-+91-9937148622 |

prerana_bgr@rediffmail.com |

  Thursday 19th March 2026 |

| | | |

R.N.I. Regd No. ODIODI/2010/46693

Breaking News

*ଅସହାୟ ବୃଦ୍ଧ ଦମ୍ପତ୍ତି ଙ୍କ ପାଖରେ ପହଞ୍ଚିଲେ ଜିଲ୍ଲାପାଳ*- *ତଳେ ବସି ସମସ୍ୟା ବୁଝିଲେ*-   (19-Mar-2026)       ||      ସୁବର୍ଣ୍ଣପୁରରେ ଜିଲ୍ଲା ସ୍ତରୀୟ ସ୍ୱାସ୍ଥ୍ୟ ସମ୍ମିଳନୀ ଅନୁଷ୍ଠିତ   (19-Mar-2026)       ||      ଓଡ଼ିଶାର ସଫଳ ‘ଧାନ କ୍ରୟ ମଡେଲ’ ଅନୁଧ୍ୟାନ କରିଛନ୍ତି ଛତିଶଗଡ଼ ପ୍ରତିନିଧି ଦଳ   (18-Mar-2026)       ||      ଗଣ୍ଡ ସମାଜ ବଲାଙ୍ଗୀର ଜିଲ୍ଲା ସଡ଼ବଂଶୀ ବିକାଶ ପରିଷଦ ର ନୂତନ କମିଟି ଗଠନ   (18-Mar-2026)       ||      ଟ୍ରକ ଧକ୍କାରେ ବାଇକ ଆରୋହୀ ମୃତ,ଜଣେ ଆହତ l   (18-Mar-2026)       ||      ଲୋକସଭାରେ ବରଗଡ଼ର ସମସ୍ୟା ଉଠାଇଲେ ସାଂସଦ ପ୍ରଦୀପ ପୁରୋହିତ   (18-Mar-2026)       ||      ଜୟଦେବ ସମାରୋହର ଦ୍ଵିତୀୟ ସନ୍ଧ୍ୟା : ସମବେତ ଓଡ଼ିଶୀ ସଙ୍ଗୀତ ଓ ଛଉ ନୃତ୍ୟରେ ଦର୍ଶକ ମନ୍ତ୍ରମୁଗ୍ଧ    (18-Mar-2026)       ||      କଟକ ଏସ୍ ସି ବି ଅଗ୍ନି କାଣ୍ଡ ରେ ମୃତାହତ ଘଟଣା ପରିଚାଳନା ଓ ପ୍ରଶାସନିକ ଅବହେଳା ର ଚରମ ନିଦର୍ଶନ।- କଂଗ୍ରେସ ପ୍ରତିନିଧି ମଣ୍ଡଳୀ*   (18-Mar-2026)       ||      ଶିକ୍ଷିତ କିଶୋରୀ, ସଶକ୍ତ ଭାରତ: ମୁରୁମକେଲ ପି.ଏମ୍. ଶ୍ରୀ ବିଦ୍ୟାଳୟରେ ‘କିଶୋରୀ ବାଳିକା ଶିକ୍ଷା କାର୍ଯ୍ୟକ୍ରମ’ ଅନୁଷ୍ଠିତ   (18-Mar-2026)       ||      ଶିକ୍ଷିତ କିଶୋରୀ, ସଶକ୍ତ ଭାରତ: ମୁରୁମକେଲ ପି.ଏମ୍. ଶ୍ରୀ ବିଦ୍ୟାଳୟରେ ‘କିଶୋରୀ ବାଳିକା ଶିକ୍ଷା କାର୍ଯ୍ୟକ୍ରମ’ ଅନୁଷ୍ଠିତ   (18-Mar-2026)       ||      ଡୁମଛାଲି ଜଙ୍ଗଲରେ ଦୁର୍ଦାନ୍ତ ଅପରାଧୀ ଟିମାକୁ ଏନକାଉଣ୍ଟର    (18-Mar-2026)       ||      ଯୋଗ ବାରୁଣୀରେ ବୁଡ଼ ପକାଇଲେ ହଜାର ହଜାର ଶ୍ ଶ୍ରଦ୍ଧାଳୁ   (18-Mar-2026)       ||      ଡାହାଣୀଖିଆ ଗ୍ରାମରେ ବାଲି ମାଫିଆଙ୍କ ଦବଙ୍ଗଗିରି ଓ ବାଲି ଚାଲାଣ   (18-Mar-2026)       ||      ମା ମଙ୍ଗଳାଙ୍କ ପୀଠରେ ୨ୟ ପାଳି ପବିତ୍ର ଚୈତ୍ର ଝାମୁଯାତ୍ରା କାକଟପୁରରେ ଭକ୍ତିମୟ ପରିବେଶ, ହଜାର ହଜାର ଭକ୍ତଙ୍କ ସମାଗମ   (18-Mar-2026)       ||      ଧୋବାତୋଟା ମେଳଣ ଉତ୍ସବ   (18-Mar-2026)       ||      ବଲାଙ୍ଗୀର ର ବୋହୂ ସଂଗୀତାଙ୍କୁ ମାଟି ଲଗ୍ନା ସେବାରତ୍ନ ସମ୍ମାନ    (18-Mar-2026)       ||      ଗାଁ ପୋଖରୀ ସଫା ଓ ବୃକ୍ଷରୋପଣ   (18-Mar-2026)       ||      ଖଣି ଖନନ ନିଲାମକୁ ଦୃଢ଼ ବିରୋଧ - ରତାଖଣ୍ଡିରେ ଵିଶାଲ ସମାବେଶ    (18-Mar-2026)       ||      ଝିଅ ଆଉ ଗଛ ମଣିଷ ସମାଜ ପାଇଁ ଅତି ଆବଶ୍ୟକ - ଜିଲ୍ଲାପାଳ   (18-Mar-2026)       ||      *ସୋନପୁର କଲେଜକୁ ସରକାରୀ ମାନ୍ୟତା ଦାବୀରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା*- *   (18-Mar-2026)       ||     

HOME   ଜିଲ୍ଲା

ପାଟଣାଗଡ଼, ବେଧଡ଼କ ଚାଲିଛି ଜୁଆ ଖେଳା

18-Dec-2021



ପାଟଣାଗଡ଼  ପାଟଣାଗଡ଼ ଉପଖଣ୍ଡ ବେଲପଡା, ଖପ୍ରାଖୋଲ, ପାଟଣାଗଡ଼ ବ୍ଳକ ଏବେ ପ୍ରଚୁର ପରିମାଣରେ ବେଆଇନ କାରବାର ବଢ଼ିଚାଲିଛି । ତତ୍ ସଙ୍ଗେ ସଙ୍ଗେ ଅପରାଧୀ ମାମଲା ବଢ଼ି ଚାଲିଥିବା ବେଳେ ବିଭିନ୍ନ ସ୍ଥାନରେ କିଛି ଅସାଜିକ ବ୍ୟକ୍ତି ଖୁଡୁଖୁଡୁ ପଟି ତଥା ଜୁଆ ଖେଳ କରିଚାଲିଛନ୍ତି। ବର୍ତ୍ତମାନ ଦାଦନ ଋତୁ ଚାଲିଥିବାରୁ ସର୍ଦ୍ଦାର ମାନେ ଦାଦନ ଶ୍ରମିକ ମାନଙ୍କୁ ବଇନା ଦେଉଛନ୍ତି ହେଲେ ସେହି ବଇନା ଟଙ୍କା କୁ ଠିକ୍ କାର୍ଯ୍ୟରେ ନ ଲଗାଇ ଜୁଆ ଖେଳ ରେ ଦେଇ ସର୍ବହରା ହେଉଛନ୍ତି। ସୂଚନାଯୋଗ୍ୟ ଯେ ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଳକ ଖପ୍ରାଖୋଲ ଥାନା ଗମ୍ଭାରୀ ଗାଁ ରେ ମାଁ ଲକ୍ଷ୍ମୀ ପୂଜା ଚାଲିଛି ଏବଂ ରାତିରେ ବିଭିନ୍ନ କାର୍ଯ୍ୟକ୍ରମ ଗୁଡିକ ଚାଲିଥିବା ଶୁଣିବାକୁ ମିଳୁଛି। ସେହି ପୂଜା ଠାରେ ରାତିରେ ଜୁଆ ଖେଳ ହେଉଥିବା ଶୁଭୁଛି ଏବଂ ଜୁଆ ଖେଳ ର ଗୋଟିଏ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଜଣାପଡ଼ିଛି।ଏହାକୁ ଭିତ୍ତିକରି ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁ ଯାତ୍ରା ପାଖକୁ ଆସି ଚେକିଂ କରିଥିଲେ ସୁଦ୍ଧା କୌଣସି ଢେର ପାଉନଥିବା ସେ କହିଛନ୍ତି।ଆମେ ତାଙ୍କୁ ଯୋଗାଯୋଗ କରି ପଚାରି ବୁଝିବା ରୁ ସେ କହିଲେ ମୁଁ ଗତକାଲି ରାତିରେ ଚେକିଂ କରିଥିଲି କିନ୍ତୁ କୌଣସି ପତ୍ତା ମିଳିନାହିଁ ଏବଂ ମୁଁ ମଧ୍ୟ ଶୁଣିବାକୁ ପାଇଲି ଯେ ପ୍ରକୃତରେ

ଏଠାରେ ଜୁଆ ଖେଳ ଚାଳିଛି। ଆଜି ଶେଷ ରାତିରେ ବାଧ୍ୟତାମୂଳକ ଧରିବା ପାଇଁ ଚେଷ୍ଟା କରିବି।ଏଠି ସନ୍ଦେହ ଜାତ ହେଉଛି ଯେ ଥାନା ର କୌଣସି ଷ୍ଟାଫ୍ ନିଶ୍ଚୟ ସହଯୋଗ କରୁଥିବେ ନଚେତ୍ ଅଫିସର ଇନ୍ଚାର୍ଜ ଆସିବା ଖବର ପାଉଛନ୍ତି କିପରି ? ଥାନା ଅଧିକାରୀ ମନାକଲା ପରେ ସୁଦ୍ଧା ଖେଳ ହେଉଥିବା ଆଶ୍ଚର୍ଯ୍ୟ ଜନକ କଥା। କେଉଁ ଗଦ୍ଦାର ଙ୍କ ଆଶିର୍ବାଦ ରେ ଏଭଳି କାର୍ଯ୍ୟ ହେଉଛି ତା ପ୍ରତି ନଜର ରଖି ଦୃଢ କାର୍ଯ୍ୟାନୁଷ୍ଠାନ କରିବା ପାଇଁ ସାଧାରଣରେ ଦାବି ହେଉଛି। ଦେଖିବାକୁ ବାକି ରହିଲା ଯେ ସତରେ ଆଜି ଥାନା ଅଧିକାରୀ ରମାକାନ୍ତ ସାହୁ ଜୁଆଡି ମାନଙ୍କୁ ଧରିବାରେ ସକ୍ଷମ ହେଉଛନ୍ତି ନାଁ ବିଫଳ ହେଉଛନ୍ତି।

• 


News Comment




Photo in News

Advertisment
Lastest News
  ଜିଲ୍ଲା  
*ଅସହାୟ ବୃଦ୍ଧ ଦମ୍ପତ୍ତି ଙ୍କ ପାଖରେ ପହଞ୍ଚିଲେ ଜିଲ୍ଲାପାଳ*- *ତଳେ ବସି ସମସ୍ୟା ବୁଝିଲେ*-   19-Mar-2026
  ଜିଲ୍ଲା  
ସୁବର୍ଣ୍ଣପୁରରେ ଜିଲ୍ଲା ସ୍ତରୀୟ ସ୍ୱାସ୍ଥ୍ୟ ସମ୍ମିଳନୀ ଅନୁଷ୍ଠିତ   19-Mar-2026
  ଜିଲ୍ଲା  
ଓଡ଼ିଶାର ସଫଳ ‘ଧାନ କ୍ରୟ ମଡେଲ’ ଅନୁଧ୍ୟାନ କରିଛନ୍ତି ଛତିଶଗଡ଼ ପ୍ରତିନିଧି ଦଳ   18-Mar-2026
  ଜିଲ୍ଲା  
ଗଣ୍ଡ ସମାଜ ବଲାଙ୍ଗୀର ଜିଲ୍ଲା ସଡ଼ବଂଶୀ ବିକାଶ ପରିଷଦ ର ନୂତନ କମିଟି ଗଠନ   18-Mar-2026
  ଜିଲ୍ଲା  
ଟ୍ରକ ଧକ୍କାରେ ବାଇକ ଆରୋହୀ ମୃତ,ଜଣେ ଆହତ l   18-Mar-2026
  ଜିଲ୍ଲା  
ଲୋକସଭାରେ ବରଗଡ଼ର ସମସ୍ୟା ଉଠାଇଲେ ସାଂସଦ ପ୍ରଦୀପ ପୁରୋହିତ   18-Mar-2026
  ଜିଲ୍ଲା  
ଜୟଦେବ ସମାରୋହର ଦ୍ଵିତୀୟ ସନ୍ଧ୍ୟା : ସମବେତ ଓଡ଼ିଶୀ ସଙ୍ଗୀତ ଓ ଛଉ ନୃତ୍ୟରେ ଦର୍ଶକ ମନ୍ତ୍ରମୁଗ୍ଧ   18-Mar-2026
  ଜିଲ୍ଲା  
କଟକ ଏସ୍ ସି ବି ଅଗ୍ନି କାଣ୍ଡ ରେ ମୃତାହତ ଘଟଣା ପରିଚାଳନା ଓ ପ୍ରଶାସନିକ ଅବହେଳା ର ଚରମ ନିଦର୍ଶନ।- କଂଗ୍ରେସ ପ୍ରତିନିଧି ମଣ୍ଡଳୀ*   18-Mar-2026
  ଜିଲ୍ଲା  
ଶିକ୍ଷିତ କିଶୋରୀ, ସଶକ୍ତ ଭାରତ: ମୁରୁମକେଲ ପି.ଏମ୍. ଶ୍ରୀ ବିଦ୍ୟାଳୟରେ ‘କିଶୋରୀ ବାଳିକା ଶିକ୍ଷା କାର୍ଯ୍ୟକ୍ରମ’ ଅନୁଷ୍ଠିତ   18-Mar-2026
  ଜିଲ୍ଲା  
ଶିକ୍ଷିତ କିଶୋରୀ, ସଶକ୍ତ ଭାରତ: ମୁରୁମକେଲ ପି.ଏମ୍. ଶ୍ରୀ ବିଦ୍ୟାଳୟରେ ‘କିଶୋରୀ ବାଳିକା ଶିକ୍ଷା କାର୍ଯ୍ୟକ୍ରମ’ ଅନୁଷ୍ଠିତ   18-Mar-2026
  ଜିଲ୍ଲା  
ଡୁମଛାଲି ଜଙ୍ଗଲରେ ଦୁର୍ଦାନ୍ତ ଅପରାଧୀ ଟିମାକୁ ଏନକାଉଣ୍ଟର   18-Mar-2026
  ଜିଲ୍ଲା  
ଯୋଗ ବାରୁଣୀରେ ବୁଡ଼ ପକାଇଲେ ହଜାର ହଜାର ଶ୍ ଶ୍ରଦ୍ଧାଳୁ   18-Mar-2026

You Might Also Like