-+91-9937148622 |
prerana_bgr@rediffmail.com |
Wednesday 11th March 2026 |
R.N.I. Regd No. ODIODI/2010/46693
Breaking News
23-Dec-2021
ବଲାଙ୍ଗିର, ଲାଠୋର ପୋଲିସ ଥାନା ଅଧିକାରୀ କୁମ୍ଭକର୍ଣ୍ଣ ନିଦ୍ରାରେ l ଏଠାରୁ ହଜାର ହଜାର ଦାଦନ ଶ୍ରମିକ ବାହାର ରାଜ୍ୟ କୁ ଚାଲାଣ ହେଉଛନ୍ତି l ପୋଲିସ ନିରିହ ଦାଦନ ସରଦାର ଙ୍କର ଉପରେ ଦାଉସାଧୁଛି କିନ୍ତୁ ଵଡଵଡିଆ ସରଦାରଙ୍କୁ ଙ୍କ ପାଇଁ ସବୁ ମାଫ l
ନିରୀହ ଦାଦନ ସରଦାର ଉପରେ ଵାରମ୍ଵାର ଦାଉସାଧୁଛି ଲାଠୋର ପୋଲିସ ।ବଲାଙ୍ଗୀର ଏସପି ଓ ବଲାଙ୍ଗୀର ଜିଲ୍ଲାପାଳ ଆଗାମୀ ଦିନରେ ଦାଦନ ଶ୍ରମିକଙ୍କ ଚାଳଣା ଉପରେ ରୋକ ନ ଲଗାନ୍ତି ତେବେ କରୋନା ମହାମାରୀ ପରି ମହାମାରୀ ରେ ଅନେକ ଦାଦନ ଶ୍ରମିକ ଙ୍କ ଜୀବନ ଯାଇପାରେ l
(ଅନ୍ତର୍ଯ୍ୟାମୀ ସାହୁଙ୍କ ରିପୋର୍ଟ)