-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
03-Jan-2022
କଣ୍ଟାମାଳ (ଅକୃର ସାହୁ) କଣ୍ଟାମାଳ ବ୍ଳକ ରେ ଗାଁ ସାଥୀ ମେଟ୍) ମାନଙ୍କୁ ପ୍ରଥମ ଦିନ କଣ୍ଟାମାଳ, ଖଲିଆପାଲି, ବରଗାଁ ଓ ବରଗୋଛା ଗ୍ରାମପଞ୍ଚାୟତକୁ ନେଇ ଟ୍ରେନିଂ ହୋଇଥିଲା। ଟ୍ରେନିଂ ରେ କଣ୍ଟାମାଳ ବି.ଡି.ଓ କଳାକୃଷ୍ଣ ପ୍ରଧାନ ଓ ଟ୍ରେନର ଗିରିଜା ଶଙ୍କର ରାଓତ ଯୋଗ ଦେଇଥିଲେ। କଣ୍ଟାମାଳ ବ୍ଳକ ରେ ଗାଁ ସାଥୀ ମାନଙ୍କୁ ମୋବାଇଲ ମୋବାନିଟାଙ୍ଗ ଓ ହେଉଥିବା ଗାଁ ସାଥୀ ବାନା ଅଜାଣତରେ ହେଉଥିବା କାମ ବନ୍ଦ କରିବା । ଆଗାମୀ ଦିନରେ ଜବ କାର୍ଡ ଧାରି ମାନଙ୍କୁ କାମ ଯୋଗାଇ ହେବ ,ଅନ୍ୟ ରାଜ୍ୟ କୁ କାମକରିବା ପାଇଁ ଜାଊ ଥିବା ଶ୍ରମିକ ମାନଙ୍କ ପାଇଁ କାମ ଯୋଗାପାଈଵେ। ଵିଷୟରେ ମନ୍ତବ୍ୟ ଦେଇଥିଲେ। ଟ୍ରେନିଂ ରେ କଣ୍ଟାମାଳ ବ୍ଳକ ଗାଁ ସାଥୀ ସଙ୍ଘ ସଭାପତି ଠାକୁର ଚରଣ ନାୟକ ଓ ବ୍ଳକ କୋଷାଧ୍ୟକ୍ଷ ସରୋଜ କୁମାର ଭୋଇ ଗାଁ ସାଥୀ ମାନେ ଉପସ୍ଥିତ ଥିଲେ