-+91-9937148622 |
prerana_bgr@rediffmail.com |
Friday 13th March 2026 |
R.N.I. Regd No. ODIODI/2010/46693
Breaking News
21-Dec-2021
ବଲାଙ୍ଗିର, ପୁଇଁତଳା ବ୍ଳକ ଅଧୀନରେ ଥିବା ପିପିର୍ଡା ପ୍ରାଥମିକ କୃଷି ସମବାୟ ସମିତି(PACS) ରେ ଧାନ କିଣାର ଶୁଭାରମ୍ଭ ହୋଇଛି l ଗାଁ ର ଜଣେ ଚାଷୀ ବିଜୟ ବାବୁ ଏହି ପେକ୍ସ ର ଶୁଭ ଉଦଘାଟନ କରିଥିଲେ l ଆଜି ପର୍ଯ୍ୟନ୍ତ ଏଠାରେ ୪୭୧ ଜଣ ଚାଷୀ ନିଜର ନାମ ପଞ୍ଜୀକୃତ କରିସାରିଲେଣି l ଧାନ ବିକ୍ରି କରିଥିବା ଚାଷୀ ମାନଙ୍କୁ ଆଜି ପର୍ଯ୍ୟନ୍ତ ମୋଟ ୨୨ ହଜାର ଟଂକା ପ୍ରଦାନ କରାଯାଇଥିବା ପିପିର୍ଡା ପେକ୍ସ ସମ୍ପାଦକ ସବ୍ୟସାଚୀ ବାବୁ ସୂଚନା ଦେଇଛନ୍ତି l
(ଅନ୍ତର୍ଯ୍ୟାମୀ ସାହୁଙ୍କ ରିପୋର୍ଟ)