-+91-9937148622 |
prerana_bgr@rediffmail.com |
Friday 16th October 2026 |
R.N.I. Regd No. ODIODI/2010/46693
Breaking News
26-Jan-2022
କଳାହାଣ୍ଡି (ସଞ୍ଜିବ ଦାସ) ମହାଶକ୍ତି ଫାଉଣ୍ଡେସନ ତତ୍ବାବଧାନ ରେ ବିଯାମଲ୍ ଗ୍ରାମ ମୋହନଗିରି ଠାରେ ଆଦର୍ଷିନି ଉତ୍ପାଦକ କମ୍ପାନୀ ତରଫରୁ,ନାବାର୍ଡ ସହାୟତା ରେ କୃଷକ ଉତ୍ପାଦକ ସଂଘଠନ୍ ଅଭିଯାନ ଓ ସ୍ୱଚ୍ଛତା ଅଭିଯାନ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯକ୍ରମ ରେ ଶ୍ରୀଯୁକ୍ତ ମଳୟ କୁମାର ମେହେର, DDM, ଶ୍ରୀଯୁକ୍ତ ମହଲିଂଗ DDH, ଶ୍ରୀଯୁକ୍ତ କେରକେଟା, CEO ,ORMAS, କଳାହାଣ୍ଡି, ଶ୍ରୀଯୁକ୍ତ ପରମାନନ୍ଦ ପ ଧାନ ,PM CBBO ଉପସ୍ଥିତ ଥିଲେ ଏବଂ ଅଭିଯାନ ଉପରେ ଆଲୋକପାତ କରିଥିଲେ, ଅ।ଦର୍ଷିନି ଉତ୍ପାଦକ କମ୍ପାନୀ ର CEO ଶ୍ରୀଯୁକ୍ତ ଜ୍ୟୋତିଷ ନାୟକ କାର୍ଯକ୍ରମ ପରିଚାଳନା କରିଥିଲେ।