-+91-9937148622 |

prerana_bgr@rediffmail.com |

  Friday 25th September 2026 |

| | | |

R.N.I. Regd No. ODIODI/2010/46693

Breaking News

ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   (25-Sep-2026)       ||      ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   (25-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ    (25-Sep-2026)       ||      ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   (25-Sep-2026)       ||      ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   (25-Sep-2026)       ||      *ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   (25-Sep-2026)       ||      ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   (25-Sep-2026)       ||      ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ    (25-Sep-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   (25-Sep-2026)       ||      *ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   (25-Sep-2026)       ||      ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||     

HOME   ଜିଲ୍ଲା

ନନ୍ଦନମାଳ ଗୁଣସାଗର କଣ୍ଟାରେ ଜଳସଂରକ୍ଷଣ ପ୍ରକଳ୍ପ ଓ ଚୌକିନାଲା କୁ ଚିରସ୍ରୋତା କରିବା ନେଇ ଦାବିପତ୍ର ପ୍ରଦାନ

06-Jan-2022



ବିନିକା(ହିମାଂଶୁ ଶେଖର ପୁଟେଲ) ବିନିକା ବ୍ଳକ ଅନ୍ତର୍ଗତ ସିଲାଟି ପଞ୍ଚାୟତ ନନ୍ଦନମାଳ ମୌଜାରେ ଥିବା ୬୧ଏକର ପରିଧି ବିଶିଷ୍ଟ ଗୁଣସାଗର କଟାକୁ ଏକ ଜଳସଂରକ୍ଷଣ ପ୍ରକଳ୍ପରେ ପରିଣତ କରାଯିବା ସଙ୍ଗେ ସଙ୍ଗେ ଚୌକିନାଲାକୁ ଚିରସ୍ରୋତା କରିବା ନେଇ ଆଜି ବିନିକା ଶ୍ରୀଗଣେଶ ଆଞ୍ଚଳିକ କୃଷକ ସଙ୍ଗଠନ ପକ୍ଷରୁ ସ୍ଥାନୀୟ ତହସିଲଦାରଙ୍କ ଜରିଆରେ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ।ସୂଚନା ଯୋଗ୍ୟଯେ,ଗୁଣସାଗର କଟାରୁ ସେଲେଡି ମହାନଦୀ ମୁହାଣ ପର୍ଯ୍ୟନ୍ତ ପ୍ରାୟ ୧୦ରୁ୧୫ କିମି ଦଘ୍ୟୈ ବିଶିଷ୍ଟ ଚୌକିନାଳ ର ଅବବାହିକାରେ ଅବସ୍ଥିତ ଶିଲାଟି,ଚରଦା,ଗୁଳୁଣ୍ଡା,ପିତେଇପାଲି,ଗଜବନ୍ଧ,ଜବଦା,ନୂଆଁପାଲି,ଫୁଲମୁଠି,ଉଲ୍ଲେ,କଇରାପାଲି,ଭମରପାଲି,ଜାମଛାପର,ସେଲେଡି ଆଦି ଗ୍ରାମ ଗୁଡ଼ିକର ଲୋଖଙ୍କ ଦୈନଦିନ ଜୀବନର ଆବଶ୍ୟକତା ପୂରଣ କରି ଆସୁଛି l ଏହି ନାଳ ଉପରେ ପ୍ରାୟ ୨୫୦୦ହେକ୍ଟର ଚାଷଜମି,୧୯୩ଗୋଟି ସେଚ ପଏଣ୍ଟ ଓ ୪ଗୋଟି ପାନୀୟ ଜଳପ୍ରକଳ୍ପ ଚାଲୁଥିବାରୁ ଏହି ପାଣିରେ କୃଷି କାର୍ଯ୍ୟ ସହିତ ବିଭିନ୍ନ ଗ୍ରାମର ପାନୀୟ ସମସ୍ୟାକୁ ଦୂରୀଭୂତ କରି ଆସୁଛି l କିଛିବର୍ଷ ହେଲା ଯାହାକି ମାର୍ଚ୍ଚ ମାସ ୨୫ ପରେ ଜଳଉତ୍ସ କମି ଯିବା ଫଳରେ ବିଶେଷ କରି ଚାଷ ଓ ଅନ୍ୟାନ୍ୟ କ୍ଷେତ୍ରରେ ପାଣିର ସଙ୍କଟ ସୃଷ୍ଟି କରିଥାଏ।ଅନ୍ୟପକ୍ଷରେ ବର୍ଷାରିତୁରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ଜଳ ଅପଚୟ ହେଉଥିବା ବେଳେ ଡାଲୁଆ ଧାନ ଗର୍ଭଣା ସମୟରେ ଉକ୍ତ ନାଳରେ ପାଣି ଅଭାବ ଯୋଗୁଁ ଧାନ ଗଛ ବଞ୍ଚିଇବାରେ ମରୁଡି ପରିସ୍ଥିତି ସୃଷ୍ଟି କରେ ।ତେଣୁ ପୂର୍ଣ୍ଣକାଳୀନ ପ୍ରକଳ୍ପ ଯୋଜନା ଦୀର୍ଘ କାଳୀନ ହେଉଥିବାରୁ ବିଗତ ବର୍ଷରେ ହୋଇଥିବା କ୍ଷତିକୁ ଏଡାଉଇବା ପାଇଁ ମାଟି ବନ୍ଧ ନିର୍ମାଣ କରାଗଲେ ଚାଷୀକୁଳ ଓ ଜନସାଧାରଣ  ଉପକୃତ ହୋଇପାରନ୍ତି ।ସେହିପରି ଏହି ନାଲାରେ ଥିବା କେତୋଟି ଚ୍ୟାକଡେମ କିଛି ମାତ୍ରାରେ କାମରେ ଆସୁଥିବା ବେଳେ  ୩ ଶହରୁ ୪ସହ ମିଟର ବ୍ୟବଧାନରେ ଚେକଡେମ ନିର୍ମାଣ କରାଗଲେ ପଶୁ ପକ୍ଷୀଙ୍କ ଠୁ ଆରମ୍ଭ କରି ଚାଷୀକୁଳ ଉପକୃତ ହେବେ । ତେଣୁ ଏହି ଗୁଣସାଗର କଟା ରେ ଜଳ ସରଂକ୍ଷନ ପ୍ରକଳ୍ପ ନିର୍ମାଣ ସହ ଚୌକି ନାଲା କୁ ଚିର ଶ୍ରୋତା କରିବା ଦବିନେଇ ସଂଘର ସଭାପତି ଅଜିତ କୁମାର ପଣ୍ଡା, ସମ୍ପାଦକ ଆଶିଷ କୁମାର ମଲ୍ଲିକ ଙ୍କ ନେତୃତ୍ୱରେ ଚାଷୀମାନେ ବିନିକା ତହସିଲ କାର୍ଯ୍ୟକୁ ଆସି ତହସିଲଦାରଙ୍କ ଜରିଆରେ ସୁବର୍ଣ୍ଣପୁର ଜିଲ୍ଲା ପାଲଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   25-Sep-2026
  ଜିଲ୍ଲା  
ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   25-Sep-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ   25-Sep-2026
  ଜିଲ୍ଲା  
ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   25-Sep-2026
  ରାଜନୀତି  
ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   25-Sep-2026
  ଜିଲ୍ଲା  
*ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   25-Sep-2026
  ଜିଲ୍ଲା  
ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   25-Sep-2026
  ରାଜ୍ୟ  
ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ   25-Sep-2026
  ଜିଲ୍ଲା  
ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   25-Sep-2026
  ଜିଲ୍ଲା  
*ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   25-Sep-2026
  ଜିଲ୍ଲା  
ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ   24-Sep-2026
  ରାଜ୍ୟ  
କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ   24-Sep-2026

You Might Also Like