-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
20-Jan-2022
ନୂଆପଡା:- ନୂଆପଡା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ବରନ୍ଦା ପାଟ ନିକଟ ବିଜୁ ଏକ୍ସ ପ୍ରେସ୍ ୱେ ରେ ଏକ ବାଇକ୍ କୁ ଅଜଣା ଗାଡ଼ି ଟିଏ ଧକ୍କା ଦେବାରୁ ଫଳସ୍ୱରୂପ ଦୁଇ ଜଣ ବାଇକ ଆରୋହୀ ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି।ମୃତ ଯୁବ ଦୁହେଁ ହେଲେ ଜଣେ ଭେଳା ଗ୍ରାମ ପଞ୍ଚାୟତ ଭରତ ପଡ଼ା ର ଚିତ ମାଝୀ (୧୭) ଓ ଅନ୍ୟ ଜଣେ ଯୁବକ କୁରେଶ୍ୱର ଗ୍ରାମ ପଞ୍ଚାୟତ ଖରସେଲ ପଡ଼ା ର ରତନ ମାଝୀ (୨୪) ବୋଲି ଜଣାପଡିଛି। ଘଟଣା ସ୍ଥଳରେ କୋମନା ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି