-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
12-Jan-2022
ବୌଦ୍ଧ(ପ୍ରେରଣା ଖବର ବ୍ୟୁରୋ) : ଗଞ୍ଜେଇ ନଷ୍ଟ ଅଭିଯାନ । ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କରିଛି ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ପୋଲିସ । ଜିଲ୍ଲାର ଶଗଡା ଫାଣ୍ଡି ଆଙ୍କୁନ ଓ ଗନ୍ସନଗୁଡି ଜଙ୍ଗଲ, ପତିତ ଜଙ୍ଗଲରେ ପ୍ରାୟ ୧୬୬ ପରିମିତି ଏକରରେ ଗଞ୍ଜେଇ ଚାଷ କରାଯାଇଥିଲା । ଯାହାର ଆନୁମାନିକ ମୂଲ୍ୟ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା ହେବ ।