାଙ୍ଗିର(ପ୍ରେରଣା ଖବର) :ବଲାଙ୍ଗୀର ଜିଲ୍ଲା ସଦର ବଲାଙ୍ଗୀର ନିର୍ବାଚନମଣ୍ଡଳୀରେ ପଞ୍ଚାୟତ ନିର୍ବାଚନ ସରଗରମ ଧରିଛି । ଏଠାରେ ଶାସକ ଓ ବିରୋଧିକଂଗ୍ରେସ ଦଳ ମଧ୍ୟରେ ହାଇପ୍ରୋଫାଇଲ ଲଢେଇ ଚାଲିଛି । ଗତ ୨୦୧୭ ପଞ୍ଚାୟତ ନିର୍ବାଚନରେ ଏହି ବ୍ଲକର ଗୋଟିଏ ଜୋନରେ ବିଜେଡି ଓ ଆଉ ଏକ ଜୋନରେ କଂଗ୍ରେସ ଜିଣିଥିଲା । ଚଳିତଥର ଉଭୟ ବିଜେଡି ଓ କଂଗ୍ରେସଦଳ ଉଭୟ ଆସନକୁ ହାତେଇବାକୁ ପ୍ରାଣପଣେ ଉଦ୍ୟମ ଚଳାଇଛନ୍ତି । ଉଭୟ ଆସନ ଉଭୟ ୟଦଳର ନେତାଙ୍କ ଦକ୍ଷତାର ପ୍ରଶ୍ନବାଚୀ ଛିଡା କରିଛି । ଚନ୍ଦନଭାଟି ଜୋନଟି ନରସିଂହଙ୍କ ପଲାଭାରି ରହିଛି । ସେହି ଜୋନରେ ଅନେକ ପଞ୍ଚାୟତରେ କଂଗ୍ରେସର ପଲାଭାରି ରହିଛି । ସେହି ସ୍ଥିତିକୁ କିନ୍ତୁ ଶାସାକଦଳ ଭାଙ୍ଗି ଆସନଟି ହାତେଇବାକୁ ଉଦ୍ୟମ ଚଳାଇଛି । ସେଠାରେ ବିଜେଡିର ଜିଲ୍ଲା ଯୁବ:ସଭାପତି ରାଜେନ୍ଦ୍ର ହୋତାଙ୍କ ପତ୍ନୀ ଅନାମିକା ହୋତାଙ୍କୁ ବିଜେଡି ପ୍ରାର୍ଥୀ କରିଛି । କୁଆଡେ ବଲାଙ୍ଗୀର ବିଜେଡି ପର୍ଯ୍ୟବେକ୍ଷକ ସୁଶାନ୍ତ ସିଂ ଏହି ନିର୍ବାଚନକୁ ଗୁତ୍ୱଦେଉଛନ୍ତି ଓ ଦଳକୁ ଜିଣାଇବାକୁ ଦଳର କାର୍ଯ୍ୟକର୍ତ୍ତାଙ୍କୁ ଉତ୍ସାହିତ କରିଛନ୍ତି । ସେହିପରି ବଲାଙ୍ଗୀର ନିର୍ବାଚନମଣ୍ଡଳୀର ବିଜେଡିଦଳ ପ୍ରାର୍ଥିଚୟନ ଅର୍କେଶଙ୍କ ନେତୃତ୍ୱରେ ହୋଇଛି ଓ ଏହି ନିର୍ବାଚନର ଫଳାଫଳ ଉପରେ ମଧ୍ୟ ଅର୍କେଶଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛି । ଗତଥର ଏହି ଜୋନକୁ ହରାଇଥିବା ବିଜେଡି ଚଳିତଥର ନିଶ୍ଚୟ ହାତେଇବ ବୋଲି ବିଜେଡି ଦୃଢୋକ୍ତି କରୁଛି । କିନ୍ତୁ ସେପଟେ ଗତଥର ସଦର ବ୍ଲକର ଉପାଧ୍ୟକ୍ଷା ଥିବା ଯଶୋବନ୍ତି ବଘାରଙ୍କୁ କଂଗ୍ରେସ ପ୍ରାର୍ଥୀ କରିଛି । ଏହି ଜୋନରେ ନରସିଂହଙ୍କ ଦବଦବା ରହିଥିବା ବେଳେ ବଘାର ପରିବାରର ମଧ୍ୟ ପରିଚିତି ରହିଛି । ତେଣୁ କଂଗ୍ରେସ ପୁଣିଥରେ ଏହି ଜୋନ ନିଶ୍ଚୟ ହାତେଇବ ବୋଲି କୁହାଯାଉଛି । ବଲାଙ୍ଗୀର ନିର୍ବାଚନମଣ୍ଡଳୀରେ ବିଜେପିର ସେତେଟା ପ୍ରଭାବ ନାହିଁ । ସେହିପରି ୨୩ନମ୍ବର ଜୋନରେ କଂଗ୍ରେସ ନିଳେନ୍ଦ୍ରୀ ସେଠଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେଡି ସଂଗୀତା ସୁନାଙ୍କୁ ପ୍ରାର୍ଥି କରିଛି । ସଂଗୀତରାଙ୍କ ବାପା ନରେନ୍ଦ୍ର ସୁନା ଗତ ୨୦୧୨ରେ ଜିଲ୍ଲାପରିଷଦ ସଦସ୍ୟ ରହିଥିଲେ । ବିଜେଡି ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଓ ବିକାଶମୂଳକ କାମ,ବିଭିନ୍ନ ଜନହିତକାରୀ ଯୋଜନାକୁ ନେଇ ଭୋଟପ୍ରଚାର ମଇଦାନକୁ ଓହ୍ଲାଇଥିବା ବେଳେ

କଂଗ୍ରେସ  ଦଳ ବିଧାୟକ ନରସିଂହ ମିଶ୍ର କରିଥିବା କେତେକ ଉନ୍ନତିମୂଳକ କାମକୁ ନେଇ ପ୍ରଚାର କରୁଛି । ଏହା ସହିତ ସରକାର ବିଫଳ ହୋଇଥିବା କିଛି ସମସ୍ୟାକୁ ପ୍ରସଙ୍ଗ ମଧ୍ୟ କରାଯାଉଛି । 
   ଠିକ ସେହିପରି ସଦର ବ୍ଲକରେ ଅଧ୍ୟକ୍ଷପଦ ବସାଇବାକୁ ଉଭୟଦଳ ଚେଷ୍ଟାରେ ରହିଛନ୍ତି । ଗତଥର ବିଜେଡି ଦଳରେ ଦୁଇଟି ଗୋଷ୍ଠୀ ହୋଇଥିଲେ ଓ ସେଥିରେ ବିଜେଡିର ଗୋଲାପ ବାଗ କିଛି ସମର୍ଥିତ ସମିତିସଭ୍ୟଙ୍କ ସମର୍ଥନରେ ଅଧ୍ୟକ୍ଷ ହୋଇଥିଲେ । ସେଥିପାଇଁ କଂଗ୍ରେସ ସମର୍ଥିତ ଯଶୋବନ୍ତି  ବଘାରଙ୍କୁ ଉପାଧ୍ୟକ୍ଷା ମଧ୍ୟ କରାଯାଇଥିଲା । ଚଳିତଥର ପୁଣିଥରେ ଅଧ୍ୟକ୍ଷପଦ ହାତେଇବାକୁ ଅଧ୍ୟକ୍ଷ ଥିବା ଗୋଲାପ ବାଗ ପ୍ରୟାସ ଚଳାଇଛନ୍ତି । ସେ ନିଜେ ସଦାଇପାଲି ପଞ୍ଚାୟତରୁ ସମିତିସଭ୍ୟ ପ୍ରାର୍ଥୀ ଭାବରେ ଲଢାଇ କରୁଥିବା ବେଳେ ତାଙ୍କ ପତ୍ନୀ ସରିତା ବାଗଙ୍କୁ ବିଡିଘାଟ ପଞ୍ଚାୟରେ ସମିତିସଭ୍ୟା ଭାବରେ ଛିଡା କରାଇଛନ୍ତି । ଏହା ସହିତ କିଛି ପଞ୍ଚାୟତରେ ତାଙ୍କ ସମର୍ôଥତ ପ୍ରାର୍ଥିପ୍ରାର୍ଥିନୀଙ୍କୁ ଛିଡା କରାଇଛନ୍ତି । ଗୋଲାପ ବାଗ ପଞ୍ଚାୟତ ନିର୍ବାଚନରେ ଜଣେ ପୋଖତ ଖୀଲାଡି । ସେଥିପାଇଁ ଗତଥର ସମସ୍ତଙ୍କୁ ଚକମାଦେଇ ଅଧ୍ୟକ୍ଷପଦ ହାତେଇ ନେଇଥିଲେ । ପୂର୍ବରୁ ମଧ୍ୟ ସେ ଦୁଇଥର ସରପଞ୍ଚ ରହି ପଞ୍ଚାୟତର ଅନେକ ସମସ୍ୟା ବିଷୟରେ ଅବଗତ ଅଛନ୍ତି ତଥା ଅନଙ୍ଗ ଉଦୟ ସିଂଦେଓଙ୍କର ସେ ଜଣେ ଦୃଢସମର୍ଥକ ମଧ୍ୟ ରହିଆସିଛନ୍ତି ।  ଯାହାକି ତାଙ୍କୁ ଅଭିଜ୍ଞତା ଦେଇଛି । ଠିକ ସେହିପରି  ଗତଥର ଅଧ୍ୟକ୍ଷପଦରୁ ବଞ୍ଚିତ ହୋଇଥିବା ନୀହାର ସ୍ୱାଇଁ ମଧ୍ୟ ନିର୍ବାଚନମଇଦାନକୁ ସପତ୍ନୀକ ଓହ୍ଲାଇଛନ୍ତି । ନୀଷାର ଗତଥର ସମିତିସଭ୍ୟ ଥିବା ଶିକାଛିଡା ପଞ୍ଚାୟତରୁ ତାଙ୍କ ପତ୍ନୀ ଶିଖା ସ୍ୱାଇଁଙ୍କୁ ପ୍ରାର୍ଥି କରିଥ୍ôୟବା ବେଳେ ସେନିଜେ ସକମା ପଞ୍ଚାୟତରୁ ସମିତିସଭ୍ୟ ଭାବରେ ଲଢୁଛନ୍ତି । ସେ ମଧ୍ୟ ଚଳିତଥର ଅଧ୍ୟକ୍ଷପଦକୁ ନଜର ରଖିଛନ୍ତି । ସେ ପୂର୍ବତନ ସାଂସଦ କଳିକେଶ ଓ ଯୁବନେତା ଅର୍କେଶଙ୍କ ଜଣେ ଦୃଢସମର୍ଥକ । ସେପଟେ କଂଗ୍ରେସ ମଧ୍ୟ କିଛି ସମିତିସଭ୍ୟଙ୍କୁ ଜିଣାଇବେ ଓ ଅଧ୍ୟକ୍ଷ ନିର୍ବାଚନରେ ମୁଖ୍ୟ ଭୂମିକା ନେବ ବୋଲି ଆଲୋଚନା ହେଉଛି । କଂଗ୍ରେସର କିଏ ଅଧ୍ୟକ୍ଷ ପଦର ଦାବିଦାର ତାହା ସ୍ପଷ୍ଟ ହେଉନାହିଁ । ତଥାପି ଗତଥର ଭଳି କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ପ୍ରମୁଖ ଭୂମୀକା ନେବ ବୋଲି ଦାବି କରାଯାଉଛି । 


News Comment




Photo in News

Advertisment
Lastest News
  ଜିଲ୍ଲା  
ସିନ୍ଦୁରପଙ୍କରେ ବିଜୟା ଦଶମୀରେ ରାବଣ ଦରବାର ମହାରାଜ ରାବଣ ଭୂମିକାରେ ଅଭିନୟ କରିବେ ବିଶିଷ୍ଟ କଳାକାର କମଳ ଲୋଚନ ପଣ୍ଡା   14-Oct-2026
ସମ୍ବଲପୁର ଜିଲ୍ଲାର ୧୪ଟି ସ୍ୱାସ୍ଥ୍ୟକେନ୍ଦ୍ରରେ ନିଯୁକ୍ତ ହେଲେ ନୂତନ ଡାକ୍ତର ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପକୁ ଶ୍ରେୟ; ଜିଲ୍ଲାପାଳଙ୍କୁ ମଧ୍ୟ କୃତଜ୍ଞତା ଜଣାଇଲେ ମିତ୍ରଭାନୁ ଓ ଡା. ରାଜାରାମ   14-Oct-2026
  ଜିଲ୍ଲା  
ନଅଗାଁ-କ କ୍ଲଷ୍ଟର ସ୍ତରୀୟ ସୁରଭି ଅନୁଷ୍ଠିତ   14-Oct-2026
  ଜିଲ୍ଲା  
ବଲାଙ୍ଗୀରଠାରେ ଅନୁଷ୍ଠିତ ହେଲା ଅଖିଳ ଓଡ଼ିଶା ନ୍ୟାୟିକ କର୍ମଚାରୀ ସଂଘର ରାଜ୍ୟସ୍ତରୀୟ ସାଧାରଣ ପରିଷଦ ବୈଠକ   13-Oct-2026
  ଜିଲ୍ଲା  
୩ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ସଇଁତଲା ଆର ଆଇ ଙ୍କୁ ଧରିଲା ଭିଜିଲାନ୍ସ ବିଭାଗ   13-Oct-2026
  ଜିଲ୍ଲା  
*ନବରଙ୍ଗପୁରରେ ନୂତନ ଜିଲ୍ଲାପାଳଙ୍କ ଦାୟିତ୍ୱ ଗ୍ରହଣ*   13-Oct-2026
  ଜିଲ୍ଲା  
ବଲାଙ୍ଗୀର ତହସିଲର ଅବ୍ୟବସ୍ଥା ନେଇ ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ସଭାପତି ଙ୍କ ପ୍ରତିକ୍ରିୟା: କପି ଟିଏ ପାଇବା ପାଇଁ ଲୋକଙ୍କୁ ମାସ ମାସ ଧରି ଅପେକ୍ଷା କରିବାକୁ ପଡୁଛି   13-Oct-2026
  ଜିଲ୍ଲା  
ଚନ୍ଦ୍ରଘଣ୍ଟା ବେଶରେ ଦର୍ଶନ ଦେଲେ ମାଁ ଚରଦେଇ   13-Oct-2026
  ଜିଲ୍ଲା  
ଜିଲ୍ଲା ସମବାୟ ବିଭାଗ, ହସ୍ତତନ୍ତ ଓ ବୟନ ଶିଳ୍ପ ବିଭାଗର ମିଳିତ ଆନୁକୂଲ୍ୟରେ ରଙ୍ଗୋଲି ରାଷ୍ଟ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ   13-Oct-2026
  ଜିଲ୍ଲା  
ବଲାଙ୍ଗୀରରେ ରାଜ୍ୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତା   13-Oct-2026
  ଜିଲ୍ଲା  
ଓମ୍‌ ଭ୍ୟାଲି ଶିକ୍ଷାନୁଷ୍ଠାନରେ ୧୧ତମ ବାଟାଲିୟନ ଦ୍ଵାରା ଏନ୍‌.ସି.ସି.ପ୍ରଶିକ୍ଷଣ ଶିବିରର ଉଦ୍‌ଯାପିତ   13-Oct-2026
  ଜିଲ୍ଲା  
ପାଟଣେଶ୍ୱରୀ ଦେବୀପୀଠରେ ନବରାତ୍ରପୂଜା   13-Oct-2026

You Might Also Like