-+91-9937148622 |

prerana_bgr@rediffmail.com |

  Friday 25th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||      ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||      *ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||     

HOME   ଜିଲ୍ଲା

ଘର ଉପରେ ଯାଇଛି ୧୧ କେଭି ବିଜୁଳି ତାର.... ଭୟରେ ପରିବାର ଲୋକେ.... ସ୍ଥାନାନ୍ତର ପାଇଁ ଅନୁରୋଧ  

17-Dec-2021



ବରଗଡ:-ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ କୁମେଲସିଂହା ଗ୍ରାମରେ ଗୋଟେ ପରିବାର ଙ୍କ ଘର ଉପରେ ୧୧ କେଭି ବିଜୁଳି ତାର ଦୀର୍ଘ ଦିନରୁ ଯାଇଥିବା ରୁ ସେମାନେ ବିଭାଗୀୟ କାର୍ଯ୍ୟନିରବାହି ଯନ୍ତ୍ରୀ ବରଗଡ ଙ୍କୁ ଭେଟି ଏକ  ପତ୍ର ଦେଇ ବିଜୁଳି ତାର କୁ ସ୍ଥାନାନ୍ତର ପାଇଁ  ଦୀର୍ଘ ୨ ମାସ ହୋଇ ଯାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରି ନାହାନ୍ତି l  ସୂଚନା ଅନୁସାରେ କୁମେଲସିଂହା ର ସାମାଜିକ କାର୍ଯ୍ୟକର୍ତା ଚମ୍ପେଶ୍ୱରୀ ସାହୁ ଙ୍କ ନିଜ ଘର ଉପରେ ଏହି ୧୧ କେଭି ତାର ଟି ଦୀର୍ଘ ୧୫ ବର୍ଷ ହେଲା ଯାଇଛି l ୨୦ ବର୍ଷ ପୂର୍ବରୁ ସେମାନେ ତାଙ୍କ ନିଜସ୍ୱ ପୈତୃକ ଜମି ରେ ଘର ନିର୍ମାଣ ପାଇଁ ମୂଳଦୁଆ ପକାଇଥିଲେ ଏବଂ ୧୫ ବର୍ଷ ପୂର୍ବରୁ ତାଙ୍କ ଘର ନିକଟରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ଉକ୍ତ ୧୧ କେଭି ବିଜୁଳି ତାର ଟି ଯାଇଥିଲା ହେଲେ  ସ୍ୱାସ୍ଥ୍ୟକେନ୍ଦ୍ର ର ନୂତନ କୋଠରୀ ନିର୍ମାଣ ପାଇଁ ଉକ୍ତ ତାର କୁ ଏମାନଙ୍କ ଘର ନିର୍ମାଣ ପାଇଁ  ନିହ ଖୋଲିଥିବା ଜମି ଉପର ଦେଇ ନେଇଥିଲେ l ସେସମୟରେ ଏମାନେ ତାଙ୍କ ନିର୍ମାଣାଧିନ ଘର ଉପରେ ୧୧ କେଭି ର ବିଜୁଳି ତାର ଟଣା ଙ୍କୁ ବିରୋଧ କରିଥିଲେ ହେଲେ ସେସମୟର ତତ୍କାଳୀନ ଲରମ୍ଭା ଜେଇ ସେମାନେ ଘର ନିର୍ମାଣ କଲା ପରେ ଉକ୍ତ ତାର କୁ ଅନ୍ୟତ୍ର ସ୍ଥାନାନ୍ତର କରିବୁ ବୋଲି ପ୍ରତିଶୃତି ଦେଇଥିଲେ l  ତାଙ୍କ କଥା କୁ ବିସ୍ବାସ କରି ଏମାନେ ଘର ନିର୍ମାଣ କରି ବର୍ତମାନ ଉକ୍ତ ସ୍ଥାନ ରେ ବିଗତ ତିନି ବର୍ଷ ହେଲା ପରିବାର ସହିତ ରହୁଛନ୍ତି l  ଏମାନେ ନୂତନ ଗୃହ ରେ ରହିବା ପରେ ଅନେକ ଥର ଲରମ୍ଭା ଜେଇ ଙ୍କୁ ବିଜୁଳି ତାର ଅନ୍ୟଦେଇ ସ୍ତାନାନ୍ତର ପାଇଁ ଅନୁରୋଧ କରିଥିଲେମଧ୍ୟ ସେମାନେ ଆଉ କିଛି କରି ପାରିବୁ ନାହିଁ ବୋଲି କହୁଛନ୍ତି l  ୧୧ କେଭି ତାର ଟି ଘର ର ଠିକ ଉପରେ ତଳକୁ ଝୁଲି ଯାଇଥିବାରୁ ପରିବାର ଲୋକେ ସର୍ବଦା ଭୟଭୀତ ଓ

ଆଶଙ୍କା ମଧ୍ୟରେ ଜୀବନ ଅତିବାହିତ କରୁଛନ୍ତି କାଲେ କୌଣସି ଦୁର୍ଘଟଣା ଘଟିଯିବ ଭାବି ସର୍ବଦା ଚିନ୍ତିତ ରହୁଛନ୍ତି l ୧୧ କେଭି ବିଜୁଳି ସକ  ଯୋଗୁଁ  କିଛି ବର୍ଷ ପୂର୍ବରୁ ଏହି ଗ୍ରାମରେ ଏକ ବଡ ଧରଣର ଦୁର୍ଘଟଣା ଘଟି ଗୋଟିଏ ପରିବାର ପ୍ରାୟ ୪ ଜଣ ସଦସ୍ୟଙ୍କ ପ୍ରାଣହାନି ଘଟିଥିବା ସୂଚନା ଅଛି l ବର୍ତମାନ ଏମାନଙ୍କ ପରିବାର ସଦସ୍ୟ ସଂଖ୍ୟା ବଢ଼ୁଥିବାରୁ ଏମାନେ ଉପର ମହଲା ନିର୍ମାଣ ପାଇଁ ଯୋଜନା କରୁଛନ୍ତି ହେଲେ ଘର ଉପରେ ଯାଇଥିବା  ୧୧ କେଭି ବିଜୁଳିତାର ହିଁ ପ୍ରତିବନ୍ଧକ କରୁଛି l  ଏହି ସବୁ ସମସ୍ୟା ର ସମାଧାନ ପାଇଁ କାର୍ଯ୍ୟ ନିର୍ବାହି ଯନ୍ତ୍ରୀ ଟିପିଡ଼ବ୍ଲୁ ଓଡ଼ିଏଲ ବରଗଡ ଙ୍କୁ ତାଙ୍କ କାର୍ଯ୍ୟାଳୟ ରେ ଭେଟି ଅନୁରୋଧ କରିବାରୁ ସେ ବିଜୁଳି ତାର ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ହେଲେ ସମସ୍ତ ଖର୍ଚ୍ଚ ଆବେଦନକାରୀ ଙ୍କୁ ବହନ କରିବାକୁ ପଡିଥାଏ ବୋଲି ଜଣାଇଥିଲେ ଏବଂ ସେମାନେ ବର୍ତମାନ ନିଜ ବିଭାଗ ତରଫରୁ କିଛି କରି ପାରିବୁ ନାହିଁ କହିଥିଲେ l  ବର୍ତମାନ ଏ ଗରୀବ ପରିବାର ନିଜ ରୟତି ଜମି ଘର ଉପରେ ଯାଇଥିବା ତାର କୁ ସ୍ଥାନାନ୍ତର ପାଇଁ ଏତେ ଖର୍ଚ୍ଚ କିପରି ବହନ କରି ପାରିବେ? ବିଜୁଳି ବିଭାଗ ଏବିଷୟରେ ଚିନ୍ତା କରିବା କଥା ଯେ ଗୋଟେ ପରିବାର ଙ୍କ ମୁଣ୍ଡ ଉପରେ ସର୍ବଦା ଏକ ବିପଦ ଝୁଲୁଛି କେତେବେଳେ କୌଣସି ଦୁର୍ଘଟଣା  ନଘଟିଯିବ କିଏ କହି ପାରିବ?  ଏହି ବିପଦ ପୂର୍ଣ୍ଣ ବିଜୁଳି ତାର କୁ ଶୀଘ୍ର ଅନ୍ୟଦେଇ ସ୍ଥାନାନ୍ତର କରାଗଲେ ପରିବାର ଲୋକେ ଭୟ ରୁ ଆଶ୍ବସ୍ତି ଅନୁଭବ କରିବେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ   24-Sep-2026
  ରାଜ୍ୟ  
କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ   24-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   24-Sep-2026
  ଜିଲ୍ଲା  
ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   24-Sep-2026
  ଜିଲ୍ଲା  
ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   24-Sep-2026
  ଜିଲ୍ଲା  
* *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   24-Sep-2026
  ଜିଲ୍ଲା  
ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ   24-Sep-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ   24-Sep-2026
  ଜିଲ୍ଲା  
ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   24-Sep-2026
  ଜିଲ୍ଲା  
ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   24-Sep-2026
  ଜିଲ୍ଲା  
ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   24-Sep-2026
  ଜିଲ୍ଲା  
କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   24-Sep-2026

You Might Also Like