-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
24-Jan-2022
ସମ୍ବଲପୁର(ସଂଜୀବପାଣିଗ୍ରାହୀ) ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତୀ ଉପଲକ୍ଷେ ସ୍ଥାନୀୟ ବଡବଜାର ବଙ୍ଗାଳିପଡା "ନେତାଜୀ ସୁବାଷ ସଙ୍ଘ' କ୍ଳବ ତରଫରୁ କରୋନା ସମୟରେ ରକ୍ତ ଅଭାବ କୁ ଦୃଷ୍ଟିରେ ରଖି ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା I ଏହି ଶିବିରରେ ମୋଟ ୩୨ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା I କ୍ଳବର କର୍ମକର୍ତ୍ତା ମାନେ ସ୍ୱେଚ୍ଛାକୃତ ଭାବରେ ଦେଇଥିଲେ I କାର୍ଯ୍ୟକ୍ରମକୁ ମଧୁ ମଦକ, ଜୟ ଘୋଷ, କବିର ରାୟ, ମୃନ।ଲ ସିଂହା,ହିମାଂଶୁ କର୍ମକାର, ଗଜାନନ ଦାସ, କିଶୋର ଦାସ, ଟିକୁଳୁ ଦତ୍ତ, ପ୍ରଦୀପ କର୍ମକାର, ତରୁଣ ରାୟ, ଗୌରାଙ୍ଗ ରାୟ, ରମନନ୍ଦିପ ସିଂ, ଆଶା ଦାସ,ଚିଣ୍ଟୁ ସିନହା,ବାପି ଦେ, ରାଜେଶ ମାଝୀ, ସୁମିତ ଦେ ପ୍ରମୁଖ ସହଯୋଗ କରିଥିଲେ I