-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
10-Jan-2022
ପାଟଣାଗଡ଼// ବର୍ତ୍ତମାନ ଶୀତ ଋତୁ ଚାଲିଥିବା ବେଳେ ଗରିବ ନିରିହ ମାନେ କିପରି ଥଣ୍ଡା ଦାଉରୁ ରକ୍ଷା ପାଇବେ ତାହା ଚିନ୍ତା କରି ପାଟଣାଗଡ଼ ନିର୍ବାଚନ ମଣ୍ଡଳୀ ର ବିଧାୟକ ସରୋଜ କୁମାର ମେହେର ନିଜ ପକେଟ୍ ରୁ ଟଙ୍କା ଖର୍ଚ୍ଚ କରି ପାଟଣାଗଡ଼ ସହରରେ କମ୍ବଳ ବଣ୍ଟନ କରିଥିବା ଜଣାପଡିଛି। ପାଟଣାଗଡ଼ ଏନ୍ ଏ ସି ର ଘର ଘର ବୁଲି ବିଜୁ ଜନତା ଦଳର
ନେତାମାନେ ପ୍ରାୟତଃ ୫ ହଜାର ରୁ ଉର୍ଦ୍ଧ୍ବ କମ୍ବଳ ବଣ୍ଟନ କରିଛନ୍ତି। ବିଧାୟକ ଙ୍କ ଏଭଳି କାର୍ଯ୍ୟ ଉପରେ ଖୁସି ହୋଇ ପାଟଣାଗଡ଼ ସହରର ଜନସାଧାରଣ ଘୁରି ଘୁରି ପ୍ରଶଂସା କରୁଥିଲେ। ଏପରି ସବୁ ସମୟରେ ବିଧାୟକ ଙ୍କ ଜନସାଧାରଣରେ ରହିଥାଉ ବୋଲି ଜନସାଧାରଣରେ ମତ ପ୍ରକାଶ ପାଇଛି।