-+91-9937148622 |

prerana_bgr@rediffmail.com |

  Friday 18th September 2026 |

| | | |

R.N.I. Regd No. ODIODI/2010/46693

Breaking News

ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   (18-Sep-2026)       ||      ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||     

HOME   ଜିଲ୍ଲା

ତ୍ରିସ୍ତରୀୟ ନିର୍ବାଚନ ନେଇ ନାମାଙ୍କନ ପତ୍ର ଦାଖଲ

20-Jan-2022



ବରଗଡ:-ଆଶା ଓ ଆକାଂକ୍ଷା କୁ ନେଇ ଅନେକ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଚାଲିଛନ୍ତି lତା-୨୦.୦୧.୨୦୨୨ରିଖ ଦିନ ବରଗଡ ଜିଲ୍ଲା ରେ ସମୁଦାୟ ୨୦୧୨ ଜଣ ନାମାଙ୍କନ ଦାଖଲ କରିଛନ୍ତି lତନ୍ମମଧ୍ୟରୁ ସରପଞ୍ଚ ପ୍ରାର୍ଥୀ ଭାବେ ବିଭିନ୍ନ ଗ୍ରାମପଞ୍ଚାୟତ ରୁ ଆସିଥିବା ତଥ୍ୟ ଅନୁସାରେ ୪୨୪ ଜଣ ନାମାଙ୍କନ ପତ୍ର ଦାଖଲ କରିଥିବାବେଳେ, ସମିତି ସଭ୍ୟ ଭାବେ ୨୯୦ ଜଣ, ୱାର୍ଡ ମେମ୍ବର ଭାବେ ୧୨୪୩ ଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି lତତସଙ୍ଗେସଙ୍ଗେ ଜିଲ୍ଲାପରିଷଦ ସଭ୍ୟ ଭାବେ ସମୁଦାୟ ୫୫ ଜଣ ପ୍ରାର୍ଥୀ ନିଜ ନିଜ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବୋଲି ବରଗଡ ଜିଲ୍ଲା ପଞ୍ଚାୟତ ଅଫିସର ଶ୍ରୀମାନ ବିରେନ୍ଦ୍ର ହୋତା ଆମ ସାମ୍ବାଦିକ ଙ୍କୁ ଜଣାଇଛନ୍ତି lସୋହେଲା ବ୍ଳକ ରେ ୱାର୍ଡ଼ ମେମ୍ବର ଭାବେ ୯୨ଜଣ,ସରପଞ୍ଚ ଭାବେ ୩୨ ଜଣ, ସମିତି ସଭ୍ୟ ଭାବେ ୨୧ ଜଣ, ଜିଲ୍ଲାପରିଷଦ ସଭ୍ୟ ଭାବେ ୪ ଜଣ ନାମାଙ୍କନ ପତ୍ର ଦାଖଲ କରିଥିବାବେଳେ,ରାଜବୋଡାସମ୍ବର ବ୍ଳକ ରେ ୱାର୍ଡ଼ ମେମ୍ବର ୧୦୪,ସରପଞ୍ଚ ୩୫, ସମିତି ସଭ୍ୟ ୨୫, ଜିଲ୍ଲାପରିଷଦ ଭାବେ ୬ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।ଠିକ ସେଭଳି ଅତାବିରା ବ୍ଳକ ରେ ଜିଲ୍ଲାପରିଷଦ ସଭ୍ୟ ଭାବେ ୫ ଜଣ, ସମିତି ସଭ୍ୟ ୩୫,ସରପଞ୍ଚ ୪୫, ୱାର୍ଡ ମେମ୍ବର ପ୍ରାର୍ଥୀ ଭାବେ ୭୬, ଅମ୍ବାଭୋନା ବ୍ଲକ ରେ ସରପଞ୍ଚ ୨୦, ସମିତି ସଭ୍ୟ ୧୦,ଜିଲ୍ଲା ପରିଷଦ ୨ଜଣ, ୱାର୍ଡ଼ ମେମ୍ବର ୫୧ ଜଣ, ଗାଇସିଲେଟ ବ୍ଳକ ରେ ୧୨୩ ୱାର୍ଡ ମେମ୍ବର,ସରପଞ୍ଚ ୩୪, ସମିତି ସଭ୍ୟ ଭାବେ ୧୫, ଜିଲ୍ଲାପରିଷଦ ୩ଜଣ, ଝାରବନ୍ଧ ବ୍ଲକ ରେ ୱାର୍ଡ ମେମ୍ବର ଭାବେ ୮୦ ଜଣ ନାମାଙ୍କନ ପତ୍ର ଦାଖଲ କରିଥିବାବେଳେ,ସରପଞ୍ଚ ପଦବୀ ପାଇଁ ୨୩ ଜଣ, ସମିତି ସଭ୍ୟ ପାଇଁ ୧୨ ଜଣ, ଜିଲ୍ଲାପରିଷଦ ସଭ୍ୟ ପାଇଁ ଦୁଇ   ଜଣ,ପାଇକମାଲ ବ୍ଳକ ରେ ୱାର୍ଡ଼ ମେମ୍ବର ପଦବୀ ପାଇଁ ୧୩୪,ସରପଞ୍ଚ ୫୦, ସମିତି ସଭ୍ୟ ୩୫, ଜିଲ୍ଲା ପରିଷଦ ସଭ୍ୟ ପାଇଁ ୩ ଜଣ,ବରଗଡ ବ୍ଳକ ରେ ୧୪୧ ୱାର୍ଡ ମେମ୍ବର,ସରପଞ୍ଚ ୬୫, ସମିତି ସଭ୍ୟ ୩୯, ଜିଲ୍ଲା ପରିଷଦ ୧୩ ଜଣ, ବରପାଲି ବ୍ଳକ ରେ ୱାର୍ଡ଼ ମେମ୍ବର ୧୦୨ ଜଣ,ସରପଞ୍ଚ ପଦବୀ ପାଇଁ ୩୨, ସମିତି ସଭ୍ୟ ଭାବେ ୨୯, ଜିଲ୍ଲା ପରିଷଦ ସଭ୍ୟ ଭାବେ ୫ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି lଅନୁରୂପ ଭାବେ ବହୁ ଚର୍ଚ୍ଚିତ ବରଗଡ ଜିଲ୍ଲା ବିଜେପୁର ବ୍ଳକ ରେ ୧୪୨ ଜଣ ୱାର୍ଡ ମେମ୍ବର,ସରପଞ୍ଚ ୨୬ ଜଣ, ସମିତି ସଭ୍ୟ ୨୫, ଜିଲ୍ଲା ପରିଷଦ ସଭ୍ୟ ୩ଜଣ ନାମାଙ୍କନ ପତ୍ର ଦାଖଲ କରିଥିବା ସ୍ଥଳେ,ଭଟଲି ବ୍ଳକ ରେ ୱାର୍ଡ଼ ମେମ୍ବର ୮୧,ସରପଞ୍ଚ ୨୯, ସମିତି ସଭ୍ୟ ୧୪, ଜିଲ୍ଲା ପରିଷଦ ସଭ୍ୟ ଭାବେ  ୬ ଜଣ, ଭେଡେନ ବ୍ଳକ ରେ ୧୧୭ ଜଣ ୱାର୍ଡ ମେମ୍ବର ପଦବୀ ପାଇଁ ନାମାଙ୍କନ ଦାଖଲ କରିଥିବା ବେଳେ,୩୩ ଜଣ ସରପଞ୍ଚ ପ୍ରାର୍ଥୀ ପାଇଁ, ସମିତି ସଭ୍ୟ ପାଇଁ ୩୦ ଜଣ, ଜିଲ୍ଲା ପରିଷଦ ସଭ୍ୟ ପାଇଁ ୩ ଜଣ ତାଙ୍କ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବୋଲି ଶ୍ରୀମାନ ହୋତା ଙ୍କ ଠାରୁ ପ୍ରକାଶ


News Comment




Photo in News

Advertisment
Lastest News
  ଜିଲ୍ଲା  
ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   18-Sep-2026
  ଦେଶ ବିଦେଶ  
ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   18-Sep-2026
  ଜିଲ୍ଲା  
 ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   18-Sep-2026
  ରାଜ୍ୟ  
ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   18-Sep-2026
  ଜିଲ୍ଲା  
ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   18-Sep-2026
  ଜିଲ୍ଲା  
ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   17-Sep-2026
  ଜିଲ୍ଲା  
ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   17-Sep-2026
  ଜିଲ୍ଲା  
ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   17-Sep-2026
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026
  ଜିଲ୍ଲା  
ନବଜାତ ଶିଶୁ କନ୍ୟା ଉଦ୍ଧାର   17-Sep-2026
  ଜିଲ୍ଲା  
ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   17-Sep-2026
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026

You Might Also Like