-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
20-Jan-2022
ପଦ୍ମପୁର/ପାଇକମାଲ:-ଟେମରି ଗ୍ରାମପଞ୍ଚାୟତ ର ସରପଞ୍ଚ ଶ୍ରୀମତୀ ନିରୁପା ସିଂ ତାଙ୍କ ସରପଞ୍ଚ କାଳ ମଧ୍ୟରେ ଅନେକ ସଂଘର୍ଷ, ଉତ୍ଥାନ ପତନ ଦେଇ ଅନେକ ଗୁଡ଼ିଏ ଉନ୍ନୟନ ମୂଳକ କାର୍ଯ୍ୟ ଅଞ୍ଚଳ ରେ କରି ବେଶ ଆଦୃତ ହୋଇପାରିଥିଲା ବେଳେ ବର୍ତ୍ତମାନ ଚାଲିଥିବା ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ
ସମିତି ସଭ୍ୟ ଭାବେ ନିର୍ବାଚନ ମଇଦାନ କୁ ଓହ୍ଲାଇବା ର ଲକ୍ଷ ରଖି ନାମାଙ୍କନ ପତ୍ର ଦାଖଲ କରିଛନ୍ତି lସେ ଆଞ୍ଚଳିକ ସ୍ତରର ଜଣେ ଟାଣୁଆ ନାରୀନେତ୍ରୀ ଭାବେ ବେଶ ଜଣାଶୁଣା lନାମାଙ୍କନ ପତ୍ର ଦାଖଲ ପରେ ସେ କହନ୍ତି ମୁଁ ବଞ୍ଚିଥିବା ଯାଏଁ ଜନହିତକର କାର୍ଯ୍ୟ ରେ ମନୋନିବେଶ କରି ଜନସାଧାରଣ ସେବାରେ ଲାଗିଥିବି l