-+91-9937148622 |
prerana_bgr@rediffmail.com |
Saturday 19th September 2026 |
R.N.I. Regd No. ODIODI/2010/46693
Breaking News
09-Nov-2020
ନର୍ଲା -(ସଞ୍ଜୀବ ଦାସ) -କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ କର୍ମେଗା ପଞ୍ଚାୟତ ତାରିଣୀ ମନ୍ଦିର ନିକଟ ରାସ୍ତାରେ ଟ୍ରାକ୍ଟର ସହ ବାଇକ (OD-08- AN-1987) ଧକ୍କା ହେବା ଫଳେରେ ଦୁଇ ବାଇକ ଆରୋହୀ ଗୁରତର ଆହତ ହୋଇଛନ୍ତି । ଦୁଇ ଜଣଙ୍କ ପାରିଚୟ ମିଲିପାରି ନାହିଁ। ରବିବାର ସନ୍ଧ୍ୟାରେ ଦୁଇ ଜଣ ଏକ ନୂଆ ଆପାଚି ବାଇକରେ ସୂରର୍ପଦରରୁ ରୁପ୍ର। ପଟକୁ ଆସୁଥିଲେ। ଏହିଁ ସମୟରେ ରୁପ୍ର। ପଟୁ ଆସୁଥିବା ଏକ ଟ୍ରାକ୍ଟର ସହ ଧକ୍କା ହେବା ଫଳରେ ସେମାନେ ଗୁରୁତର ଆହତ ହୋଇ ରାସ୍ତା ରେ ପଡ଼ିରହି ଥିଲେ। ସ୍ଥାନୀୟ ଲୋକେ ଆମ୍ବୁଲାନ୍ସକୁ ଫୋନ କରିବା ପରେ ଦୁଇ ଜଣଙ୍କୁ ସ୍ଥାନୀୟ ମେଡିକାଲକୁ ନିଆ ଯାଇଥିଲା।