-+91-9937148622 |

prerana_bgr@rediffmail.com |

  Friday 25th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||      ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||      *ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||     

HOME   ଜିଲ୍ଲା

ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ସୋନପୁର ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ

10-Jan-2022



ଆଜି ସୋନପୁର ସଚେତନନାଗରିକବାସୀ ମାନଙ୍କତରଫରୁ ସିତାଂଶୁ ଶେଖର ମିଶ୍ରଙ୍କ ନେତୃତ୍ୱରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି l
କରୋନା କଟକଣା ଦୃଷ୍ଟିକୁ ଆଖି ଆଗରେ ଅତି ଅଳ୍ପସଂଖ୍ୟକ ନାଗରୀକ ଆସି ଜିଲ୍ଲାପାଳଙ୍କ ଅନୁପସ୍ଥିତରେ  ଅତିରିକ୍ତଜିଲ୍ଲାପାଳ ଶ୍ରୀମାନ ସୂର୍ଯ୍ୟ ନାରାୟଣ ଦାସଙ୍କୁ ସାକ୍ଷାତ କରି ଦାବି ପତ୍ର ପ୍ରଦାନ କରିଥିଲେ l ଦାବି ହେଲା ଜିଲ୍ଲାର ସଦର ମହକୁମା ଠାରେ ରହିଥିବା ଐତିହାସିକ ସ୍ଥଳୀ ସମସ୍ତ ଦାୟିତ୍ୱ ସରକାର ହାତକୁ ନେବା ସହିତ ଉକ୍ତ ସ୍ଥାନ ଗୁଡିକୁ ଐତିହ୍ୟ ସ୍ଥଳୀର ମାନ୍ୟତା ପ୍ରଦାନ କରିଯାଉ l
ସେହିସବୁ ସ୍ଥାନ ମୁଖ୍ୟତଃ ରାଜବାଟୀ ,ନିମୁହିଁ ମନ୍ଦିର,ମହାନଦୀ ସେତୁକୁ ଯିବା ପୂର୍ବରୁ ଥିବା ରାଜାକୋଠା, ଅର୍ଜୁନପୁର ଜଙ୍ଗଲ

ମଧ୍ୟରେ ଥିବା ରାଜାକୋଠା ,ଛନ୍ ଛାନ୍ ଡୁଙ୍ଗୁରିକୁ ଐତିହ୍ୟ ସ୍ଥଳୀର ମାନ୍ୟତା ପ୍ରଦାନ ସହିତ ଏହି ସବୁ ସ୍ଥାନକୁ  ପର୍ଯ୍ୟଟକଙ୍କୁ ଆତ୍କୃଷ୍ଟ କରାଯିବା ଭଳି ଭିତ୍ତିଭୂମିର ବିକାଶ କରାଯିବାକୁ ଦୃଢ ଦାବି କରାଯାଇଛି l
ଆମର ଦୃଢ ପରିଚୟ କୁ ବଜାୟ ରଖିବା ସକାଶେ ଆମକୁ ଆମର ଇତିହାସକୁ ଜାଣିବାକୁ ହେବ।ସେଥିପାଇଁ ଆମର ସାଂସ୍କୃତିକ ରାଜନୈତିକ  ,ଐତିହାସିକ ମୁଖ୍ୟ ପେଣ୍ଠ ସ୍ଥଳ ଥିବା ସ୍ଥାନସବୁକୁ  ସୁରକ୍ଷିତ ରଖିବା କଥା। ଆଜି ଦୁଃଖଲାଗୁଛି ଉକ୍ତ ସବୁ ବହୁ ଇତିହାସର ଗାଥା ବହନ କରୁଥିବା ସ୍ଥଳ ସବୁ ଧ୍ବଂସ ହୋଇଗଲାଣି।
ଆଉ କିଛି ଯାହା ରହିଛି ତାକୁ ବଞ୍ଚାଇବା ପାଇଁ ଆଜି ସୁବର୍ଣ୍ଣପୁର ବାସୀ ଏକତ୍ରିତ ହୋଇଛନ୍ତି। 
  ସେଥିପାଇଁ ରାଜ୍ୟସରକାରଙ୍କୁ ଏହି ଅବକ୍ଷୟମୁଖି ସ୍ଥଳୀ ସବୁ ବିଷୟରେ ଜିଲ୍ଲା ପ୍ରଶାସନ ଜରିଆରେ ଅବଗତ ନିମନ୍ତେ ଆଜି ସଚେତନ ନାଗରିକ ମାନଙ୍କର ଏକ ପ୍ରୟାସ ଆରମ୍ଭ ହୋଇଛି l
ଦାବିପତ୍ର ପ୍ରଦାନ ସମୟରେ ପୂର୍ବତନ ବିଧାୟକ ବିନୋଦ ପାତ୍ର, ବରିଷ୍ଠ ଓକିଲ ତଥା ପୂର୍ବତନଜିଲ୍ଲା ସଭାପତି ଭାରତୀୟ ଜନତା ଦଳ ବଳଦେବ ପ୍ରସାଦ ବେଦବାକ୍, ବିଜୁ ଜନତା ଦଳର ନଗର ସଭାପତିଜନ୍ମେଜୟ ପାତ୍ର, ପୂର୍ବତନ ନଗରପାଳ ପ୍ରକାଶ ଚନ୍ଦ୍ର ସାହୁ,  ପଶ୍ଚିମାଞ୍ଚଳଅବସରପ୍ରାପ୍ତ କର୍ମଚାରୀ ସଂଘର ଜିଲ୍ଲା ସଭାପତି ନୀଳମାଧବ ଗୁରୁ, ଜିଲ୍ଲା ବଣିକ ସଂଘ ରୁ  ଗୁଣନିଧି ମେହେର ଓ ବି. ସୁନ୍ଦର ରାଓ  ,ନବଘନ ଷାଣ୍ଢ, ଆଶାରାମ ନାୟକ,ସୁଧାଂଶୁ ଶେଖର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।
ଏହି ଦାବିପତ୍ର ବା ସ୍ମାରକ ପତ୍ରରେ ସ୍ବାକ୍ଷର କରିଥିବା ବିଶିଷ୍ଟ ବ୍ୟକ୍ତି ବୃନ୍ଦଙ୍କ ମଧ୍ୟରେ ରହିଛନ୍ତି  ପୂର୍ବତନ ବିଧାୟକ ବିନୋଦ ପାତ୍ର, ଅଚ୍ୟୁତାନନ୍ଦ ବିଶ୍ୱାଳ, ପୂର୍ବତନ ନଗରପାଳ କଇରୁ ସ୍ୱାଇଁ ଓ ପ୍ରକାଶ ଚନ୍ଦ୍ର ସାହୁ,ପୂର୍ବତନ ସଭାପତି ଜିଲ୍ଲା ଓକିଲ ସଂଘ ରାମ ଶଙ୍କର ମେହେର ପୂର୍ବତନ ସମ୍ପାଦକ ଜିଲ୍ଲା ବଣିକ ସଂଘ ଗୁଣନିଧି ମେହେର,  ଓଡିଶା ସାମ୍ବାଦିକ ସଂଘର ସୁବର୍ଣ୍ଣପୁର ଶାଖାର ସଭାପତିମନରଞ୍ଜନ ତ୍ରିପାଠୀ , ଜିଲ୍ଲା ନଗର ବିଜୁ ଜନତା ଦଳର ସଭାପତି ଜନ୍ମେଜୟ ପାତ୍ର,ଜିଲ୍ଲା ଛାତ୍ର ବିଜୁ ଜନତା ଦଳର ସଭାପତି ଶାଶ୍ୱତ କୁମାରମିଶ୍ର ,ଜିଲ୍ଲା କଂଗ୍ରେସ

ଦଳର ସଭାପତି ଗୌରୀଶ୍ୟାମ ପଣ୍ଡା , ପୂର୍ବତନ ମସ୍ୟ ଉନ୍ନୟନ ନିଗମର ଅଧ୍ୟକ୍ଷ ଅଭିମନ୍ୟୁ କୁଶଳ,ପୂର୍ବତନ ଭାରତୀୟ ଜନତା ଦଳର ଜିଲ୍ଲା ସଭାପତି ବଳଦେବ ପ୍ରସାଦ ବେଦବାକ୍ ,  ପଶ୍ଚିମାଞ୍ଚଳ ଅବସରପ୍ରାପ୍ତ କର୍ମଚାରୀ ସଂଘର ଜିଲ୍ଲା ସଭାପତି ନୀଳ ମାଧବ ଗୁରୁ,   ଜିଲ୍ଲା ଅଣସୁଚିତ ଜାତିସଂଘର ସଭାପତି ମାଧବ କୁମ୍ଭାର,  ଜିଲ୍ଲା ବଣିକ ସଂଘର ସଭାପତି ସମ୍ପାଦକ ରାମକୃଷ୍ଣ ମେହେର  ବି ସୁନ୍ଦର ରାଓ  ,ଜୟ କୁମାର ସାହା ସହିତ ବରିଷ୍ଠ ଓକିଲ ହରିନାରାୟଣ ତ୍ରିପାଠୀ, ଇନ୍ଦ୍ରମଣି ଦାସ,ରାଜ କିଶୋର ଅଗ୍ରୱାଲା, ବିଶ୍ୱନାଥ ପାଣିଗ୍ରାହୀ,ଅଦ୍ଵେତକୁମାରପଣ୍ଡା, ଅବକାଶ ମିଶ୍ର,ପ୍ରଦୀପ ପୁରୋହିତ, ଉପେନ୍ଦ୍ର ପୁରୋହିତ,ଅରବିନ୍ଦ ପୂଜାହାରୀ ଓ ନାରାୟଣ ଶତପଥି,   ଆଦିକନ୍ଦ ପାଣିଗ୍ରାହୀ,              ବରିଷ୍ଠ ସାମ୍ବାଦିକ ନିରଞ୍ଜନ ମିଶ୍ର ,ପ୍ରକାଶ ଚନ୍ଦ୍ର ବେବର୍ତ୍ତା,ନବ କିଶୋର ମିଶ୍ର ଓ ଅମିତାଭ ନନ୍ଦ, ବରିଷ୍ଠ ନାଗରିକ ନିତ୍ୟାନନ୍ଦ ମାଝୀ, ଲକ୍ଷ୍ମୀ ନାରାୟଣ ସାହୁ, ବ୍ରଜ କିଶୋର ପାତ୍ର,ରାମ ଚନ୍ଦ୍ର ପାତ୍ର, ମୃତ୍ୟୁଞ୍ଜୟପାତ୍ର,ପଞ୍ଚାନନ  ଥନାପତି,ନବଘନଷାଣ୍ଢ,ପୂର୍ଣ୍ଣଚନ୍ଦ୍ରପୂଜାହାରୀ,ଆଶାରାମ ନାୟକ, ସୁରେଶ ପାତ୍ର,ସୂର୍ଯ୍ୟ ନାରାୟଣ ସରାଫ, ରାମ ଗୋପାଳ ପୂଜାହାରୀ,ଦାମଦୋର ନାୟକ,ସଞ୍ଜୟ କୁମାର ମିଶ୍ର, ସତ୍ୟ ନାରାୟଣ ବସ୍ତିଆ,ଯୁଦ୍ଧପତି ପାଣିଗ୍ରାହୀ, ଶରତ ଚନ୍ଦ୍ର ମହାପାତ୍ର, ପ୍ରଦୀପ କୁମାର ସେଠି,ବିଜୟ କୁମାର ରାୟଗୁରୁ, ଲଷ୍ମୀ ପ୍ରସାଦ ବାଗ ପ୍ରମୁଖ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ   24-Sep-2026
  ରାଜ୍ୟ  
କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ   24-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   24-Sep-2026
  ଜିଲ୍ଲା  
ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   24-Sep-2026
  ଜିଲ୍ଲା  
ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   24-Sep-2026
  ଜିଲ୍ଲା  
* *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   24-Sep-2026
  ଜିଲ୍ଲା  
ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ   24-Sep-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ   24-Sep-2026
  ଜିଲ୍ଲା  
ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   24-Sep-2026
  ଜିଲ୍ଲା  
ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   24-Sep-2026
  ଜିଲ୍ଲା  
ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   24-Sep-2026
  ଜିଲ୍ଲା  
କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   24-Sep-2026

You Might Also Like