-+91-9937148622 |

prerana_bgr@rediffmail.com |

  Sunday 20th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||      ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   (20-Sep-2026)       ||      ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   (20-Sep-2026)       ||      ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ    (20-Sep-2026)       ||      ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   (20-Sep-2026)       ||      ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||      *ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (20-Sep-2026)       ||      ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   (20-Sep-2026)       ||      ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||      ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   (20-Sep-2026)       ||      ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   (19-Sep-2026)       ||      ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ    (19-Sep-2026)       ||      ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   (19-Sep-2026)       ||      ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   (19-Sep-2026)       ||      ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   (19-Sep-2026)       ||      ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   (19-Sep-2026)       ||      କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   (19-Sep-2026)       ||     

HOME   ଜିଲ୍ଲା

    ଫେଡେରସନ ଅଫ୍ ବ୍ଲଡ ଡୋନରର ଅର୍ଗାନାଇଜେସନ ଅଫ ଇନଡିଆର ନୂତନ କର୍ମକର୍ତା ଚୟନ

29-Dec-2021



ବଲାଙ୍ଗିର,(ପ୍ରେରଣା ଖବର)- ରକ୍ତର ଅନ୍ୟ ବିକଳ୍ପ ନାହିଁ । ରକ୍ତ ଯୋଗାଇ ରୋଗୀ ମାନଙ୍କ ଜୀବନ ବଂଚାଇବା ପ୍ରକ୍ରିୟାକୁ ତ୍ୱରାନ୍ୱୀତ କରିବା ଉଦ୍ଦେଶ୍ୟରେ ଜାତୀୟ ସ୍ତରର ସ୍ୱେଚ୍ଛାସେବୀ ମାନଙ୍କୁ ନେଇ ଫେଡେରେସନ ଅଫ ବ୍ଲଡ ଡୋନର ସଂଗଠନ ଭାର୍ଚୁଆଲ ମୋଡରେ ପୁନର୍ଗଠିତ ହୋଇଯାଇଛି । ଅତି ଆବଶ୍ୟକ ନହେଲେ ପୁନଃସ୍ଥାପନ ରକ୍ତଦାନ ପ୍ରକ୍ରିୟାକୁ ବନ୍ଦ କରି ତା ବଦଳରେ ସମସ୍ତ ରକ୍ତଦାତା ମାନଙ୍କୁ ଉତ୍ସାହିତ କରି ୨୦୨୫ ସୁଦ୍ଧା ଭାରତରେ ଶତ ପ୍ରତିଶତ ସ୍ୱେଚ୍ଛାକୃତ ରକ୍ତଦାନ କରିବା ଏବଂ ରକ୍ତ ଭଣ୍ଡାରରେ ରକ୍ତର ଅଭାବକୁ ଦୂର କରିବା ଉଦ୍ଦେଶ୍ୟରେ ଏହି ଫେଡେରେସନ ଗଠିତ ହୋଇଛି । 
ଫଡେରେସନ ଅଫ ବ୍ଲଡ ଡୋନର ଅର୍ଗାନାଇଜେସନ ଅଫ ଇଣ୍ଡିଆର ସଭାପତି ଏନ କେ ଭାଟିଆଙ୍କ ସଭାପତତ୍ୱରେ    ଓ  ପଶ୍ଚିମବଙ୍ଗର ରକ୍ତଦାତା ମୋଟିଭେଟର ଅରୁପ ଘୋଷଙ୍କର ସଂଯୋଜନାରେ ହୋଇଥିବା କାର୍ଯ୍ୟକ୍ରମରେ ଭାରତର ପ୍ରତ୍ୟେକ ରାଜ୍ୟର ପ୍ରବର୍ତକ ମାନେ ଯୋଗଦେଇଥିଲେ । ପେଟ୍ରନ ଇନ ଚିଫ୍ ଚଣ୍ଡିଗଡର କାନ୍ତା ସ୍ୱରୁପ କୃଷ୍ଣା, ମୁଖ୍ୟ ଉପଦେଷ୍ଟା ମୁମ୍ବାଇର ଡ. ସଂଜୟା କୁମାର ଯାଦବ ପ୍ରମୁଖ ଉପସ୍ଥିତି ଥିଲେ । ସର୍ବସମ୍ମତିକ୍ରମେ  କାର୍ଯ୍ୟକାରୀ ସଭାପତି ଭାବରେ ନଇଡାର ଡ. ରେବେ ଛାବରା, ଉପସଭାପତି ଭାବରେ ତାମିଲନାଡୁର ଏଲ୍ ସାନ୍ତାରାମ, ଓଡିଶାର ଇ.ଟି. ରାଓ , ଅରୁଣାଚଳ ପ୍ରଦେଶର ଆଇନି ତାଲୋ, ଝାରଖଣ୍ଡର ଏସ୍‌. କେ. ସିଂ , ସାଧାରଣ ସଂପାଦକ ଭାବରେ ପଶ୍ଚିମବଙ୍ଗର ଅପୂର୍ବ ଘୋଷ, ସଂପାଦକ ଭାବରେ ଓଡିଶାର ଡା. ନରେଶ ଚନ୍ଦ୍ର ସାହୁ, ଉତରାଖଣ୍ଡର ଅନୀଳ ବର୍ମା, ତାମିଲନାଡୁର ଟି. ସଂପଦ, ଆସାମର ସବ୍ୟସାଚୀ ରୁଦ୍ରା, ଚଣ୍ଡୀଗଡର ସୁବାଷ ଭାଷ୍କର, ପଶ୍ଚିମବଙ୍ଗର କବି ଘୋଷ, ଶିବନାଥ ମୁଖାର୍ଜୀ । କାର୍ଯ୍ୟକାରୀ କମିଟି ସଦସ୍ୟ ଭାବରେ ଓଡିଶାର ସ୍ନିଗଧାରାଣୀ ମିଶ୍ର, ଅକ୍ଷୟ କୁମାର ରାଉତ,ହୃଷିକେଶ ସାହୁ, ସୁରେଶ ଜମୁଲା, ପ୍ରଦୀପ୍ତ କୁମାର ତ୍ରିପାଠ. ଦିଲ୍ଲୀର ସିଲ୍ଲା ଆଇଚ, ରାହୁଲ ସୋଲାପୁରକର, ଆଶିଷ ଦହିଆ, ପଶ୍ଚିମବଙ୍ଗର ଶିଖା ସିଂ, ତ୍ରୂୀପୁରାରା ପ୍ରଣବ ବନିକ, ଅଭିଜିତ ରାୟ, ଉତ୍ପଳ କୁମାର ରାୟ, ଆସାମର ଡ. ମନୋଜ କୁମାର ପଲ, ଆସୁ ପଲ, କରୁଣାମୟ ପଲ, , ମହାରାଷ୍ଟ୍ରର ଦୀପକ ଶୁକ୍ଲା, ତେଲେଙ୍ଗାନାର ଏସ.କେ ଗୋଉସ ବାସା, ବିହାର ଉତମ ଦେବ ନାଥ, ପ୍ରଣବ କୁମାର ଚୌଧୁରୀ, ସିକିମର ଡ. ଚିନ୍ତାମଣି ଶର୍ମା, ରାଜସ୍ଥାନର ଅରୁଣ ବାବେଲ, ଗୁଜୁରାଟର ଅମିତ ତ୍ରିବେଦୀ, ଝାଡଖଣ୍ଡର ମହମ୍ମଦ ଆଲ୍ଲାଉଦ୍ଦିନ ପ୍ରମୁଖ ନବନିର୍ବାଚିତ ।  
    ମହତ ଉଦ୍ଦେଶ୍ୟ ନେଇ ଜାତୀୟ ସ୍ତରରେ ନେତୃତ୍ୱ ନେଇଥିବା ସମସ୍ତ ବ୍ୟକ୍ତି ବିଶେଷ ମାନଙ୍କୁ ଓଡିଶା ରକ୍ତଦାତା ମହାସଂଘର ସଦସ୍ୟ ରାଜେଶ ନାୟକ, ରାମ ନାରାୟଣ  ଦାଶ, ରବି ଚନ୍ଦ୍ର ପଶାୟତ, ଜୟଦେବ ଜାଲ, ଗୋପାଳ ବେହେରା, ଅକ୍ଷୟ ପଟେଲ, ଗୋପେଶ ପଣ୍ଡା, ବିରଂଚି ନାରାୟଣ ଦାଶ, ଦୁର୍ଯ୍ୟୋଧନ ପଶାୟତ, କୃଷ୍ଣଚନ୍ଦ୍ର ବାରିକ, ସତ୍ୟ ନରାୟଣ ହୋତା, ମୀନକେତନ ଡାଙ୍ଗ, ଉମାକାନ୍ତ   ନାଗ, ଡ. ପ୍ରବୀର ଦାଶ  ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି । 


News Comment




Photo in News

Advertisment
Lastest News
  ଜିଲ୍ଲା  
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   20-Sep-2026
  ଜିଲ୍ଲା  
ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   20-Sep-2026
  ଜିଲ୍ଲା  
ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   20-Sep-2026
  ଜିଲ୍ଲା  
ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   20-Sep-2026
  ଜିଲ୍ଲା  
ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   20-Sep-2026
  ଜିଲ୍ଲା  
ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   20-Sep-2026
  ଜିଲ୍ଲା  
ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ   20-Sep-2026
  ଜିଲ୍ଲା  
ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   20-Sep-2026
  ଜିଲ୍ଲା  
ତଳମୁଣ୍ଡଚାଷୀ ପ୍ରତାରିତ   20-Sep-2026
  ଜିଲ୍ଲା  
*ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   20-Sep-2026
  ଜିଲ୍ଲା  
ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   20-Sep-2026
  ଜିଲ୍ଲା  
ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   20-Sep-2026

You Might Also Like