-+91-9937148622 |

prerana_bgr@rediffmail.com |

  Saturday 21st March 2026 |

| | | |

R.N.I. Regd No. ODIODI/2010/46693

Breaking News

ତହଁକ କୁଟୁମର  ବିଶ୍ବ କବିତା ଦିବସ ପାଳନ   (21-Mar-2026)       ||      ସୁନାମୁଦିରେ ପଡ଼ା ସ୍ତରୀୟ ପୁଷ୍ଟି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ   (21-Mar-2026)       ||      ବୁବେଲ ସ୍କୁଲରେ ପିଏମଶ୍ରୀ ବାର୍ଷିକ ଉତ୍ସବ    (21-Mar-2026)       ||      ରାଜ୍ୟସ୍ତରୀୟ ଓଷ୍ଟା ମେଧା ଅନ୍ବେଷଣରେ ବଲାଙ୍ଗୀରର ଶ୍ରେଷ୍ଠ ପ୍ରଦର୍ଶନ    (21-Mar-2026)       ||      ଡୁଙ୍ଗୁରିପାଲି: ଅଧ ଘଣ୍ଟା ବ୍ୟବଧାନରେ ମା ପୁଅ ଆଖି ବୁଜିଲେ    (21-Mar-2026)       ||      ଜିଲ୍ଲା ଅଭିଯୋଜନ ନିର୍ଦ୍ଦେଶାଳୟର ନୂତନ କାର୍ଯ୍ୟାଳୟ ଉଦଘାଟିତ   (21-Mar-2026)       ||      ବିଶ୍ଵ ପଖାଳ ଦିବସ ଓ ବିଶ୍ଵ କବିତା ଦିବସ ଉପଲକ୍ଷେ ଅଭାଷୀ ମାଧ୍ୟମରେ ବହୁଭାଷୀ କବିତା ଆସର    (21-Mar-2026)       ||      ବିଶ୍ୱ ବନଦିବସ ପାଳିତ.. ବଲାଙ୍ଗୀରରେ ଜଙ୍ଗଲ ଓ ଅର୍ଥନୀତିର ନୀବିଡ ସମ୍ପର୍କ ରହିଛି-ଆରସିସିଏଫ   (21-Mar-2026)       ||      ଉପଖଣ୍ଡ ସାମ୍ବାଦିକ ସଂଘ ପକ୍ଷରୁ ପଖାଳ ଦିବସ   (21-Mar-2026)       ||      ଉପଖଣ୍ଡ ସାମ୍ବାଦିକ ସଂଘ ପକ୍ଷରୁ ପଖାଳ ଦିବସ   (21-Mar-2026)       ||      *ଶିଶୁ ମନ୍ଦିରରେ "କଣ୍ଢେଇ ଦିବସ" ରେ ଶିଶୁମାନଙ୍କ ମନୋରଞ୍ଜନ ଓ ସୃଜନଶୀଳତାର ଅଦ୍ଭୁତ ପ୍ରଦର୍ଶନ*   (21-Mar-2026)       ||      ବିଶ୍ୱ ପଖାଳ ଦିବସ ପାଳିତ   (21-Mar-2026)       ||      *ତୃଟି ପୂର୍ଣ୍ଣ ଚିକିତ୍ସା ରେ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ମୁଖ୍ୟ ଡାକ୍ତର ଖାନା ଓ ଆଶା ନର୍ସିଂ ହୋମ ପରିଦର୍ଶନ କଲେ ଜିଲ୍ଲାପାଳ*-   (21-Mar-2026)       ||      ଦାୟିତ୍ୱ ନେଲେ ନୂଆପଡ଼ା ନୂତନ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ   (21-Mar-2026)       ||      ଆପ ନେତା ଆଶିଷ ପାଣ୍ଡେ ଙ୍କ ନେତୃତ୍ୱରେ ମିଶ୍ରଣ ପର୍ବ   (20-Mar-2026)       ||      ମାଁ ସମଲେଶ୍ୱରୀ ମନ୍ଦିରରେ ୫ବର୍ଷ ହେବ ଭଗ୍ନ ମୁର୍ତ୍ତି ପୂଜା ପାଉଛନ୍ତି ଶୈଳପୁତ୍ରି,  ବ୍ରହ୍ମଚାରିଣି ଚୈତ୍ରରେ ସ୍ଥାପନ କରିବା ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ   (20-Mar-2026)       ||      ରାଜ୍ୟ ସ୍ତରୀୟ କୋଶଲି ନାଟବାଦୀ-ନାଟଯାତ୍‌ରା ତୃତୀୟ ସଂନ୍ଧ୍ୟାରେ  ନାଟକ “ଆଏବା ସକାଲ” ଓ “ସୀତାଠାବ” ମଞ୍ଚସ୍ଥ   (20-Mar-2026)       ||      "ବରିଷ୍ଠ ରେ ପ୍ରତିଜ୍ଞା ଓ କନିଷ୍ଠ ରେ ଅଙ୍କିତା ପ୍ରଥମ"   (20-Mar-2026)       ||      ନର୍ଲା ହାଇସ୍କୁଲ ଠାରେ ଜନଗଣନା ତାଲିମ ଶିବିର   (20-Mar-2026)       ||      ବିଜୁ ପଟ୍ଟନାୟକ ସ୍ନାତକ ମହାବିଦ୍ୟାଳୟରେ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ୨୦୨୬   (20-Mar-2026)       ||     

HOME   ଜିଲ୍ଲା

ଅଚିହ୍ନା ଯୁବତୀଙ୍କ ଗଳିତ ଶବ ଉଦ୍ଧାର ଘଟଣା , ବ୍ୟବଛ୍ଛେଦ ପରେ ଶବ ସଂରକ୍ଷିତ ରଖିଥିଲା ପୋଲିସ, ପରିଚୟ ନ ମିଳିବାରୁ ଶେଷରେ ଶବ ସତ୍କାର କଲା ସିନ୍ଧେକେଲା ପୋଲିସ

17-Dec-2021



ସିନ୍ଧେକେଲା, ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଅନ୍ତର୍ଗତ ଶୁଣ୍ଢିମୁଣ୍ଡା ପ୍ରାଥମିକ ବିଦ୍ୟାଳୟର ପରିତ୍ୟକ୍ତ କୋଠରୀ ଭିତରୁ ଜଣେ ଅଚିହ୍ନା ଯୁବତୀଙ୍କ ଗଳିତ ଶବ ଉଦ୍ଧାର ହେବାର ୬ ଦିନ ପରେ ଗୁରୁବାର ସିନ୍ଧେକେଲା ପୋଲିସ ଶବ ସଂସ୍କାର କରିଛି । ଘଟଣାନୁଯାଇ ଚଳିତ ମାସ ୯ ତାରିଖ ଦିନ ଶୁଣ୍ଢିମୁଣ୍ଡା ପ୍ରାଥମିକ ବିଦ୍ୟାଳୟର ପରିତ୍ୟକ୍ତ କୋଠରୀ ମଧ୍ୟରୁ ଦୁର୍ଗନ୍ଧ ହେଉଥିବାରୁ ସ୍ଥାନୀୟ ଲୋକେ ପୋଲିସ କୁ ଖବର କରିଥିଲେ। ପୋଲିସ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ ହେଁ ରାତି ହୋଇ ଯାଇଥିବାରୁ ୧୦ ତାରିଖ ଶବ ଜବତ କରିବାସହ ବ୍ୟବଛ୍ଛେଦ ପାଇଁ ଟିଟିଲାଗଡ ପଠାଇ ବ୍ୟବଛ୍ଛେଦ ପରେ ଶବ ଚିହ୍ନଟ ପାଇଁ ୭୨ ଘଣ୍ଟା ସଂରକ୍ଷିତ ରଖାହେବ ବୋଳି ପୋଲିସ ପକ୍ଷରୁ କୁହା ଯାଇଥିଲା। ତେବେ ଶବ କୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ର ମରଚ୍ୟୁରୀ ରେ ରଖା ଯାଇଥିଲା।

ହେଲେ ଆଜି ପର୍ଯ୍ୟନ୍ତ ଯୁବତୀଙ୍କ କୌଣସି ପରିଚୟ ନ ମିଳିବାରୁ ଆଜି ଗୁରୁବାର ବଲାଙ୍ଗୀର ମୁନସିପାଲଟି ସାହାଯ୍ଯ ରେ ବଲାଙ୍ଗୀର ଶ୍ମଶାନ ଘାଟରେ ଶବ ସତ୍କାର କରା ଯାଇଥିଲା। ସତ୍କାର ସମୟରେ ସିନ୍ଧେକେଲା ଥାନା ଏଏସଆଇ ସୁମନ ମଲ୍ଲିକ ଓ ହାବିଲଦାର ସୁରେନ୍ଦ୍ର ବେହେରା ଉପସ୍ଥିତ ଥିଲେ । ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହି ଯୁବତୀ ଜଣକ କିଏ, କୋଉଠାରେ ତାଙ୍କ ହତ୍ୟା କରି ସ୍କୁଲ କୋଠାରେ ପକାଇ ଦିଆ ଯାଇଥିଲା ନା ସେହି ସ୍କୁଲ କୋଠରୀ ଭିତରେ ହିଁ ହତ୍ୟା କରା ଯାଇଥିଲା ଯୁବତୀଙ୍କ ବେକରେ ଥିବା ଗୋଲ୍ଡେନ କଲର ଚେନରେ ଇଂରାଜୀରେ ଲେଖାଥିବା ସୋନୁ କିଏ , ଏହି ସ୍କୁଲ ପର୍ଯ୍ୟନ୍ତ ଯୁବତୀ ଜଣକ ପହଞ୍ଚିଲେ କେମିତି    ଏମିତି ଅନେକ କିଛି ପ୍ରଶ୍ନର ଉତ୍ତର ମିଳି ପାରିଲାନି ଶେଷରେ ଶବଦାହ କରି ପୋଲିସ ନିଜ କାମ ଶେଷ କରିଛି। 


News Comment




Photo in News

Advertisment
Lastest News
  ଜିଲ୍ଲା  
ତହଁକ କୁଟୁମର  ବିଶ୍ବ କବିତା ଦିବସ ପାଳନ   21-Mar-2026
  ଜିଲ୍ଲା  
ସୁନାମୁଦିରେ ପଡ଼ା ସ୍ତରୀୟ ପୁଷ୍ଟି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ   21-Mar-2026
  ଜିଲ୍ଲା  
ବୁବେଲ ସ୍କୁଲରେ ପିଏମଶ୍ରୀ ବାର୍ଷିକ ଉତ୍ସବ    21-Mar-2026
  ଜିଲ୍ଲା  
ରାଜ୍ୟସ୍ତରୀୟ ଓଷ୍ଟା ମେଧା ଅନ୍ବେଷଣରେ ବଲାଙ୍ଗୀରର ଶ୍ରେଷ୍ଠ ପ୍ରଦର୍ଶନ   21-Mar-2026
  ଜିଲ୍ଲା  
ଡୁଙ୍ଗୁରିପାଲି: ଅଧ ଘଣ୍ଟା ବ୍ୟବଧାନରେ ମା ପୁଅ ଆଖି ବୁଜିଲେ   21-Mar-2026
  ଜିଲ୍ଲା  
ଜିଲ୍ଲା ଅଭିଯୋଜନ ନିର୍ଦ୍ଦେଶାଳୟର ନୂତନ କାର୍ଯ୍ୟାଳୟ ଉଦଘାଟିତ   21-Mar-2026
  ଜିଲ୍ଲା  
ବିଶ୍ଵ ପଖାଳ ଦିବସ ଓ ବିଶ୍ଵ କବିତା ଦିବସ ଉପଲକ୍ଷେ ଅଭାଷୀ ମାଧ୍ୟମରେ ବହୁଭାଷୀ କବିତା ଆସର   21-Mar-2026
  ଜିଲ୍ଲା  
ବିଶ୍ୱ ବନଦିବସ ପାଳିତ.. ବଲାଙ୍ଗୀରରେ ଜଙ୍ଗଲ ଓ ଅର୍ଥନୀତିର ନୀବିଡ ସମ୍ପର୍କ ରହିଛି-ଆରସିସିଏଫ   21-Mar-2026
  ଜିଲ୍ଲା  
ଉପଖଣ୍ଡ ସାମ୍ବାଦିକ ସଂଘ ପକ୍ଷରୁ ପଖାଳ ଦିବସ   21-Mar-2026
  ଜିଲ୍ଲା  
ଉପଖଣ୍ଡ ସାମ୍ବାଦିକ ସଂଘ ପକ୍ଷରୁ ପଖାଳ ଦିବସ   21-Mar-2026
  ଜିଲ୍ଲା  
*ଶିଶୁ ମନ୍ଦିରରେ "କଣ୍ଢେଇ ଦିବସ" ରେ ଶିଶୁମାନଙ୍କ ମନୋରଞ୍ଜନ ଓ ସୃଜନଶୀଳତାର ଅଦ୍ଭୁତ ପ୍ରଦର୍ଶନ*   21-Mar-2026
  ଜିଲ୍ଲା  
ବିଶ୍ୱ ପଖାଳ ଦିବସ ପାଳିତ   21-Mar-2026

You Might Also Like