-+91-9937148622 |
prerana_bgr@rediffmail.com |
Monday 22nd June 2026 |
R.N.I. Regd No. ODIODI/2010/46693
Breaking News
28-Dec-2021
ଲୋଇସିଂହା/ଆଗଲପୁର (ବିନୋଦ କୁମାର ଦୀପ) ଆଗଲପୁର ବ୍ଲକର ଆଗଲପୁର ଫାଣ୍ଡିରେ ନୂତନ ଭାବେ ପୋଲିସ ଏସ ଆଇ ଶ୍ରୀଯୁକ୍ତ ଅନ୍ତର୍ଯ୍ୟାମୀ ବେହେରା ଦାୟିତ୍ଵ ଗ୍ରହଣ କରିଛନ୍ତି l ଶ୍ରୀ ବେହେରା ଏହା ଆଗରୁ ପୁଇଁତଳା ଥାନାରେ କାର୍ଯ୍ୟରତ ଥିଲେ l ଆଗଲପୁର ଫାଣ୍ଡିରେ ଥିବା ମିର୍ଦ୍ଧା ବାବୁ ଙ୍କୁ ଲାଠୋର୍ ଥାନାକୁ ବଦଳି କରାଯାଇଛି l ଆ
ଆାଗାମୀ ଦିନରେ ଆଗଲପୁର ଅଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ଉପରେ ସ୍ଵତନ୍ତ୍ର ଦୃଷ୍ଟି ଦେବାକୁ ଶ୍ରୀ ବେହେରା ପ୍ରତିଶ୍ରୁତି ଦେଇଛନ୍ତି l