-+91-9937148622 |
prerana_bgr@rediffmail.com |
Wednesday 23rd September 2026 |
R.N.I. Regd No. ODIODI/2010/46693
Breaking News
22-Jan-2022
ବରଗଡ଼:-ବରଗଡ଼ ଜିଲ୍ଲା ଅତାବିରା ନିର୍ବାଚନ ମଣ୍ଡଳୀ ତଥା ଅତାବିରା ବିଧାୟିକା ଶ୍ରୀ ମତୀ ସ୍ନେହାଙ୍ଗିନୀ ଛୁରିଆ ଙ୍କ ନେତୃତ୍ବରେ ଭେଡେନ ବ୍ଳକ ଓ ଅତାବିରା ବ୍ଲକ ରେ ବିଜୁ ଜନତା ଦଳରେ ର ଜିଲ୍ଲା ପରିଷଦ ପ୍ରାର୍ଥୀ ମାନଙ୍କ ର ନାମାଙ୍କନ ପତ୍ର ଦାଖଲ।ସେ ଭଳି ଭେଡେନ ବ୍ଳକ ର ସମସ୍ତ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ରେ ସରପଞ୍ଚ , ୱାର୍ଡ ମେମ୍ବର ପାଇଁ ପ୍ରାର୍ଥୀ ମାନେ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି ।ଋଷୁଡା ଗ୍ରାମ ପଞ୍ଚାୟତ ରେ
ସୁରେନ୍ଦ୍ର କର୍ମୀ ଓ ମାନପୁ୍ର ଗ୍ରାମ ପଞ୍ଚାୟତ ର ଆଳତି ରଣବିଡା ,ସୁରୁବାବୁ ମାଝୀ,ସୁବାସ ହୋତା, ସୁଦାମ ପାଣିଗ୍ରାହୀ,ପଙ୍କଜିନୀ ଆଚ୍ଛାୟ ଓ ମାନପୁର ଗ୍ରାମ ପଞ୍ଚାୟତ ୧୩ ନମ୍ବର ର ବଇପୁର ର ରାସେଶ୍ୱରୀ ମହାଲିଙ୍ଗ,ୱାର୍ଡ ମେମ୍ବର ପଦବୀ ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି।