-+91-9937148622 |
prerana_bgr@rediffmail.com |
Friday 13th March 2026 |
R.N.I. Regd No. ODIODI/2010/46693
Breaking News
21-Dec-2021
ବରଗଡ଼,: ସ୍ଥାନୀୟ ଇମ୍ପେରିଆଲ କଲେଜରେ ପାରମ୍ପରିକ ଭାବରେ ପ୍ରତିବର୍ଷ ଭଳି ଫ୍ରେଶର୍ସ ଡେ ଅନୁଷ୍ଠିତ ହୋଇଯାଇଅଛି | ଏହି ଅବସରରେ ହିନ୍ଦୀ ଟେଲିଭିଜନ ସିରିଆଲ "ବଡେ ଅଚ୍ଛେ ଲଗତେ ହେଁ -୨" ର ଅଭିନେତ୍ରୀ ଆଲେଫିଆ କପାଡ଼ିଆ ଅନଲାଇନ ମାଧ୍ୟମରେ ଜୋଗଦେଇ ଛାତ୍ରଛାତ୍ରୀ ମାନେ ନିଜର ଦୃଢ଼ ଇଚ୍ଛା ଶକ୍ତି ବଳରେ କିପରି ସର୍ବୋଚ୍ଚ ସ୍ଥାନରେ ପହଞ୍ଚିପାରିବେ ସେ ବିଷୟରେ ଆଲୋକପାତ କରିଥିଲେ | ପରିଶେଷରେ ମିଷ୍ଟର୍ ଫ୍ରେସର ଭାବରେ ତିରଜ୍ ରାଜ ନାୟକ ଓ ମିସ୍ ଫ୍ରେସର ଭାବରେ ସାଜିଆ ସାହିନକୁ ମନୋନୀତ କରାଯାଇଥିଲା ।