-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
10-Jan-2022
ପଦ୍ମପୁର:-ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ପାଇକମାଲ ବ୍ଳକ ଅଧିନରେ ଯାଉଥିବା କେଛୋଦାଦର ଗ୍ରାମପଞ୍ଚାୟତ ର ଝାରମୁଣ୍ଡା ଏବଂ ମହାରାଣୀ ମେରିପୁର ଗ୍ରାମରେ ଓଡ଼ିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ଘୋଷଣା କ୍ରମେ ବିଜୁ ପକ୍କାଘର ହିତାଧିକାରୀ ମାନଙ୍କୁ ଗୃହ ମରାମତି କରିବା ସକାଶେ ପାଇକମାଲ ବ୍ଳକ ବିଧାୟକ ପ୍ରତିନିଧି,ବିଜୁ ଛାତ୍ର ଜନତା ଦଳ ପାଇକମାଲ ସଭାପତି ଶ୍ରୀ ରବିନାରାୟଣ ସାହୁ ୩୦୦୦ଟଙ୍କା ଲେଖାଏଁ ପ୍ରତ୍ୟେକ ହିତାଧିକାରୀ ମାନଙ୍କୁ ପ୍ରଦାନ କରିଛନ୍ତି l ଏ ପରିପ୍ରେକ୍ଷୀରେ ଗରିବ ଲୋକଙ୍କ ମୁହଁରେ ହସ ର ଲହରୀ ଖେଳିଯାଇଛି l