-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||      *ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   (23-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (23-Sep-2026)       ||      ଟ୍ରେନରୁ ଖସି ପଡ଼ି ଯୁବକ ମୃତ   (23-Sep-2026)       ||      ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   (23-Sep-2026)       ||      ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ    (23-Sep-2026)       ||      ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   (23-Sep-2026)       ||      ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||      *୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   (22-Sep-2026)       ||      *ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   (22-Sep-2026)       ||      ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   (22-Sep-2026)       ||     

HOME   ଜିଲ୍ଲା

ସାମ୍ବାଦିକଙ୍କ ପରିବାରକୁ ରାତିଅଧିଆ ଆକ୍ରମଣ ମାମଲା: ଭୟରେ ସାମ୍ବାଦିକଙ୍କ ପରିବାର, ଜାମିନ ରୁ ଆସିଲା ପରେ ବି ପ୍ରତିଶୋଧ ପରାୟଣ ଦୁର୍ବୃତ୍ତ

21-Dec-2021



ଦେଓଗାଁ (ପ୍ରେରଣା ଖବର): ସାପ୍ତାହିକ 'ପ୍ରେରଣା' ର ସାମ୍ବାଦିକ ସାମ୍ବାଦିକ ଅନ୍ତର୍ଯ୍ୟାମୀ ସାହୁଙ୍କ ପରିବାରକୁ ଗତ କିଛି ଦିନ ତଳେ ମରଣାନ୍ତକ ଆକ୍ରମଣ ଘଟଣାରେ ୫ ଜଣଙ୍କ ନାମରେ ମାମଲା ରୁଜୁ ହୋଇଥିଲା lସେମାନଙ୍କ ମଧ୍ୟରୁ ଜଣେ ଗତ ଶୁକ୍ରବାର ଗିରଫ ହୋଇ ଜେଲ୍ ଯାଇ ଥିଲା ଓ ସୋମବାର ସର୍ତ୍ତମୂଳକ ଜାମିନରେ ରେ ଆସି ଥିଲା l ଅଭିଯୁକ୍ତ ମାନେ ଜାମିନ ପରେ ପ୍ରତିଶେlଧ ପରାୟଣ ହୋଇ ରାତି ୧୦ ରୁ ୧୧ଟା ମଧ୍ୟରେ ସାମ୍ଵାଦିକ ପରିବାରଙ୍କୁ ଭୁଜାଲି ଓ ଟାଙ୍ଗିଆ ଧରି ଆକ୍ରମଣ କରିଥିଲେ l ଦୁର୍ବୃତ୍ତ ମାନେ ସାମ୍ବାଦିକ ଶ୍ରୀ ସାହୁଙ୍କ ଘର ଵାହାର ପଟର ଲୁହାକବାଟ ଭାଙ୍ଗି ଦେଇଛନ୍ତି l ସାମ୍ଵାଦିକ ଶ୍ରୀ ସାହୁ ଭୟରେ ଦେଓଗାଁ ଥାନା ର ଦ୍ୱାରସ୍ଥ ହୋଇଛନ୍ତି l
ପ୍ରକାଶ ଥାଉ କି ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ, ମୋଵାଇଲ ଚୋରି, ଵନ୍ଧୁକ ଦେଖାଇ ହତ୍ଯା ଧମକ ଅଭିଯୋଗ ରେ ସମିର ସାହୁ ନାମକ ଜଣେ ଯୁବକ ଗିରଫ ହୋଇଥିବା ବେଳେ ଆଉ ୪ ଜଣଙ୍କୁ ଏପର୍ଯ୍ୟନ୍ତ ପୋଲିସ ଗିରଫ କରି ନାହିଁ।  

ଏଠାରେ ପ୍ରଶ୍ନ ଉଠେ, କାହାର  ଚାପରେ  ଦେଓଗାଁ ପୋଲିସ ? ଏପଟେ ସାମ୍ବାଦିକ ପରିବାର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ସାମ୍ବାଦିକଙ୍କୁ ୪ ଜଣ ମିଶି  ଆକ୍ରମଣ କରିଥିଲେ।ଆକ୍ରମଣ ରେ ସାମ୍ବାଦିକଙ୍କ ନାକ ଫାଟି ଵହୁ ଯୋରରେ ରକ୍ତ ସ୍ରାବ ହୋଇ ଘଟଣା ସ୍ଥଳରେ ମୂର୍ଚ୍ଛିତ ଅଵସ୍ଥା ରେ ପଡି ଯାଇଥିଲେ ତାଙ୍କରସ୍ତ୍ରୀ ଓ ପୁଅ ଝିଅ ଓପାଣି ପିଆଇ ଉଠାଇ ଆଣି ଦେଓଗାଁ ଥାନା ର ଆଶ୍ରୟ ନେଇଥିଲେ।ଓ ଦେଓଗାଁ ପୋଲିସ ସାହାୟତାରେ ଦେଓଗାଁ ମେଡିକାଲ କୁ  ଓ ପରେ ବଲାଙ୍ଗୀର ଭୀମ ଭୋଇ ମେଡିକାଲ ଡାକ୍ତରଖାନାରେ ଭର୍ତି କରିଥିଲେ l ନାକ ର ଅପରେସନ ପାଇଁ ପରାମର୍ଶ ଦେଇଛନ୍ତି। ଅପରେସନ କରା ନ ଯିବା ପର୍ଯ୍ୟନ୍ତ ପ୍ରତି ଦିନ  ଭୀମଭୋଇ ମେଡିକାଲକୁ ଆସି ଚେକିଂ କରିବା ପାଇଁ ପରାମର୍ଶ ଦେଇଛନ୍ତି ।ଏପଟେ ଵାକି ଅଭିଯୁକ୍ତ ଗିରଫ କରାନଯିବାରୁ ସାମ୍ବାଦିକ ପରିବାର ଭୟଭୀତ ଅଵସ୍ଥା ରେ ଅଛନ୍ତି।। ପ୍ରକାଶ ଥାଉ କି ଗତ ୨୦  ବର୍ଷ ତଳେ ଵନ୍ଧୁକ କାରାଵାର ସଂଶ୍ଲିଷ୍ଟ ରେ ଜେଲ୍ ଯାଇ ଥିଲେ ଅଭିୟୁକ୍ତ  ଜନ୍ମଜୟ ସାହୁ  lସେହି ସମୟରେ ବିଭିନ୍ନ ପତ୍ରପତ୍ରିକା ରେ ଏହି ଖବର ପ୍ରକାଶ ପାଇଥିଲା l ସାମ୍ବାଦିକ ଶ୍ରୀ ସାହୁ ଙ୍କ  ନାକ ଅପରେସନ ପାଇଁ  ଡାକ୍ତର ମାନେ ତାଙ୍କୁ ଵୁର୍ଲ। ମେଡିକାଲକୁ ରେଫର କରିଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   23-Sep-2026
  ଜିଲ୍ଲା  
ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   23-Sep-2026
  ଜିଲ୍ଲା  
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   23-Sep-2026
  ଜିଲ୍ଲା  
ଜିଲ୍ଲା ବ୍ରାହ୍ମଣ ମହାସଭା   23-Sep-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ   23-Sep-2026
  ଜିଲ୍ଲା  
ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   23-Sep-2026
  ଜିଲ୍ଲା  
*ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   23-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   23-Sep-2026
  ଜିଲ୍ଲା  
ଟ୍ରେନରୁ ଖସି ପଡ଼ି ଯୁବକ ମୃତ   23-Sep-2026
  ଜିଲ୍ଲା  
ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   23-Sep-2026
  ଜିଲ୍ଲା  
ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   23-Sep-2026
  ଜିଲ୍ଲା  
ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   23-Sep-2026

You Might Also Like