-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
24-Jan-2022
ପଦ୍ମପୁର:-ପଦ୍ମପୁର ନିର୍ବାଚନ ମଣ୍ଡଳୀ ର ମାନ୍ୟବର ଲୋକପ୍ରିୟ ବିଧାୟକ ତଥା ଓଡ଼ିଶାର ମାନ୍ୟବର ନଂ ୱାନ୍ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ନୀତି ଆଦର୍ଶ ଏବଂ ତାଙ୍କ ସ୍ୱଚ୍ଛତା ଓ କାର୍ଯ୍ୟଧାରା ରେ ଅନୁପ୍ରାଣିତ ହୋଇ ବିଧିବଦ୍ଧ ଭାବେ ବିଜୁ ଜନତା ଦଳ ରେ ମହୁଲପାଲି ଗ୍ରାମ ପଞ୍ଚାୟତ ର ବହୁ
ଭାରତୀୟ ଜନତା ପାର୍ଟିର କର୍ମୀ ଯୁବନେତା ଶ୍ରୀ ଭୋଜରାଜ ସିଂ ବରିହା,ବିଜେଡି ଦଳ ର ରାଜବୋଡାସମ୍ବର ବ୍ଳକ ର ସଭାପତି ଶ୍ରୀମାନ ପରମାନନ୍ଦ ସାହା,ପଦ୍ମପୁର ଟାଉନ ସଭାପତି ଶ୍ରୀମାନ ପ୍ରିତମ ମେହେର, ପୂର୍ବତନ ସମିତି ସଭ୍ୟ ଶ୍ରୀ ଚୈତନ୍ୟ ମେହେର ଙ୍କ ଉପସ୍ଥିତି ରେ ଯୋଗଦାନ କରିଛନ୍ତି lଏହି ମିଶ୍ରଣ ପର୍ବ ରେ ଯୋଗଦାନ କରିଥିବା ସମସ୍ତ କର୍ମୀ ମାନଙ୍କ ଶ୍ରୀ ବରିହା ସ୍ୱାଗତ ସହ ହାର୍ଦ୍ଦିକ ଅଭିନନ୍ଦନ ସହ ଶୁଭେଚ୍ଛା ଜଣାଇଥିଲେ l