-+91-9937148622 |
prerana_bgr@rediffmail.com |
Monday 9th March 2026 |
R.N.I. Regd No. ODIODI/2010/46693
Breaking News
24-Dec-2021
ବଲାଙ୍ଗିର,(ପ୍ରେରଣା ଖବର ବ୍ୟୁରୋ) : ଆଗଲପୁର ବ୍ଳକ ଅଧୀନରେ ଥିବା ବଡଟିକା ପ୍ରାଥମିକ କୃଷି ସମବାୟ ସମିତି(PACS) ରେ ଗତକାଲି ଧାନ କିଣାର ଶୁଭାରମ୍ଭ ହୋଇଛି l ଏହାକୁ ଗାଁ ର ଜଣେ ଚାଷୀ ଗଁତିଆ ଅଶୋକ ପଟେଲ ଏହି ପେକ୍ସର ଶୁଭ ଉଦଘାଟନ କରିଥିଲେ l ଆଜି ପର୍ଯ୍ୟନ୍ତ ଏଠାରେ ୫୭୦ ଜଣ ଚାଷୀ ନିଜର ନାମ ପଞ୍ଜୀକୃତ କରିସାରିଲେଣି l ଧାନ ବିକ୍ରି କରିଥିବା ଚାଷୀ ମାନଙ୍କୁ ଆଜି ପର୍ଯ୍ୟନ୍ତ ମୋଟ ୨୨ ହଜାର ଟଂକା ପ୍ରଦାନ କରାଯାଇଥିବା ବଡ଼ଟିକା ପେକ୍ସ ସମ୍ପାଦକ ଜଗନ୍ନାଥ ପ୍ରଧାନ ସୂଚନା ଦେଇଛନ୍ତି l