-+91-9937148622 |
prerana_bgr@rediffmail.com |
Thursday 15th October 2026 |
R.N.I. Regd No. ODIODI/2010/46693
Breaking News
27-Jan-2022
ବରଗଡ:-କଥା ରେ କୁହାଯାଏ ସିଂ ଇଚ୍ ଏ କିଙ୍ଗ lଅକାଟ୍ୟ ସତ୍ୟତା ଉପରେ ପ୍ରମାଣିତ ହୋଇଯାଇଛି ଭଟଲି ନିର୍ବାଚନମଣ୍ଡଳୀ ରେ lଏହି ନିର୍ବାଚନ ମଣ୍ଡଳୀ ରେ ଲୋକ ଙ୍କ ଦୁଃଖ ସୁଖରେ ସଦାସର୍ବଦା ଭାଗିଦାର ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ ଙ୍କ କାର୍ଯ୍ୟକଳାପ ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ସ୍ୱଚ୍ଛ ଶାସନ କୁ ଆଖି ଆଗରେ ରଖି ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ବିଜୁଜନତା ଦଳ ର ସମର୍ଥିତ ସୋହେଲା ବ୍ଳକ ରେ ନିର୍ଦ୍ବନ୍ଦ୍ବରେ ନିର୍ବିରୋଧ ହୋଇଥିବା ୧୮ ଜଣ ସମିତି ସଭ୍ୟସଭ୍ୟା ଙ୍କୁ ବିଜେଡି କାର୍ଯ୍ୟାଳୟ ଠାରେ ମାନ୍ୟବର ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ ଫୁଲତୋଡ଼ା ଦେଇ ଅଭିନନ୍ଦନ ଜଣାଇଛନ୍ତି lସମାଜ କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ବିକାଶ ଧାରାକୁ ବଜାୟ ରଖିବା ତଥା ସେବା ମୂଳକ ତତ୍ପରତା ହେବାପାଇଁ ପରାମର୍ଶ ପ୍ରଦାନ କରିଥିଲେ । ଶେଷରେ ସମସ୍ତ ବିଜୟୀ ସଭ୍ୟସଭ୍ୟା ଙ୍କୁ ଧନ୍ୟବାଦ ଜଣାଇଥିଲେ l