-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
10-Jan-2022
ବଲାଙ୍ଗିର(ପ୍ରେରଣା ଖବର) : ଆଜି ସନ୍ଧ୍ଯା ସାଢେ ୫ ଟା ସାମୟରେ ବଲାଙ୍ଗିର ସହର ଗାନ୍ଧୀ ଛକ୍ (ଟିକ୍ରା ପଡ଼ା) ରେ ଏକ ଅତ୍ୟାଧୁନିକ ମାର୍କେଟ୍ କମ୍ପ୍ଲେକ୍ସ 'ବିକ୍ରମ ହାଇଟସ୍' ର ଶୁଭାରମ୍ଭ ହୋଇ ଯାଇଛି l ଏଥିରେ ମୁଖ୍ୟ ଅତିଥି ଭବରେ ବଲାଙ୍ଗିର ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ଯୋଗ ଦେଇ ଫିତା କାଟି ଏହି ସପିଂ ମଲ୍ କୁ ଉଦଘାଟନ କରିଥିଲେ l କୋଭିଡ କଟକଣାକୁ ସମ୍ପୂର୍ଣ୍ଣ ଭାବେ ପାଳନ କରାଯାଇ ଏହି ଉଦଘାଟନୀ ସମାରୋହ ଅନୁଷ୍ଠିତ ହୋଇଥିଲା l ଗୋଟିଏ କମ୍ପ୍ଲେକ୍ସ ଭିତରେ ଗ୍ରାହକ ମାନେ ଏଠାରେ ସବୁ ପ୍ରକାରର ସପିଂ ର ମଜା ନେଇ ପାରିବେ l ସପ