-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
12-Jan-2022
କଳାହାଣ୍ଡି, (ପ୍ରେରଣା ଖବର): କଳାହାଣ୍ଡି ଜିଲ୍ଲାର ମହିଚଲା ଗ୍ରାମରେ ଗତକାଲି ମଙ୍ଗଳବାର ରାତିରେ ଭୀଷଣ କୂଅ ପଥର ବର୍ଷା ହୋଇଥିବା ସୂଚନା ମିଳିଛି । ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲାରେ ଲଗାଣ ଅଦିନିଆ ବର୍ଷା ଯୋଗୁଁ ବିଶେଷ କରି ଚାଷୀଙ୍କ କ୍ଷୟକ୍ଷତି ଘଟିଥିବା ଜଣାଯାଇଛି । ଭୀଷଣ କୂଆ ପଥର ବର୍ଷା ମାଡ଼ ଗତ କାଲି ଦିନ ଓ ରାତି ତମାମ ବର୍ଷା ଯୋଗୁଁ ଅନେକ ଚାଷୀଙ୍କ ବ୍ୟାପକ କ୍ଷୟକ୍ଷତି ହୋଇଛି । ଏ ନେଇ ସ୍ଥାନୀୟ ଜିଲ୍ଲା ପ୍ରଶାସନ ତରଫରୁ ଉପଯୁକ୍ତ ବ୍ୟବସ୍ଥା ଗ୍ରହଣ କରିବା ନିମନ୍ତେ ଦାବି ପ୍ରକାଶ ପାଇଛି ।