-+91-9937148622 |

prerana_bgr@rediffmail.com |

  Friday 25th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||      ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||      *ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||     

HOME   ଜିଲ୍ଲା

ସୁବର୍ଣ୍ଣପୁର ମୁଖ୍ୟ ଡାକ୍ତରଖାନା ଆଉଟଡୋର ରେ ଅଚଳ ଅକ୍ସିମିଟର// ଫ୍ଲୁ କୋନର ରେ ଡାକ୍ତର ନ ଥିବାରୁ ସଂକ୍ରମିତ ଏବେ ଗୋଟେ ପରେ ଗୋଟେ ଡାକ୍ତର - କୋଭିଡ ଉପରେ ହେଉଛି କେବଳ ସମୀକ୍ଷା ସିନା କାହା ପାଖେ ନାହିଁ ଉତ୍ତର- ନିର୍ବାଚନ ପାଇଁ ସରକାର ଏବେ କଣ ରଖିଛ କି ନଜର ?

10-Jan-2022



ସୁବର୍ଣ୍ଣପୁର- କୋଭିଡ ସଂକ୍ରମଣ ଆରମ୍ଭ ରୁ ଏହାକୁ ରୋକିବା,  ପ୍ରଥମେ ଆଗ ଧାଡିର ଯୋଦ୍ଧା ମାନଙ୍କୁ ସୁରକ୍ଷିତ ରଖିବା  ଓ ଏହା ର ସୁ -ପରିଚାଳନା ପାଈଁ  ରାଜ୍ୟ ସରକାର ରାଜ୍ୟ  ଓ ଜ଼ିଲ୍ଲା ସ୍ତରରେ ସମୀକ୍ଷା ଉପରେ ସମୀକ୍ଷା କରୁଛି l  ହଜାର ହଜାର କୋଟି ଖର୍ଚ୍ଚ ବି କରୁଛି l ହେଲେ  କେଉଁଠି ବେଡ଼ ଅଭାବ ତ କେଉଁଠି ଡାକ୍ତର, କେଉଁଠି ୭୨ ଘଣ୍ଟା ପରେ ଆସୁଛି  'ଆର ଟି ପି ସି ଆର" ରିପୋର୍ଟ ତ  କେଉଁଠି  ଅଚଳ ଓ ଅଭାବ  ଅକ୍ସିମିଟର l ପରିଚାଳନା ଗତ ତ୍ରୁଟି  ହେଉ କି  ବିଭାଗୀୟ କର୍ତ୍ତୃପକ୍ଷଙ୍କ  ଅପାରଗତା, ଏମିତି ଏକ ଉଦାହରଣ ଦେଖିବାକୁ ମିଳିଛି ଗତକାଲି  ରବିବାର ଦିବା ୩ ଘଣ୍ଟା ବେଳେ l  ସମ୍ବଲପୁର  ବିକାଶ  ଓ  ଜି ଏମ କଲେଜ ରୁ  ହଷ୍ଟେଲ ଛାଡି ସୋନପୁର ଆସିବା ପରେ  ନିଜ ପୁଅ ଝିଅ ଙ୍କୁ ପ୍ରଥମେ  ସୁବର୍ଣ୍ଣପୁର ମେଡିକାଲ ରେ  ଉଭୟ ଙ୍କୁ କୋଭିଡ ଟେଷ୍ଟ କରାଇଵାକୁ  ଓ  ଅଧିକ ଅସୁସ୍ଥତା ଅନୁଭବ ଯୋଗୁଁ ପୁଅ ସୁମିତ ର ଅକ୍ସିଜେନ ଲେବେଲ  ମାପିବା ପାଈଁ ଡିଉଟି ରେ ଥିବା ଡାକ୍ତର ମେଡମଙ୍କୁ  ସହରର ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ତ୍ରିପାଠୀ ଅନୁରୋଧ କରିଥିଲେ l ହେଲେ  ଆଉଟଡୋର ର ଅକ୍ସିମିଟର  ଟି  କାମ କରୁନି  ବୋଲି ଅସହାୟତା ପ୍ରକାଶ କରି ଆପଣ ମାନେ ହେଲ୍ପ ଡେ଼କ୍ସ ର ସହାୟତା ନେଇପାରିବେ କହିଥିଲେ ଓ  ଫ୍ଲୁ କୋନର  ରେ  ଅକ୍ସିଜେନ ମାପିବା ମଧ୍ୟ ସୁବିଧା ରହିଛି ବୋଲି ଡାକ୍ତର ମେମ ପ୍ରେସକାଇବ କଲେ  l ଏ ସମୟରେ  ଉପସ୍ଥିତ ଥିବା ଆଉ ଜଣେ ଯୁବ ସାମ୍ବାଦିକ ସୁଶାନ୍ତ ସାହୁ ମଧ୍ୟ ଏ କଥା ଶୁଣି ଆଶ୍ଚର୍ଯ୍ୟ ହୋଇଥିଲେ l ରବିବାର ଛୁଟି ରେ ଥିବାରୁ ସି ଡିଏମ ଓ  ଙ୍କୁ  ହଠାତ  ଯୋଗାଯୋଗ ହୋଇ ପାରିନଥିଲା ଏ ଅଭିଯୋଗ ପାଈଁ, ହେଲେ  ସୋମବାର  ଦିବା୧୧.୪୦ ରେ ମୁଖ୍ୟ ହସ୍ପିଟାଲ ମ୍ୟାନେଜରଙ୍କୁ ଏ ବିଷୟରେ ଅଭିଯୋଗ କଲା ପରେ ଅକ୍ସିମିଟର ସବୁ ଆମକୁ ସପ୍ଲାଇ ହୁଏ ତଥାପି କଣ ହୋଇଛି ସେ କଥା ସାର ମୁଁ ଆଜି ସମାଧାନ କରୁଛି କହିଲେ l କିନ୍ତୁ ସୋମବାର ଦିନ ବି ଦିବା ୧୧.୩୦ ରେ ସାମ୍ୱାଦିକ ଶ୍ରୀ ତ୍ରିପାଠୀ ଓ ମହାଦେବ ମଲ୍ଲିକ ଆଉଟଡୋର ପହଂଚି ଡିଉଟି ରେ ଥିବା ଡାକ୍ତର ମାନଙ୍କୁ  ପଚାରିଥିଲେ ଯେ, ସାର ଅକ୍ସିମିଟର ଏବେ କାମ କରୁଛି ତ  ? ସେମାନେ କହିଲେ କାଲି ତ ଆପଣ ଦେଖିଥିଲେ  ଆଜି ସେ ଅଚଳ ଅକ୍ସିମିଟର ବି ଟେବୁଲ ରେ ନାହିଁ l ଦିବା ୪ ଘଣ୍ଟା ବେଳେ ଏ ଘାଟଣା କୁ ଫୋଲୋଅପ କରି ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ପାତ୍ର ମ୍ୟାନେଜର ଙ୍କୁ ପଚାରିଵା ରୁ ସେ କହିଲେ ସାର ଏମିତି ଅଭିଯୋଗ ଆସିଛି ଆଜି,  ହେଲେ ଅକ୍ସିମିଟର ତ ଚାଲୁଛି କାଲି କେମିତି କହିଲେ ଡାକ୍ତର ତାହା ଚାଲୁନି ବୋଲି କହି ଘଟଣା ଟି କୁ ହଲକା ଭାବେ ନେଇ ଡାକ୍ତର ଙ୍କ ଆଡେ ଦୋଷ ଲଦି ଦେଇ ଥିଲେ l  ଗତ ୩୦ ତାରିଖରେ  ସେମ୍ପୁଲ ନେଇ  ୨ ତାରିଖରେ ବଡ଼ ହଇରାଣ ହେବା ପରେ ୭୨ ଘଣ୍ଟା ପରେ  ଅନେକ କଲେଜ ଛାତ୍ରଛାତ୍ରୀଙ୍କୁ କୋଭିଡ rtpcr ରିପୋର୍ଟ ଦେବl, ରୋଗୀ ସୁରକ୍ଷା, ସାନିଟେସନ  ଅବ୍ୟବସ୍ଥା ଭଳି ଏମିତି   ଆହୁରି  ଅନେକ ଅଭିଯୋଗ ର ପ୍ରମାଣ ଭରି ରହିଛି  l ଏଠି ପ୍ରଶ୍ନ ଉଠେ ଯେ ଯଦି ଏମାନେ ସହର ର ଶିକ୍ଷିତ ସମାଜ  ଓ ମିଡ଼ିଆ ଵାଲାଙ୍କୁ ଏଭଳି ସ୍ୱାସ୍ଥ୍ୟ ସେବାରେ ଅବହେଳା କରିବେ ତାହେଲେ ଗ୍ରାମାଞ୍ଚଳର ସାଧାରଣ ଓ ନିରୀହ ଲୋକଙ୍କୁ କିଭଳି ସେବା ଦେଉଥିବେ l ଜ଼ିଲ୍ଲାପାଳ ତୁରନ୍ତ ଏଭଳି ସମ୍ବେଦନଶୀଳ ଘଟଣା ପ୍ରତି ଦୃଷ୍ଟି ଦେଇ କୋଭିଡ ର ମିସମେନେଜମେଣ୍ଟ ସବୁକୁ ସୁଧାରିବାକୁ ଓ କଡା  ପଦକ୍ଷେପ  ନେବାକୁ ଜ଼ିଲ୍ଲାର ଗଣମାଧ୍ୟମ ଓ ବୁଦ୍ଧିଜୀବୀ ଦାବୀ କରିଛନ୍ତି l


News Comment




Photo in News

Advertisment
Lastest News
  ଜିଲ୍ଲା  
ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ   24-Sep-2026
  ରାଜ୍ୟ  
କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ   24-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   24-Sep-2026
  ଜିଲ୍ଲା  
ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   24-Sep-2026
  ଜିଲ୍ଲା  
ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   24-Sep-2026
  ଜିଲ୍ଲା  
* *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   24-Sep-2026
  ଜିଲ୍ଲା  
ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ   24-Sep-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ   24-Sep-2026
  ଜିଲ୍ଲା  
ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   24-Sep-2026
  ଜିଲ୍ଲା  
ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   24-Sep-2026
  ଜିଲ୍ଲା  
ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   24-Sep-2026
  ଜିଲ୍ଲା  
କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   24-Sep-2026

You Might Also Like