-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||      *ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   (23-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (23-Sep-2026)       ||      ଟ୍ରେନରୁ ଖସି ପଡ଼ି ଯୁବକ ମୃତ   (23-Sep-2026)       ||      ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   (23-Sep-2026)       ||      ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ    (23-Sep-2026)       ||      ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   (23-Sep-2026)       ||      ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||      *୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   (22-Sep-2026)       ||      *ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   (22-Sep-2026)       ||      ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   (22-Sep-2026)       ||     

HOME    ଅନ୍ୟାନ୍ୟ

ବର୍ତ୍ତମାନର ମୁଖ୍ୟ ଖବର

10-Nov-2020



୧.ଆସନ୍ତା ୨୦ରୁ ହେବ ବିଧାନସଭା ଶୀତ ଅଧିବେଶନ – ସବୁ ସଦସ୍ୟଙ୍କର ହେବ କୋଭିଡ୍ ଟେଷ୍ଟ ।

 

୨.ନିଲାମ ହେଲା କୁଖ୍ୟାତ ଦାଉଦ ଇବ୍ରାହିମର ସମ୍ପତ୍ତି : କିଣିଲେ ଦିଲ୍ଲୀର ୨ଜଣ ଓକିଲ ।

 

୩.WhatsApp ଆଣୁଚି ପୁଣି ଏକ ନୂଆ ଫିଚର,ଖୁବଶୀଘ୍ର ଏବେ ଆପ୍‌ରେ ଶପିଂ ବଟନ୍ ଆଡ୍ କରୁଛି।

 

୪.ମହାକାଶରେ ଫିଲ୍ମ ସୁଟିଂ କରିବାକୁ ଯାଉଛି ରୁଷ। ଏଥିପାଇଁ ପୂର୍ବ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଗଲାଣି। ରୁଷର ସବୁଠୁ ବଡ଼ ଚାନେଲ ‘ବନ’ ଏହି ଫିଲ୍ମ ପ୍ରସ୍ତୁତ କରିବାକୁ ଯୋଜନା କରିଥିବା ଜଣାପଡ଼ିଛି।

 

୫.ବିହାର ବିଧାନସଭା ନିର୍ବାଚନ ଫଳାଫଳ: କରୋନା ପାଇଁ ବଢିଛି ଇଭିଏମ୍ ସଂଖ୍ୟା, ରାତି ପର୍ଯ୍ୟନ୍ତ ଚାଲିପାରେ ବିହାର ଭୋଟ୍ ଗଣତି । ବିଳମ୍ବରେ ଆସିବ ଚୁଡାନ୍ତ ଫଳାଫଳ ।

 

୬.ଜମ୍ମୁ-କାଶ୍ମୀରର ଶୋପିଆନରେ ମଙ୍ଗଳବାର ସୁରକ୍ଷକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି।

 

 ୭.ଭୁବନେଶ୍ୱର: ବିଧାନସଭା ଶୀତ ଅଧିବେଶନ ପ୍ରସ୍ତୁତି ନେଇ ବାଚସ୍ପତିଙ୍କ ସୂଚନା-ପୂର୍ବ ଅଧିବେଶନ ଭଳି ଏଥର ମଧ୍ୟ କୋଭିଡ୍‌ ଟେଷ୍ଟ୍‌ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହେବ ।

 

୮.ଯାଜପୁରରେ ସ୍ପେଶାଲ ସ୍କ୍ୱାର୍ଡର ଚଢାଉ : ୩୧ ଗ୍ରାମ ବ୍ରାଉନସୁଗାର ଜବତ , ୩ ଗିରଫ ।

 

 ୯.ପରାଜୟକୁ ନମ୍ରତାର ସହ ମାନିବେ କି ଟ୍ରମ୍ପ, ନା ହ୍ୱାଇଟ୍ ହାଉସରୁ ତଡ଼ାଖାଇବେ ?

 

 ୧୦.କୋରାପୁଟର ଜରଟି ମାନବର ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଲୁହାପଥର ଗୁଣ୍ଡ ବୋଝେଇ ଟ୍ରେନ୍‌ର ୧୨ଟି ବଗି ଲାଇନଚ୍ୟୁତ ।

 

 ୧୧.ଆଜିଠୁ ଏମ୍‌ବିବିଏସ୍‌, ବିଡିଏସ୍‌ କାଉନ୍‌ସେଲିଂ : ନଭେମ୍ବର ୧୮ ଯାଏ ପଞ୍ଜୀକରଣ; ଡିସେମ୍ବର ୧୫ରେ ସ୍ପଟ୍‌ ନାମଲେଖା ।

 

 ୧୨.ବିଶ୍ୱ ବିଜ୍ଞାନ ଦିବସ*ୟୁନେସ୍‌କୋ’ ଆନୁକୂଲ୍ୟରେ ୨୦୦୨ରୁ ପ୍ରତିବର୍ଷ ୧୦ ନଭେମ୍ବରରେ ପାଳନ କରାଯାଉଛି ।

 

 ୧୩.ରାଜ୍ୟର ୬ଟି ସହରର ତାପମାତ୍ରା ୧୨ ଡିଗ୍ରୀ ସେଲ୍‌ସିଅସ ତଳେ, ୯.୨ ଡିଗ୍ରୀ ସହ ସୋନପୁର ଆଜି ବି ରାଜ୍ୟର ସବୁଠୁ ଥଣ୍ଡା ସହର ।

 

 ୧୪.ଆଜି IPL ମହାସମର: କିଏ ପିନ୍ଧିବ IPL-2020ର ବିଜୟ ମୁକୁଟ ? ପ୍ରଥମ ଥର ଫାଇନାଲକୁ ଯାଇଥିବା ଦିଲ୍ଲୀ ନା ପଞ୍ଚମ ଥର ପାଇଁ ଚାମ୍ପିଅନ ହେବ ମୁମ୍ବାଇ ।

 

 ୧୫.ଖୁସି ଖବର ଦେଲା ଗଞ୍ଜାମ । ପରୀକ୍ଷା ହୋଇଥିବା ସବୁ ନମୂନା ନେଗେଟିଭ । ୩୫୯୭ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟରେ ଗୋଟିଏ ବି ଆସିନି ପଜିଟିଭ ।

 

 ୧୬.ବିଜେପି ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ଭାବେ ସ୍ମୃତି ପଟ୍ଟନାୟକ ଆନୁଷ୍ଠାନିକ ଭାବରେ କାର୍ଯ୍ୟଭାର ସମ୍ଭାଳିଛନ୍ତି।

 

 ୧୭.ଭର୍ଜିନ ହାଇପଲୁପ୍ର ପ୍ରଥମ ମାନବ ପରୀକ୍ଷଣ ସଫଳ, ଘଣ୍ଟା ପ୍ରତି ୧୭୨ କିମି ବେଗରେ ଦୌଡିଲା ପଡ୍ ।

 

 ୧୮.ଖୋର୍ଦ୍ଧା ଜଟଣୀରେ ବ୍ରାଉନ୍‌ସୁଗାର ଜବତ, ଜଣେ ଗିରଫ । ୧୧ ଗ୍ରାମ ବ୍ରାଉନ୍‌ସୁଗାର ଜବତ, ଅଜୟ ବେହେରା ଗିରଫ!

 

 ୧୯.ଖୋର୍ଦ୍ଧା ଚିଲିକାରୁ ୧୨ଟି ମୃତ ବିଦେଶୀ ପକ୍ଷୀ ଜବତ, ପକ୍ଷୀ ଶିକାର ଅଭିଯୋଗରେ ୨ ଜଣଙ୍କୁ ଗିରଫ କଲା ବନ ବିଭାଗ ।

 

 ୨୦.ବହୁଚର୍ଚ୍ଚିତ ଭୁବନେଶ୍ବର ନାବାଳିକା ଗଣଦୁଷ୍କର୍ମ ମାମଲା,କ୍ରାଇମବ୍ରାଞ୍ଚ ତଦନ୍ତ ଉପରେ ଅସନ୍ତୋଷ ପ୍ରକାଶ କଲେ ହାଇକୋର୍ଟ, DGPଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ କୋର୍ଟଙ୍କ ନିର୍ଦେଶ ।

 

 ୨୧.ନ୍ୟୁୟର୍କ: ଆମେରିକାର ଅଗ୍ରଣୀ ଫାର୍ମା କମ୍ପାନୀ ଫାଇଜର ଟୀକା ୯୦ ପ୍ରତି ଶତ ସଫଳ।

 

୨୨.ନୂଆଦିଲ୍ଲୀ:୨କୋଟି ଅନ୍ ଲାଇନ୍ ୟୁଜରଙ୍କ ତଥ୍ୟ ଲିକ୍। ସାଇବର ଅପରାଧ ସେଲ୍ ରେ ଅଭିଯୋଗ ଦାଖଲ।

 

୨୩.ସାଲେପୁର:ଅଣ୍ଡା ଚୋରି କରି ଗିରଫ : ଦୋକାନରୁ ଲୁଟିଥିଲେ ଶତାଧିକ ପେଟି ଅଣ୍ଡା, ଧରିଲା ପୋଲିସ।

 

୨୪.ବାତିଲ ହେଲା ଭୁବନେଶ୍ୱର ବାଲିଯାତ୍ରା । କୋଭିଡ ସ୍ଥିତିକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଲା ପ୍ରଶାସନ।

 

୨୫.କୁଚିଣ୍ଡା:ବ୍ୟାଙ୍କ୍ ଗାଡିରୁ ୩୫ ଲକ୍ଷ ଲୁଟ୍, ବୋଲେରୋ ଅଟକାଇ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ।

 

୨୬. ମଞ୍ଚ ଫେରାଇବା ଦାବିରେ ଶତାଧିକ କଳାକାରଙ୍କ ଧାରଣା, ଦାବି ପୂରଣ ନହେଲେ ନବୀନ ନିବାସ ଘେରାଉ ପାଇଁ ଚେତାବନୀ।

 

୨୭.କୈାନ ବନେଗା କରୋଡପତି ୧୨’ ର ବିଜେତା ହେଲେ ପ୍ରଥମ ମହିଳା ନାଜିଆ‌।

 

 ୨୮.ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରୁ ବିଦା ହେଲେ ବ୍ରଜକିଶୋର ।

 

୨୯.ପୋଲାଭରମ ପ୍ରକଳ୍ପକୁ ନେଇ ବିବାଦ ପ୍ରସଙ୍ଗ : ଏନ୍‌ଜିଟିଙ୍କ ନିର୍ଦ୍ଦେଶ ବିରୋଧରେ ସୁପ୍ରିମକୋର୍ଟ ଯିବେ ରାଜ୍ୟ! ।

 

୩୦.ଆତଙ୍କବାଦୀ ବିରୁଦ୍ଧରେ ଫ୍ରାନ୍ସ ସହିତ ଭାରତ ଠିଆ ହେବାରୁ ପୂର୍ବ ବିଦେଶ ଅଧିକାରୀ ମାନେ ଭାରତକୁ ପ୍ରଶଂସା କରିଛନ୍ତି ।

 

୩୧.ଆଇଟିଏଟିର କଟକ ବେଞ୍ଚ୍ କାର୍ଯ୍ୟାଳୟ ଓ ଆବାସିକ କୋଠାର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦୀ ।

 

୩୨. ରାଜ୍ୟ ସରକାର ଆଜି ବରିଷ୍ଠ ଓଏଏସ୍ ଅଫିସରସ୍ତରରେ ଅଦଳବଦଳ କରିଛନ୍ତି ।

 

୩୩.ନୂଆ କରୋନା ସଂକ୍ରମଣ ମାମଲାରେ ଦିଲ୍ଲୀ ଦ୍ବିତୀୟ ଥର ପାଇଁ ମହାରାଷ୍ଟ୍ରକୁ ଟପିଯାଇଛି ।

 

 ୩୪.ଦେଶରେ ୨୪ ଘଣ୍ଟାରେ ୩୮,୦୭୪ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୪୪୮ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।ମୃତ୍ୟୁ ସଂଖ୍ୟା ୧ଲକ୍ଷ ୨୭ ହଜାର ୦୫୯ରେ ପହଞ୍ଚିଛି।

 

 ୩୫.ଗତ ୨୪ ଘଣ୍ଟା ମଧ୍ୟରେ ନୂଆ ୯୮୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ରାଜ୍ଯରେ ଏଯାବତ୍ ୩,୦୩,୭୮୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

 

 ୩୬.ରାଜ୍ଯରେ ଆଜି ଆଉ ୧୩ ମୁଣ୍ଡ ନେଲା ମହାମାରୀ କରୋନା ।ଏଯାବତ୍ ରାଜ୍ଯରେ ୧୪୫୪ ଜୀବନ ନେଲାଣି ମହାମାରୀ କରୋନା।


News Comment




Photo in News

Advertisment
Lastest News
  ଜିଲ୍ଲା  
ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   23-Sep-2026
  ଜିଲ୍ଲା  
ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   23-Sep-2026
  ଜିଲ୍ଲା  
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   23-Sep-2026
  ଜିଲ୍ଲା  
ଜିଲ୍ଲା ବ୍ରାହ୍ମଣ ମହାସଭା   23-Sep-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ   23-Sep-2026
  ଜିଲ୍ଲା  
ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   23-Sep-2026
  ଜିଲ୍ଲା  
*ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   23-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   23-Sep-2026
  ଜିଲ୍ଲା  
ଟ୍ରେନରୁ ଖସି ପଡ଼ି ଯୁବକ ମୃତ   23-Sep-2026
  ଜିଲ୍ଲା  
ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   23-Sep-2026
  ଜିଲ୍ଲା  
ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   23-Sep-2026
  ଜିଲ୍ଲା  
ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   23-Sep-2026

You Might Also Like