-+91-9937148622 |
prerana_bgr@rediffmail.com |
Friday 16th October 2026 |
R.N.I. Regd No. ODIODI/2010/46693
Breaking News
26-Jan-2022
ଖପ୍ରାଖୋଲ (ପୂର୍ଣ୍ଣ ଶଶୀ ଶେଖର ରାଓ) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଳକ ଖପ୍ରାଖୋଲ ଥାନା ପରିସରରେ ୭୩ ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି। ଏଥିରେ ଥାନା ଅଧିକାରୀ ରମାକାନ୍ତ ସାହୁ ପତାକା ଉତ୍ତୋଳନ କରି ଖପ୍ରାଖୋଲ ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ତଥା ଦାଦନ ଶ୍ରମିକ ଚାଲାଣ କୁ ରୋକିବା ଦିଗରେ ପୋଲିସ ତତ୍ପରତା ପ୍ରକାଶ କରିବାକୁ ନିବେଦନ କରିଥିଲେ lସବ୍ ଇନ୍ସପେକ୍ଟର ଜୟଶଙ୍କର ଆଚାର୍ଯ୍ୟ,ଏ, ଏସ୍ ଆଇ ଗୋପାଳ ଚନ୍ଦ୍ର କୁମରା,ଏ, ଏସ୍, ଆଇ ସାୱନ କେରକେଟା,ଏ,ଏସ, ଆଇ ନାରାୟଣ ସାହୁ ଙ୍କ ସମେତ ଥାନା କର୍ମଚାରୀ ଓ ବି, ଏସ୍, ଏଫ୍ ବାଟାଲିୟନ ଜବାନ ଉପସ୍ଥିତ ଥିଲେ। l ଏହି ଅବସରରେ ସ୍କୁଲ ଛାତ୍ରଛାତ୍ରୀ ମାନଙ୍କୁ ବିସ୍କୁଟ ଓ ଖେଳଣା ଆଦି ବଣ୍ଟନ କରାଯାଇଥିଲା