-+91-9937148622 |

prerana_bgr@rediffmail.com |

  Monday 9th March 2026 |

| | | |

R.N.I. Regd No. ODIODI/2010/46693

Breaking News

ଜେଏସଏମ କଲେଜରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ    (09-Mar-2026)       ||      ଆନ୍ତର୍ଜାତୀୟ ମହିଳା ଦିବସରେ ଲେଣ୍ଡା ଗ୍ରାମର ସୁଲୋଚନା ମିଶ୍ର ସମ୍ବର୍ଦ୍ଧିତ   (08-Mar-2026)       ||      ଅବସରପ୍ରାପ୍ତ ଶିକ୍ଷକ ଯଜ୍ଞେଶ୍ବର ପାଣିଗ୍ରାହୀଙ୍କ ପରଲୋକ    (08-Mar-2026)       ||      ରାଜ୍ୟରେ ସାମ୍ବାଦିକ ସୁରକ୍ଷା ଆଇନ ଯଥାଶୀଘ୍ର କାର୍ଯ୍ୟକାରୀ କରାଯିବା ଉଚିତ    (08-Mar-2026)       ||      ଆନ୍ତର୍ଜାତିକ ମହିଳା ଦିବସ ପାଳିତ    (08-Mar-2026)       ||      ଉତ୍କଳ ମହିଳା ବିକାଶ ପରିଷଦ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ    (08-Mar-2026)       ||      ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ବଲାଙ୍ଗିର ମହିଳା ସମିତି ର ଆନ୍ତର୍ଜାତିକ ମହିଳା ଦିବସ ପାଳନ    (08-Mar-2026)       ||      ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ବଲାଙ୍ଗିର ମହିଳା ସମିତି ର ଆନ୍ତର୍ଜାତିକ ମହିଳା ଦିବସ ପାଳନ    (08-Mar-2026)       ||      ବିନିକା ଗୋକୁଳାଷ୍ଟମୀ ମହୋତ୍ସବ ସମ୍ପାଦକଙ୍କ ପରଲୋକ   (08-Mar-2026)       ||      ତହଁକ୍ ତିହାର୍ ଉଦଯାପିତ   (08-Mar-2026)       ||      ଲୋୟର ସୁକତେଲ ଡ୍ୟାମ ଅଂଚଳର ସାମଗ୍ରିକ ଉନ୍ନତି ପାଇଁ ୧୨ଟି ପ୍ରସ୍ତାବ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ପ୍ରଦାନ   (08-Mar-2026)       ||      ଅନ୍ତର୍ଜାତୀୟ ମହିଳା ଦିବସରେ ବିଏମ୍ ସିର ଗଣଦୌଡ♦️ “ମହିଳାମାନଙ୍କ ଶକ୍ତି ସୁରକ୍ଷା ବଳୟରେ ପରିଣତ ହେଉ”-ବାଚସ୍ପତି   (08-Mar-2026)       ||      ୱାର୍ଲଡ ଓଡ଼ିଶା ସୋସାଇଟି ଦ୍ୱାରା ଦିଲ୍ଲୀରେ ଶକ୍ତି ଉତ୍ସବ ଆୟୋଜିତ   (08-Mar-2026)       ||      ନୂଆପଡ଼ା ଜିଲ୍ଲା ପ୍ରଶାସନ ପକ୍ଷ ରୁ ଆନ୍ତର୍ଜାତିକ ମହିଳା ଦିବସ ପାଳିତ,   (08-Mar-2026)       ||      ଗୀତିନାଟ୍ୟ ‘ଅଭିମନ୍ୟୁ ବଧ’ ଭୁବନେଶ୍ୱର ସ୍ଥିତ ରବୀନ୍ଦ୍ରମଣ୍ଡପ ରେ ମଞ୍ଚସ୍ଥ   (08-Mar-2026)       ||      ୧୪-୧୫ ବର୍ଷୀୟ କିଶୋରୀମାନଙ୍କ ପାଇଁ ଦେଶବ୍ୟାପୀ ଏଚ୍‌ପିଭି ଟୀକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ   (07-Mar-2026)       ||      ଓଡ଼ିଆ ଚଳଚ୍ଚିତ୍ର "ଲାଇନବାଲା"ର ପୋଷ୍ଟର ଉନ୍ମୋଚନ ଓ ଟିଜର ରିଲିଜ୍   (07-Mar-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ସମୀକ୍ଷା ବୈଠକ    (07-Mar-2026)       ||      ସଶକ୍ତ ମହିଳାଙ୍କ ସମର୍ପଣର ପର୍ବ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ   (07-Mar-2026)       ||      ସର୍ବଭାରତୀୟ ସିଭିଲ ସର୍ଭିସ ପରୀକ୍ଷାରେ  ୧୦୦ ତମ ସ୍ଥାନ ହାସଲ କରିଥିବା ସାତ୍ତ୍ୱିକ ସତ୍ୟକାମଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ   (07-Mar-2026)       ||     

HOME   ରାଜ୍ୟ

ଲୋଇସିଂହା : ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ

24-Dec-2021



ଲୋଇସିଂହା, (ବିନୋଦ କୁମାର ଦୀପ ) ଲୋଇସିଂହା ବ୍ଲକ ସମନ୍ୱୟ ଶିଶୁବିକାଶ କେନ୍ଦ୍ର ଠାରେ ସିଡିପିଓ ଶ୍ରୀମତୀ ପ୍ରଜ୍ଞା ବାରିକ ତତ୍ୱାବଧାନରେ ଲୋଇସିଂହା ଅଂଚଳ ଅଙ୍ଗନବାଡି କର୍ମୀଙ୍କୁ ନେଇ ଜିଲ୍ଲାସ୍ତରୀୟ 'ଶିଶୁପାଇଁ ଦିନଟିଏ' କାର୍ଯ୍ୟକ୍ରମ

ମହିଳା ଓ ଶିଶୁ ବିଭାଗ ଓ ମିଶନ ଶକ୍ତି ବିଭାଗ ତରଫରୁ ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠିତ କାର୍ଯ୍ୟକ୍ରମର ଆଲୋଚନା ଚକ୍ରରେ ବାଲ୍ୟ ବିବାହକୁ ବାରଣ କରିବା, ପରିବାରକୁ ସମ୍ମାନ ଦେବା ଓ ଉନ୍ନତି ଆଣିବା, ପରିବାରରେ ସମାନତା, ପିଲାଙ୍କୁ

ସମ୍ମାନ ଦେବା, ଶିଶୁ ଶ୍ରମିକକୁ ରୋକ ଲଗାଇବା, ପିଲାମାନେ କିଭଳି ସୁରକ୍ଷିତ ରହିବେ, ଶିଶୁ ଅଧିକାର ଓ ସୁରକ୍ଷା, କନ୍ୟା ସନ୍ତାନକୁ ପରିବାରରେ ସମ୍ମାନ ଦେଵାସହ ଶିକ୍ଷାପ୍ରତି ଧ୍ୟାନଦେବା ଏଭଳି ପିଲାଙ୍କ ବିଷୟକୁ ନେଇ ଅନେକ ବିଷୟରେ ଆଲୋଚନା ହୋଇଥିଲା l କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ବିଡ଼ିଓ ରାମଚନ୍ଦ୍ର ଖାଡ଼ିଆ, ଜିପିଇଓ କିଶୋର ଚନ୍ଦ୍ର ମାନସିଂହ ସହ ଅନ୍ୟାନ୍ୟ କର୍ମଚାରୀ ମାନ ଉପସ୍ଥିତ ଥିଲେ l


News Comment




Photo in News

Advertisment
Lastest News
  ରାଜ୍ୟ  
ଜେଏସଏମ କଲେଜରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ   09-Mar-2026
  ଜିଲ୍ଲା  
ଆନ୍ତର୍ଜାତୀୟ ମହିଳା ଦିବସରେ ଲେଣ୍ଡା ଗ୍ରାମର ସୁଲୋଚନା ମିଶ୍ର ସମ୍ବର୍ଦ୍ଧିତ   08-Mar-2026
  ରାଜ୍ୟ  
ଅବସରପ୍ରାପ୍ତ ଶିକ୍ଷକ ଯଜ୍ଞେଶ୍ବର ପାଣିଗ୍ରାହୀଙ୍କ ପରଲୋକ   08-Mar-2026
  ଜିଲ୍ଲା  
ରାଜ୍ୟରେ ସାମ୍ବାଦିକ ସୁରକ୍ଷା ଆଇନ ଯଥାଶୀଘ୍ର କାର୍ଯ୍ୟକାରୀ କରାଯିବା ଉଚିତ   08-Mar-2026
  ଜିଲ୍ଲା  
ଆନ୍ତର୍ଜାତିକ ମହିଳା ଦିବସ ପାଳିତ   08-Mar-2026
  ଜିଲ୍ଲା  
ଉତ୍କଳ ମହିଳା ବିକାଶ ପରିଷଦ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ   08-Mar-2026
  ଜିଲ୍ଲା  
ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ବଲାଙ୍ଗିର ମହିଳା ସମିତି ର ଆନ୍ତର୍ଜାତିକ ମହିଳା ଦିବସ ପାଳନ   08-Mar-2026
  ଜିଲ୍ଲା  
ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ବଲାଙ୍ଗିର ମହିଳା ସମିତି ର ଆନ୍ତର୍ଜାତିକ ମହିଳା ଦିବସ ପାଳନ   08-Mar-2026
  ଜିଲ୍ଲା  
ବିନିକା ଗୋକୁଳାଷ୍ଟମୀ ମହୋତ୍ସବ ସମ୍ପାଦକଙ୍କ ପରଲୋକ   08-Mar-2026
  ଜିଲ୍ଲା  
ତହଁକ୍ ତିହାର୍ ଉଦଯାପିତ   08-Mar-2026
  ଜିଲ୍ଲା  
ଲୋୟର ସୁକତେଲ ଡ୍ୟାମ ଅଂଚଳର ସାମଗ୍ରିକ ଉନ୍ନତି ପାଇଁ ୧୨ଟି ପ୍ରସ୍ତାବ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ପ୍ରଦାନ   08-Mar-2026
  ଜିଲ୍ଲା  
ଅନ୍ତର୍ଜାତୀୟ ମହିଳା ଦିବସରେ ବିଏମ୍ ସିର ଗଣଦୌଡ♦️ “ମହିଳାମାନଙ୍କ ଶକ୍ତି ସୁରକ୍ଷା ବଳୟରେ ପରିଣତ ହେଉ”-ବାଚସ୍ପତି   08-Mar-2026

You Might Also Like