-+91-9937148622 |

prerana_bgr@rediffmail.com |

  Wednesday 23rd September 2026 |

| | | |

R.N.I. Regd No. ODIODI/2010/46693

Breaking News

ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||      *ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   (23-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (23-Sep-2026)       ||      ଟ୍ରେନରୁ ଖସି ପଡ଼ି ଯୁବକ ମୃତ   (23-Sep-2026)       ||      ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   (23-Sep-2026)       ||      ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ    (23-Sep-2026)       ||      ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   (23-Sep-2026)       ||      ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||      *୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   (22-Sep-2026)       ||      *ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   (22-Sep-2026)       ||      ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   (22-Sep-2026)       ||      ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ମୁଖ୍ୟଙ୍କ ସହ ପ୍ରମୁଖ ନେତୃତ୍ୱ ଓଜେସିରେ ସାମିଲ ଚାଷୀଙ୍କ ପାଇଁ ଲଢ଼ିବୁ, ଚାଷୀଙ୍କୁ ନେଇ ବଢ଼ିବୁ : ମହମ୍ମଦ ମୋକିମ୍ ଚାଷୀଙ୍କ ଦଳ ହେବ ଓଜେସି : ଶେଷଦେବ ନନ୍ଦ    (22-Sep-2026)       ||      ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ରଅଞ୍ଚଳରେ ନବ ଭାରତ ସାକ୍ଷରତା ପରୀକ୍ଷା ସଫଳତାର ସହ ଅନୁଷ୍ଠିତ   (22-Sep-2026)       ||     

HOME   ଜିଲ୍ଲା

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର(କୋର୍ଟଛକ) ପ୍ରାଙ୍ଗଣରେ ଜଗତସିଂହପୁର ଉପ ଡାକମଣ୍ଡଳ ତରଫରୁ ୨୦୨୧-୨୨ ବିତ୍ତୀୟ ବର୍ଷର ଡାକମେଳା ଅନୁଷ୍ଠିତ

21-Dec-2021



ଜଗତସିଂହପୁର: ଆଜି କଟକ ଦକ୍ଷିଣ ଡାକମଣ୍ଡଳ ପ୍ରଶାସନିକ ପରିସରଭୁକ୍ତ ଜଗତସିଂହପୁର ଜିଲ୍ଲାରେ ଥିବା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର(କୋର୍ଟଛକ) ପ୍ରାଙ୍ଗଣରେ ଜଗତସିଂହପୁର ଉପ ଡାକମଣ୍ଡଳ ତରଫରୁ ସହକାରୀ ଡାକ ଅଧିକ୍ଷକ ଶ୍ରୀଯୁକ୍ତ ଗୋପବନ୍ଧୁ ସାହୁଙ୍କ ଅଧକ୍ଷତାରେ ଏକ ୨୦୨୧-୨୨ ବିତ୍ତୀୟ ବର୍ଷର ଡାକମେଳା ଅନୁଷ୍ଠିତ ହୋଇଯାଇଛି।ଏହି ମେଳାରେ ମୁଖ୍ୟ ଅତିଥି ଭାବେ ଓଡିଶା ପରିମଣ୍ଡଳର ନିର୍ଦ୍ଧେଶକ(DPS) ଶ୍ରୀଯୁକ୍ତ ଆଦିତ୍ୟ କୁମାର ନାୟକ ଯୋଗଦାନ କରିଥିଲେ | ତାଙ୍କ ସହ ସମ୍ମାନିତ ଅତିଥିଭାବେ କଟକ ଦକ୍ଷିଣ ଡାକମଣ୍ଡଳର ଡାକ ଅଧିକ୍ଷକ ଶ୍ରୀଯୁକ୍ତ ଗଜେନ୍ଦ୍ର ପ୍ରସାଦ କର ସଭାମଣ୍ଡନ କରିବା ସହିତ IPPB ର ଆସିଷ୍ଟାଣ୍ଟ ମ୍ୟାନେଜର ଶୁଭଙ୍କର ମହାପାତ୍ର ଏବଂ ଜଗତସିଂହପୁର ଉପ ଡାକମଣ୍ଡଳ ଅଧୀନରେ ଥିବା ସମସ୍ତ ଶାଖା ଡାକଘରର କର୍ମଚାରୀବୃନ୍ଦ ଉପସ୍ଥିତ ଥିଲେ |ପ୍ରଥମେ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଦ୍ୱାରା ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା | ଶ୍ରୀଯୁକ୍ତ ନାୟକ ପ୍ରଥମେ ପ୍ରଦୀପ ପ୍ରଜ୍ବଳନ କରି ସଭା ଆରମ୍ଭ କରିଥିଲେ ଏବଂ ଶ୍ରୀଯୁକ୍ତ  ସାହୁ ସଭାକୁ ଆଗେଇ ନେଇଥିଲେ   । ପଳସାର ସହକାରୀ ଶାଖା ଡାକପାଳ ଶ୍ରୀ ଅଟଳ ବିହାରୀ ପଣ୍ଡା ସଭାକୁ ସଂଯୋଜନା କରିଥିଲେ | ପୋଷ୍ଟ ଅଫିସରେ ଜୀବନବୀମା ଯଥା PLI ଓ RPLI ସହିତ ବିଭିନ୍ନ ସଞ୍ଚୟ ଖାତା ଯେପରିକି ସୁକନ୍ୟା ସମୃଦ୍ଧି ଆକାଉଣ୍ଟ,ସିନିଅର ସିଟୀଜେନ ସ୍କିମ, ରିକରିଙ୍ଗ ଡିପୋଜିଟ,ନାସନାଲ ଶେଭିଂ ସାର୍ଟିଫିକେଟ, ସ୍ପିଡ଼ପୋଷ୍ଟ, ରେଜିଷ୍ଟ୍ର ପୋଷ୍ଟ, ଆଦି ସେବା ଓ ସେଗୁଡିକର ଉପାଦେୟତା ଭଳି ଆହୁରି ଅନେକ ସେବାଗୁଡିକ ସହିତ ବ୍ୟାଙ୍କିଙ୍ଗ ସୁବିଧା ମଧ୍ୟ ଇଣ୍ଡିଆ ପୋଷ୍ଟ ପେମେଣ୍ଟସ ବ୍ୟାଙ୍କ ଦ୍ୱାରା କିପରି ସବୁ

ଗାଁଗହଳି ରେ ଓ ଘରେ ଘରେ ପହଂଚିପାରିବ ଏବଂ ଗାଁ ଗହଳିର  ଲୋକମାନେ ଆଉ ବ୍ୟାଙ୍କ ନ ଯାଇ ଧାଡି ରେ ନ ଠିଆ ହୋଇ ପୋଷ୍ଟ ଅଫିସରୁ କିପରି ସମସ୍ତ ବ୍ୟାଙ୍କ ର ଟଙ୍କା ଅତି ସହଜ ଉପାୟରେ ଉଠେଇନେଇପାରିବେ ବୋଲି ଡାକ ନିର୍ଦେଶକ ଶ୍ରୀଯୁକ୍ତ ନାୟକ କର୍ମଚାରୀମାନଙ୍କୁ ଅବଗତ କରାଇଥିଲେ ଏହା ସହିତ ସମ୍ମାନିତ ଅତିଥି କଟକ ଦକ୍ଷିଣ ଡାକମଣ୍ଡଳର ଅଧିକ୍ଷକ ଶ୍ରୀଯୁକ୍ତ କର ଡାକ ବିଭାଗର ବିଭିନ୍ନ ସେବା ବିଷୟରେ କର୍ମଚାରୀଙ୍କୁ ସଂକ୍ଷେପରେ ଆଲୋକପାତ କରିଥିଲେ। ଦେବାଶିଷ ଦାସ, ପ୍ରଭାତ ଚନ୍ଦ୍ର ଜେନା, ବାସନ୍ତୀ ନାୟକ, ସୁଦାମ ଚରଣ ମଲ୍ଲିକ,ଧର୍ମାନନ୍ଦ ବିଶ୍ଵାଳ,ଅଜୟ କୁମାର ଦାଶ,ମହେଶ୍ୱର ପାଣି, ଦେବାଶିଷ ସାହୁଙ୍କ ଭଳି ଶାଖା ଡାକପାଳମାନେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବାରୁ ନିର୍ଦ୍ଦେଶକଙ୍କ ଠାରୁ ମାନପତ୍ର ଓ ପୁରସ୍କାର ଗ୍ରହଣ କରିଥିଲେ। ସର୍ବଶେଷରେ ଶ୍ରୀଯୁକ୍ତ ସାହୁ ଡାକବିଭାଗର ଉତ୍ତରୋତ୍ତର ଉନ୍ନତି ପାଇଁ ସମସ୍ତେ କିପରି ପ୍ରଚେଷ୍ଟା କରିବେ ସେ ସମ୍ବନ୍ଧରେ କର୍ମଚାରୀ ମାନଙ୍କୁ ମନ୍ତ୍ରଣା ଦେବା ସହ ଧନ୍ୟବାଦ ଅର୍ପଣ କରି ସଭାସାଙ୍ଗ କରିଥିଲେ | Overseer ଶ୍ରୀଯୁକ୍ତ ମନ୍ମଥ ରାମ ଏବଂ ଦୁର୍ଗା ପ୍ରସାଦ ପାତ୍ର  ସଭାକୁ ସୁସଂଗଠିତ ଭାବେ ଆୟୋଜନ କରାଇଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   23-Sep-2026
  ଜିଲ୍ଲା  
ଜିଲ୍ଲା ବ୍ରାହ୍ମଣ ମହାସଭା   23-Sep-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ   23-Sep-2026
  ଜିଲ୍ଲା  
ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   23-Sep-2026
  ଜିଲ୍ଲା  
*ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   23-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   23-Sep-2026
  ଜିଲ୍ଲା  
ଟ୍ରେନରୁ ଖସି ପଡ଼ି ଯୁବକ ମୃତ   23-Sep-2026
  ଜିଲ୍ଲା  
ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   23-Sep-2026
  ଜିଲ୍ଲା  
ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   23-Sep-2026
  ଜିଲ୍ଲା  
ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   23-Sep-2026
  ଜିଲ୍ଲା  
ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ   22-Sep-2026
  ଜିଲ୍ଲା  
ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   22-Sep-2026

You Might Also Like