-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||      *ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   (23-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (23-Sep-2026)       ||      ଟ୍ରେନରୁ ଖସି ପଡ଼ି ଯୁବକ ମୃତ   (23-Sep-2026)       ||      ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   (23-Sep-2026)       ||      ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ    (23-Sep-2026)       ||      ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   (23-Sep-2026)       ||      ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||      *୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   (22-Sep-2026)       ||      *ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   (22-Sep-2026)       ||      ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   (22-Sep-2026)       ||     

HOME   ଜିଲ୍ଲା

ନିରୀହ ବିଧବା ମହିଳା ମାନଙ୍କ ଦୁଃଖ କେବେ ବୁଝିବେ ସରକାର

21-Dec-2021



କଳାହାଣ୍ଡି
କୋକସରା(ତ୍ରିନାଥ ବେଶ୍ରା)
ଗରିବ ନିରୀହ ବିଧବା ମହିଳା ମାନଙ୍କ ପାଇଁ ସରକାର ଙ୍କ ବିଭିନ୍ନ ପ୍ରକାର ଯୋଜନା ଥିଲେ ମଧ୍ୟ୍ୟ ଆଜିବି ବଞ୍ଚିତ ହେଉଛନ୍ତି ଏହି ମହିଳା ମାନେ l ଏ ଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି,
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମହିମା ପଞ୍ଚାୟତ ଅଧିନସ୍ଥ ଧୋବେନପଡା ଗ୍ରାମରେ ବସବାସ କରୁଥିବା ନିରୀହ ଗରିବ ବିଧବା ମହିଳା  , ସେମାନେହେଲେ- ପ୍ରଫୁଲ୍ଲ ମୁଲକିଆ ବୟସ ୫୬ ସ୍ଵାମୀ-୰ ଶୁକ୍ରୁ ମୁଲକିଆ, ନୀଳା ମାଝି ବୟସ ୩୧ ସ୍ଵାମୀ-୰ ସାଧୁ ମାଝି, ସବିତା ମାଝି ବୟସ ୪୮         ସ୍ବାମୀ-୰ ମହେଶ୍ଵର ମାଝି   ଦୀର୍ଘ ଆଠ ରୁ ଦଶ ବର୍ଷ ହେଲା ଏମାନେ ବିଧବା ଭତ୍ତା ପାଇବାରୁ ବଞ୍ଚିତ ହୋଇଥିବା ଦେଖିବାକୁ ମିଳିଛି ।

ନାଗରିକ ବିକାଶ ସଂଗଠନ ପକ୍ଷରୁ କୋକସରା ବ୍ଲକ ସଂଯୋଜକ  ଉପେନ୍ଦ୍ର ସୁନାନି ଧୋବେନପଡା ଗ୍ରାମକୁ ଯାଇ ବିଧବା ଭତ୍ତା ପାଉ ନ ଥିବା ଏହି ତିନି ଜଣ ବିଧବା ମାଁ ମାନଙ୍କୁ ଚିହ୍ନଟ କରି ସ୍ଵସ୍ତିକ ଟିଭି ମାଧ୍ୟମରେ ଖବର ପ୍ରସାରଣ କରିବା ନିମନ୍ତେ ଆମ ପ୍ରତିନିଧି ସହ ଯୋଗାଯୋଗ କରି ସେହି ଗ୍ରାମକୁଯାଇଥି ଲେ ଓ ସେହି ମହିଳା ମାନ ଙ୍କୁ ପଚାରି ବୁଝି ଥିଲେ ଯେ ,
ପ୍ରଫୁଲ୍ଲ ବେୱା ଦୀର୍ଘ ୯ ବର୍ଷ, ସବିତା ବେୱା ଦୀର୍ଘ ୧୦ ବର୍ଷ ଆଉ ନୀଳା ବେୱା ୨ ବର୍ଷ ହେଲେ ମଧ୍ୟ୍ୟ ଅନେକ ଥର ପଞ୍ଚାୟତରେ ସରପଞ୍ଚଙ୍କୁ ଆବେଦନ କରିବା ପରେ ମଧ୍ୟ ବିଧବା ଭତ୍ତାଟି ପାଇ ପାରି ନ ଥିଲେ । ତେଣୁ ସ୍ଵସ୍ତିକ ଟିଭି ମାଧ୍ୟମରେ ଏହି ତିନି ଜଣ ବିଧବା ମାଁ ମାନେ ସରକାରଙ୍କୁ ନିବେଦନ କରନ୍ତି କି ଯେତେ ଶୀଘ୍ର ସମ୍ଭବ ଏମାନଙ୍କୁ ବିଧବା ଭତ୍ତା ଓ ଆବାସ ଗୃହ ପ୍ରଦାନ କଲେ ତାଙ୍କ ପରିବାର ଲୋକେ ଉପକୃତ ହୋଇପାରିବେ ବୋଲି  ନାଗରିକ ବିକାଶ ସଂଗଠନ କର୍ମ କର୍ତ୍ତା ଉପେନ୍ଦ୍ର ଶୁନାନି ସରକାର ଙ୍କ ପାଖରେ   ନିବେଦନ କରିଛନ୍ତି l ଓ ପ୍ରତ୍ୟେକ ଗାଁ  କୁ ଗାଁ ବୁଲି ଲୋକ ମାନଙ୍କ ସମସ୍ୟାକୁ  ଚିହ୍ନଟ କରି ସରକାର ପାଖରେ ପହଞ୍ଚାଇବା ପାଇଁ ପ୍ରତି ସୃତି ଦେଇଥିଲେ  ll


News Comment




Photo in News

Advertisment
Lastest News
  ଜିଲ୍ଲା  
ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   23-Sep-2026
  ଜିଲ୍ଲା  
ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   23-Sep-2026
  ଜିଲ୍ଲା  
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   23-Sep-2026
  ଜିଲ୍ଲା  
ଜିଲ୍ଲା ବ୍ରାହ୍ମଣ ମହାସଭା   23-Sep-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ   23-Sep-2026
  ଜିଲ୍ଲା  
ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   23-Sep-2026
  ଜିଲ୍ଲା  
*ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   23-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   23-Sep-2026
  ଜିଲ୍ଲା  
ଟ୍ରେନରୁ ଖସି ପଡ଼ି ଯୁବକ ମୃତ   23-Sep-2026
  ଜିଲ୍ଲା  
ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   23-Sep-2026
  ଜିଲ୍ଲା  
ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   23-Sep-2026
  ଜିଲ୍ଲା  
ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   23-Sep-2026

You Might Also Like