-+91-9937148622 |
prerana_bgr@rediffmail.com |
Thursday 15th October 2026 |
R.N.I. Regd No. ODIODI/2010/46693
Breaking News
27-Jan-2022
ପଦ୍ମପୁର:-ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ପଲସଦା ଠାରେ ଆୟୁଷ କଲ୍ୟାଣ କେନ୍ଦ୍ର ର ନୂତନ ଗୃହ ଉଦଘାଟିତ ହୋଇଛି । ମାନ୍ୟବର ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ମାୟାଧର ପୁରୋହିତ ଙ୍କ ସୁପୁତ୍ର ବରଗଡ ଡିଏମମଓ ଡାକ୍ତର ଡୋଲାମଣି ପୁରୋହିତ ଙ୍କ କୋମଳ ହସ୍ତରେ ନୂତନ ନିର୍ମିତ ଏଇ ଗୃହ ଟି ଉଦଘାଟିତ ହୋଇଯାଇଛି lଏ ପରିପ୍ରେକ୍ଷୀରେ ଆୟୁଷ ସ୍ୱାସ୍ଥ୍ୟକେନ୍ଦ୍ର ରେ କାର୍ଯ୍ୟରତ ଚିକିତ୍ସାଧିକାରୀ ଡାକ୍ତର ମନୋରଞ୍ଜନ ଦେବତା ଏବଂ ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।