-+91-9937148622 |
prerana_bgr@rediffmail.com |
Thursday 25th June 2026 |
R.N.I. Regd No. ODIODI/2010/46693
Breaking News
12-Nov-2020
କଟକ (ଦୀପକ କୁମାର ଷଡଙ୍ଗୀ) ମହାରାଷ୍ଟ୍ର ସରକାର ଯେଉଁଭଳି ଅର୍ଣବ ଗୋସ୍ୱାମୀ ଉପରେ ଅନ୍ଯାୟରେ ଗିରଫତାରୀ ଓ ଅକଥନୀୟ ଅତ୍ୟାଚାର କରିଛନ୍ତି ସେଥିପାଇଁ ଓଡିଶା ବ୍ରାହ୍ମଣ ସମିତି ତରଫରୁ ଘୋର ନିନ୍ଦା କରିଛନ୍ତି ଏବଂ ବୈଠକ ରେ ଏହି ନିଷ୍ପତ୍ତି ହୋଇଛି ଯେ ଯଦି ଏହିଭଳି ପୁନର୍ବାର ଅନ୍ଯାୟ ରେ କୌଣସି ହିନ୍ଦୁ ସନାତନ ଧର୍ମ ସଂସ୍କାର ଓ ସଂସ୍କୃତି ପ୍ରତି ଆଞ୍ଚ ଆଣନ୍ତି ତେବେ ଓଡିଶା ବ୍ରାହ୍ମଣ ସମିତି ର ସମସ୍ତ ସଦସ୍ୟ ରାଜରାସ୍ତାକୁ ଓହ୍ଲାଇବେ ବୋଲି ବ୍ରାହ୍ମଣ ସମିତି ପ୍ରକାଶ କରିଛି।