-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
06-Jan-2022
ବଲାଙ୍ଗିର (ପ୍ରେରଣା ଖବର) : ଗତକାଲି ବୁଧବାର ସ୍ଥାନୀୟ ସି ଏନ୍ ସି ମହାବିଦ୍ୟାଳୟ ପରିସରରେ କିମା ଅନୁଷ୍ଠାନ ର ପରିଚାଳକ ଶ୍ରୀ ପ୍ରଶାନ୍ତ ପାତ୍ର (ଟୁନା) ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆତ୍ମରକ୍ଷା ଉପରେ ଏକ କାର୍ମଶାଳା ର ଆୟୋଜନ କରାଯାଇ ଥିଲା। ଉକ୍ତ କାର୍ଯକ୍ରମ ଟି ସି ଏନ୍ ସି ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ପ୍ରଦୀପ ଦାଶ ପରିଚାଳିତ କରିଥଲେ। ଆରମ୍ଭ ରେ ଅତିଥିଙ୍କ ପରିଚୟ ପ୍ରଦାନ ପୂର୍ବକ ସଭାଟିକୁ ଅତିଥିଙ୍କୁ ହସ୍ତାନ୍ତର କରା ଯାଇଥିଲା ଓ ଶେଷରେ ଅନୁଷ୍ଠାନ ର ପରିଚାଳକ ଶ୍ରୀ ଆଶୁତୋଷ ପୁରୋହିତ ମୂଖ୍ୟ ଅତିଥି ଙ୍କୁ ସମ୍ମାନିତ କରିଥିଲେ ଓ କାର୍ଯକ୍ରମ ଟିକୁ ଉଦଯାପନ କରିଥିଲେ। ଉକ୍ତ କାର୍ଯକ୍ରମରେ ଅନୁଷ୍ଠାନର ସମସ୍ତ ଛାତ୍ରଛାତ୍ରୀ ଓ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ।