-+91-9937148622 |
prerana_bgr@rediffmail.com |
Monday 23rd March 2026 |
R.N.I. Regd No. ODIODI/2010/46693
Breaking News
16-Dec-2021
ବଲାଙ୍ଗୀର,(ପ୍ରେରଣା ଖବର ବ୍ୟୁରୋ): ବଲାଙ୍ଗୀର ସହର ସ୍ଥିତ ରେଡ଼ିଓ ଷ୍ଟେସନ ନିକଟସ୍ଥ ଏକ ହୋଟେଲ ରେ ରହୁଥିବା ମୋହନ ମାଝୀ ନାମକ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ଯିଏକି ବିଗତ ଅନେକ ସମୟ ଧରି ପୁଇଁତଲା ବ୍ଲକରେ କାର୍ଯ୍ୟରତ ଥିଲେ । ଏବଂ ସେ ପୂର୍ବରୁ ପାଇଖାନା ଦୁର୍ନୀତିରେ ଜଡିତ ଥିବା ନେଇ ଚର୍ଚ୍ଚା ହେଉଥିଲା । ।
ତେବେ ଆଜି ଅଭିଯୋଗ କ୍ରମେ ସେ ରହୁଥିବା ହୋଟେଲରେ ଉପ ଜ଼ୀଲ୍ଲାପାଳ ଙ୍କ ସମେତ ଆଉ ଜଣେ ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତିରେ ଖାନତଲାସୀ ଜାରି ରହିଛି । ସବୁଠୁ ବଡ଼
କଥାହେଲା ଉକ୍ତ ହୋଟେଲ ରୁ ବିପୁଳ ପରିମାଣର ସରକାରୀ କାଗଜପତ୍ର ଦେଖିବାକୁ ମିଳିଥିଲା ଏବଂ ଉକ୍ତ ତଦନ୍ତରେ ବାବୁ ଜଣକ ସହଯୋଗ କରୁ ନ ଥିବା କହିଛନ୍ତି ଉପ ଜିଲ୍ଲାପାଳ