-+91-9937148622 |
prerana_bgr@rediffmail.com |
Tuesday 30th June 2026 |
R.N.I. Regd No. ODIODI/2010/46693
Breaking News
10-Nov-2020
(ଦୀପକ କୁମାର ଷଡଙ୍ଗୀ ଙ୍କ ରିପୋର୍ଟ)ଭଦ୍ରକ,୧୦/୧୧ ଆଜି ବାସୁଦେବପୁରରେ ୧୦ ଘଟିକା ସମୟରେ ମହାରାଷ୍ଟ୍ରରେ ଘଟିଥିବା ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭର କଣ୍ଠରୋଧ ଓ ବରିଷ୍ଠ ସାମ୍ବାଦିକ ଅର୍ଣ୍ଣବ ଗୋସ୍ୱାମୀ ଉପରେ ହୋଇଥିବା ଅତର୍କିତ ଆକ୍ରମଣ ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ବିଦ୍ୟାର୍ଥୀ ପରିଷଦ ର କ।ର୍ଯ୍ୟକର୍ତା ମାନେ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ନାନା ପ୍ରକାରର ସ୍ଲୋଗାନ ସହିତ ରାସ୍ତା ପରିକ୍ରମା କରିଥିଲେ ଗଣତନ୍ତ୍ର ସୁରକ୍ଷା ପାଇଁ ପ୍ରଚେଷ୍ଟା ଜାରି ରଖିବା ପାଇଁ ଆହ୍ଵାନ ଦେଇଥିଲେ।