-+91-9937148622 |

prerana_bgr@rediffmail.com |

  Friday 25th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||      ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||      *ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||     

HOME   ଜିଲ୍ଲା

ଜଣାଶୁଣା ବ୍ୟବସାୟୀଙ୍କ ପରଲୋକ, ସୋନପୁର ବ୍ଲକ ଅଞ୍ଚଳରେ ଶୋକ

03-Jan-2022



ସୁବର୍ଣ୍ଣପୁର,  ଗତକାଲି ତାରିଖ ରାତି 11 ଟା ବେଳେ ମୟୂରଉଡାନ ପଂଚାୟତ ସାର୍ଗୁଣାମୁଣ୍ଡା ଗାଁ ର ଜଣେ ମେଳାପୀ ବ୍ୟକ୍ତି ତଥା ପରିଚିତ ବ୍ୟବସାୟୀ  ବୁଡୁ ସାହୁ( 80)  ଙ୍କ  ହୃଦଘାତ ପରଲୋକ ଘଟି ଥିବାରୁ ଗତ କାଲି ଗାଁ ସମେତ ସାରା ପଞ୍ଚାୟତ ବ୍ଲକ ଅଞ୍ଚଳ ରେ ଶୋକ ର ଛାୟା ଖେଳି ଯାଇଛି l ଶ୍ରୀ ସାହୁ ଜଣେ ଶାନ୍ତ, କର୍ତ୍ତବ୍ୟ ନିଷ୍ଠ, ମେଳାପୀ ବ୍ୟକ୍ତି ଓ ସଫଳ ବ୍ୟବସାୟୀ ଭାବେ ଏ ଅଞ୍ଚଳ ରେ ଖୁବ ପରିଚିତ ଥିବା ବେଳେ  ପ୍ରଥମେ ସେ ଯୁବ ସମୟ ରୁ ଦୀର୍ଘ 50 ବର୍ଷ ଆଗରୁ ଗାଁ ରେ ଗୋଟେ ତେଜରାଜୀ ଦୋକାନ ଆରମ୍ଭ କରିଥିଲେ l ପରେ ପରେ ସେ ସିଜିନାଲ ବେପାର ରେ କେବେ ଧାନ ତ କେବେ ମୁଗ ବିରି ତ କେବେ କପଡା, ଫେନ୍ସୀ ଜିନିଷ ସବୁ  ସୋନପୁର, ବିନିକା,  ଡୁଙ୍ଗୁରିପାଲି ଅଂଚଳ ର  ଗାଁ ଗାଁ  ବୁଲି ବ୍ୟବସାୟ କରି ଲୋକଙ୍କ ସହ ଖୁବ ପରିଚିତ ଥିଲେ l ଲୋକେ  ପାଖ ଆଖ ସହର ରୁ ଯେତେବେଳେ ମାର୍କେଟିଂ କରିବାକୁ ଦୂର ଵା  କଷ୍ଟ ବୋଲି ଭାବୁଥିଲେ ଶ୍ରୀ ସାହୁ ସେତେବେଳେ ସୁଦୂର ରାୟପୁର କୁ ଯାଇ ମାର୍କେଟିଙ୍ଗ କରି  ଲୋକ ଙ୍କ ପାଈଁ  ଫେନ୍ସୀ, କପଡା ଓ ବିଭିନ୍ନ ଆକର୍ଷଣୀୟ ଜିନିଷ ସବୁ ସଂଗ୍ରହ କରି ଆଣି ଗାଁ ଗାଁ  ଯାଇ ବିକ୍ରୟ କରୁଥିଲେ l   ଖୁବ କ୍ଵଚିତ ଲୋକ ଙ୍କ ମଧ୍ୟ ରେ  80 ଦଶକ ରେ ସେ ରାଜଦୂତ ମଟର ସାଇକିଲ ଚଳାଇବା ରେ ପାରଙ୍ଗମ ଥିଲେ ଏବଂ  ଅନବରତ ଭାବେ ସେ ଦୀର୍ଘ ବର୍ଷ ଯାଏ ପାଦ ରେ ଚାଲି ଚାଲି ପ୍ରସିଦ୍ଧ ବାବାଧାମ କୁ ବୋଲବମ ଯାତ୍ରା କରୁଥିଲେ l ଲୋକ ଙ୍କୁ  ନାନା ବ୍ୟବସାୟ ଓ ତାରି କୌଶଳ ଶିଖାଇଥିଲେ l  ସୁବର୍ଣ୍ଣପୁର ଜ଼ିଲ୍ଲା ର  ବରିଷ୍ଠ  ନେତା ତଥା 25 ବର୍ଷ ଧରି ସରପଞ୍ଚ ପଦବୀ  ରେ ରହିଥିବା  ଏ ଅଞ୍ଚଳ ର ଜଣା  ଶୁଣା  ନେତା  ସ୍ବର୍ଗୀୟ ଘାସିରାମ ତ୍ରିପାଠୀ ଙ୍କ  ଅତି ଘନିଷ୍ଠ ବିଶ୍ଵସ୍ଥ  ଭାବେ ମଧ୍ୟ ଶ୍ରୀ ସାହୁ କାର୍ଯ୍ୟ କରିଥିଲେ l ସ୍ବର୍ଗତ ସାହୁ ଜୀବନ ସଂଗ୍ରାମ ରେ  ହାରି ଯାଇଥିଲେ ସତ,  ହେଲେ ବୟସ କିନ୍ତୁ ତାଙ୍କ ଆଗରେ ହାର ମାନିଥିଲା l କାରଣ ମାତ୍ର 20/25   କମ ବୟସ ରୁ ସେ ବିଭିନ୍ନ ବେପାର ଆରମ୍ଭ କରି ବୟସ 80 ଯାଏ ଜୀବନ  ର ଶେଷ ଦିନ ଵା ନିଶ୍ୱାସ ର ଶେଷ ଯାଏ ସେ ବ୍ୟବସାୟ କାମ ରେ ମନ ପ୍ରାଣ ଦେଇ ସଂଗ୍ରାମ କରି ଆସିଥିଲେ l ଜଣେ ସଚ୍ଚୋଟ, ମିଷ୍ଠ ଭାସି,  ସଫଳ ବ୍ୟବସାୟୀ, ଉଦ୍ୟୋଗୀ ମଣିଷ ଭାବେ ଲୋକେ ସବୁ ଦିନ ତାଙ୍କୁ ମନେ କରିବେ ଏବଂ ପ୍ରତ୍ୟକ କ୍ଷେତ୍ରରେ ତାଙ୍କ ଏଭଳି ସାହସ, ନିଷ୍ଠା, ଉଦ୍ୟମ , ଓ ପରିଶ୍ରମ, ଆଗାମୀ ଯୁବ ପିଢୀ ଙ୍କୁ ପ୍ରେରଣା ଦେବ ବୋଲି  ମୟୂରଉଡାନ  ପଞ୍ଚାୟତ ର କିଛି ବୁଦ୍ଧିଜୀବୀ   ପ୍ରକାଶ କରିଛନ୍ତି l


News Comment




Photo in News

Advertisment
Lastest News
  ଜିଲ୍ଲା  
ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ   24-Sep-2026
  ରାଜ୍ୟ  
କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ   24-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   24-Sep-2026
  ଜିଲ୍ଲା  
ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   24-Sep-2026
  ଜିଲ୍ଲା  
ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   24-Sep-2026
  ଜିଲ୍ଲା  
* *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   24-Sep-2026
  ଜିଲ୍ଲା  
ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ   24-Sep-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ   24-Sep-2026
  ଜିଲ୍ଲା  
ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   24-Sep-2026
  ଜିଲ୍ଲା  
ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   24-Sep-2026
  ଜିଲ୍ଲା  
ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   24-Sep-2026
  ଜିଲ୍ଲା  
କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   24-Sep-2026

You Might Also Like