-+91-9937148622 |
prerana_bgr@rediffmail.com |
Thursday 15th October 2026 |
R.N.I. Regd No. ODIODI/2010/46693
Breaking News
28-Jan-2022
ପଦ୍ମପୁର:-ବରଗଡ଼ ଜିଲ୍ଲା ପାଇକମାଲ ବ୍ଳକ ଅନ୍ତର୍ଗତ ବୁକୁରାମୁଣ୍ଡା ଗ୍ରାମ ରେ ଥିବା ରେନବୋ କ୍ରିକେଟ ଆସୋସିଏସନ୍ ପକ୍ଷରୁ ଦିର୍ଘ ୨୨ ବର୍ଷ ହେଲା ଅନୁଷ୍ଠିତ ହୋଇ ଆସୁଛି lଆଜିକାର ଦିବସରେ ୬ ଟି ଦଳକୁ ନେଇ କ୍ରମାନୟ ଭାବେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା ।ଶେଷରେ ସରେଇକେଲା ଜେଏମପି ସିସି କ୍ରିକେଟ ଦଳ ସହ ପଦ୍ମପୁର ନିକଟସ୍ଥ ଭେଉଁରିଆ ବିନ୍ଧ୍ୟବାସିନୀ ସ୍ପୋଟିଙ୍ଗ ଦଳ ସହ ଖୁବ୍ ସଂଘର୍ଷପୂର୍ଣ୍ଣ ମ୍ୟାଚ ଅନୁଷ୍ଠିତ ହୋଇଥିଲା ।ଏହି ମ୍ୟାଚ ରେ ବିନ୍ଧ୍ୟବାସିନୀ ସ୍ପୋଟିଙ୍କ ଭେଉଁରିଆ,ଜେଏମପି ସିସି ସରେକେଲା କୁ ୬ ୟୁକେଟ୍ ରେ ପରାସ୍ତ କରି ଦ୍ୱିତୀୟ ସେମିଫାଇନାଲ କୁ ପ୍ରବେଶ କରିବାରେ ସଫଳତା ଲାଭ କରିଛି ।ଆଜିର ଓମପେୟାର ଦ୍ୱୟ ସର୍ବଶ୍ରୀ ସୁବାଷ,ସୁଭେନ୍ଦୁ, ଚନ୍ଦନ,ଦିଲ୍ଲିପ ଓ ସ୍କୋରର ଦାୟିତ୍ଵ ମନିଷ , ସୁବ୍ରତ ଓ ଧାରାବିବରଣୀ ପ୍ରଦାନ କରିଥିଲେ ବିଶ୍ୱଜିତ,ଟିକେଚାନ୍ଦ । ଆସନ୍ତାକାଲି ୭ ଟି ଦଳ ମଧ୍ୟରେ ରୋଚକ ପୂର୍ଣ୍ଣ ମ୍ୟାଚ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ବୋଲି ଆରସିଏ ର ସଭାପତି ଶ୍ରୀମାନ ରମେଶ ଭୋଇ ଆମ ପ୍ରତିନିଧି ଙ୍କୁ ଜଣାଇଛନ୍ତି ।