-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
06-Jan-2022
କଣ୍ଟାବାଞ୍ଜି(ଆନନ୍ଦ ମୋଟେ) / କଣ୍ଟାବାଞ୍ଜି ସହର ପ୍ରମୁଖ ସାମାଜିକ ସଂଗଠନ ଅଗ୍ରୱାଲ ସଭା ଟ୍ରଷ୍ଟ ର ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଛି l ସଭାପତି ଭାବେ ସୁରେଶ ଆର୍ୟ, ଏବଂ ସମ୍ପାଦକ ଭାବେ ସଂଜୟ ଅଗ୍ରୱାଲ ଗାନ୍ଧୀ ନିର୍ବିରୋଧ ନିର୍ଵାଚିତ ହୋଇଛନ୍ତି lନିର୍ବାଚନ ଅଧିକାରୀ ଅଶୋକ ବଂସଲ ଏହାର ବିଧିବଦ୍ଧ ଘୋଷଣା କରିଛନ୍ତି, ନୂତନ ନିର୍ଵାଚିତ ପଦାଧିକାରୀ ଅତିଶୀଘ୍ର ନିଜର କାର୍ୟ୍ଯକାରୀ କମେଟି ର ଘୋଷଣା କରିବେ ବୋଲି ସୂଚନା ମିଳିଛି