-+91-9937148622 |

prerana_bgr@rediffmail.com |

  Tuesday 31st March 2026 |

| | | |

R.N.I. Regd No. ODIODI/2010/46693

Breaking News

ଶୋଚନୀୟ ହେଲାଣି ବରୁଆଁ-ବରୀ ରାସ୍ତା, ମରାମତି କରୁନାହିଁ ପୂର୍ତ୍ତ ବିଭାଗ   (31-Mar-2026)       ||      "ବୁଢାଦେଓଙ୍କ ଗାଦିଯାତ୍ରାରେ ଟିମନପୁର କାନ୍ଦିଉଠିଲା ଭକ୍ତିରେ—ଆଖିରେ ଆନନ୍ଦର ଲୁହ"   (31-Mar-2026)       ||      ଭବିଷ୍ୟ ଇଂରାଜୀ ମିଡିୟମ ସ୍କୁଲର ବାର୍ଷିକ ଉତ୍ସବ   (31-Mar-2026)       ||      ପଲଶାଗୋରା ସରସ୍ଵତୀ ଶିଶୁ ମନ୍ଦିର ବାର୍ଷିକ ଉତ୍ସବ ♦️ ଶିକ୍ଷା, ସଂସ୍କୃତି ଓ ଅନୁଶାସନ ରେ ଶିଶୁମନ୍ଦିର ର ଭୂମିକା ଅନନ୍ୟ    (31-Mar-2026)       ||      ଖାଉଟି ଅଦାଲତର ରେ ଫ୍ଲିପକାର୍ଡ ଦଣ୍ଡିତ    (31-Mar-2026)       ||      ଲୁହୂରାମୁଣ୍ଡା ପଂଚାୟତ ରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ   (31-Mar-2026)       ||      କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳ ବିଧେୟକ(ସାଧାରଣ ପ୍ରଶାସନ )ଉପରେ ସାଂସଦ ନିରଞ୍ଜନ ବିଶି ଙ୍କ କଡ଼ା ସମାଲୋଚନା   (31-Mar-2026)       ||      ବର୍ଷା ଅଭାବରୁ ଚିନାବାଦମ ଚାଷ କ୍ଷତିଗ୍ରସ୍ତ   (31-Mar-2026)       ||      ଆଗଲପୁର ରେ ନୂତନ ଦେୱାନି ଓ ଫୌଜଦାରୀ କୋର୍ଟ ଉଦଘାଟିତ   (30-Mar-2026)       ||      ଆଗଲପୁର ରେ ନୂତନ ଦେୱାନି ଓ ଫୌଜଦାରୀ କୋର୍ଟ ଉଦଘାଟିତ   (30-Mar-2026)       ||      ଟୁହିଲାମାଲ ରେ ସାମାଜିକ ଓ ସାଂସ୍କୃତିକ ସଚେତନତା କାର୍ଯ୍ୟକ୍ରମ    (30-Mar-2026)       ||      ରଜକ ସେବା ସଂଘର ବାର୍ଷିକ ସମ୍ମିଳନୀ: ଶିକ୍ଷା, ସଂକୃତି, ଅର୍ଥନୀତି ସୁଧାର ହେଲେ ସମାଜର ଉନ୍ନତି ହେବ   (30-Mar-2026)       ||      ମାନ୍ୟବର ବିଚାରପତି ଶ୍ରୀ ଶତ୍ରୁଘନ ପୂଜାହାରୀ ଓଡ଼ିଶା ମାନବ ଅଧିକାର ଆୟୋଗର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କଲେ   (30-Mar-2026)       ||      ଚର୍ଚ୍ଚାରେ ଗ୍ରାମସାଥୀଙ୍କ କୋଟି କୋଟି ଟଙ୍କାର ଫାର୍ମ♦️ ଏତେଟଙ୍କା ଆଣିଲେ କେଉଁଠୁ ?    (30-Mar-2026)       ||      ଜାରିଂର ଝିଅ ତ୍ରିସ୍ନା ସାହୁ ଶ୍ରୀଲଙ୍କାରେ ଅଣ୍ଡର-୧୭ ହ୍ୟାଣ୍ଡବଲ୍ ପାଇଁ ଚୟନ   (30-Mar-2026)       ||      *ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଚଳ ଆଇସିୟୁ ଓ ଭେଣ୍ଟିଲେଟର*- *ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ ବରିଷ୍ଠ ଆଇନଜୀବୀ ବଳଦେବ ବେଦବାକ୍*   (30-Mar-2026)       ||      ତହସିଲଦାର ଙ୍କୁ ବିଜେଡ଼ି ବିଧାୟିକା ଙ୍କ ସ୍ୱାମୀ ହତ୍ୟା ଧମକ ପ୍ରତିବାଦ ରେ ବିଜେପି ର ବିକ୍ଷୋଭ   (30-Mar-2026)       ||      ଏକ୍ସପ୍ରେସ ଟ୍ରେନ ରହଣୀ ପାଇଁ ସ୍ଵାଭିମାନ ବିକାଶ ମଞ୍ଚ ପକ୍ଷରୁ ଷ୍ଟେସନ ମାଷ୍ଟର ଜରୀଆରେ DRM ଙ୍କୁ ଦାବିପତ୍ର ପ୍ରଦାନ   (30-Mar-2026)       ||      ରାମ ନବମୀ ପୂଜା ଅନୁ ସ୍ଥିତ ହୋଇଚି ପାରାୟଣ ସହିତ ରାମଙ୍କ ପ୍ରବଚନ ଓ ସଂସ୍କୁର୍ତ୍ତିକ କାର୍ଯ୍ୟକ୍ରମ ଅନୁଷ୍ଠିତ   (30-Mar-2026)       ||      ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦୁପତ୍ର କର୍ମଚାରୀଙ୍କ ଦୁଃଖ ଜଣାଇଲେ ବରଗଡ଼ ସାଂସଦ♦️ କେନ୍ଦୁପତ୍ର କର୍ମଚାରୀଙ୍କ ଅବସର ବୟସ ୬୫ ବର୍ଷକୁ ବୃଦ୍ଧି କରାଯାଉ: ପ୍ରଦୀପ ପୁରୋହିତ    (30-Mar-2026)       ||     

HOME   ଜିଲ୍ଲା

ବଲାଙ୍ଗିର ନାଗରିକ କମିଟିର ନୂତନ କର୍ମକର୍ତ୍ତା ନିର୍ବାଚିତ, ବେଲାର ସିଂ ହେଲେ ସଭାପତି, ମନୋରଞ୍ଜନ ହେଲେ ସମ୍ପାଦକ

12-Dec-2021



ବଲାଙ୍ଗୀର,(ପ୍ରେରଣା ଖବର) :  ଆଜି ରବିବାର ଦିନ ୧୧ଟା ସମୟରେ ସ୍ଥାନୀୟ ଲ କଲେଜ ଠାରେ ବଲାଙ୍ଗୀର ନାଗରିକ କମିଟିର ଦ୍ୱିବାର୍ଷିକ କର୍ମକର୍ତ୍ତା ନିର୍ବାଚନ ଓ ସାଧାରଣ ସଭା ଅନୁଷ୍ଠିତ ହୋଇ ଯାଇଛି । ସଭାପତି ପଦ ପାଇଁ ବେଲାର ସିଂ ଭୋଇ ଓ କିଶୋର ମୋହନ ମିଶ୍ରଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହୋଇଥିଲା l ବେlଲାର ସିଂ ଭୋଇ - ୫୧ ଖଣ୍ଡ ଭୋଟ୍ ପାଇ କିଶୋର ମୋହନ ଙ୍କୁ ୧୧ଖଣ୍ଡ ଭୋଟ୍ ରେ ପରାସ୍ତ କରିଥିଲେ l କମିଟି ର ଉପସଭାପତି ପଦ ପାଇଁ ନରେଶ କୁମାର ଦାସ ଓ

ନିତ୍ୟାନନ୍ଦ ମିଶ୍ରଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହୋଇଥିବା ବେଳେ ନିତ୍ୟାନନ୍ଦ ମିଶ୍ର ୫୧ ଖଣ୍ଡ ଭୋଟ୍ ପାଇ ବିଜୟୀ ହୋଇଛନ୍ତି । ନାଗରିକ କମିଟିର ସଂପାଦକ ଭାବେ ଶିକ୍ଷାବିତ୍ ତଥା କୋଶଳବାଦୀ ନେତା ମନୋରଂଜନ ସାହୁ.  ଯୁଗ୍ମ ସଂପାଦକ ଭାବେ ଚକ୍ରପାଣି ଦାସ ଏବଂ କୋଷାଧ୍ୟକ୍ଷ ଭାବେ ଜଣାଶୁଣା ଉଦ୍ୟୋଗପତି ଗଜେନ୍ଦ୍ର ତ୍ରିଭୁବନ ଦାସ ନିଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି । ୧୧ ଜଣିଆ କାର୍ଯ୍ୟକାରୀ କମିଟିର ସଭ୍ୟ ପଦ ପାଇଁ ୧୪ଜଣ ସଭ୍ୟ ନାମାଙ୍କନ ପତ୍ର ଦାଖଲ କରି ଥିବା ବେଳେ ସେମାନଙ୍କ ମଧ୍ୟରୁ ଜୟରାମ ମିଶ୍ର, ପଙ୍କଜିନୀ ପଣ୍ଡା, ଗୋପ ଭୂଷଣ ନାଥ, ଗୋପବନ୍ଧୁ ପୁରୋହିତ ପର୍ଶୁରାମ ନାୟକ, ଧର୍ମବ୍ରତ ରଥ, ବୃନ୍ଦାବନ ବରାଳ, ଦିବାକର ହୋତା, ମନୋରଞ୍ଜନ ପୁରୋହିତ, ବ୍ରଜରାଜ ପୁରୋହିତ ଏବଂ ବିମଳ

କୁମାର ଚୋପ ଦାର ନିର୍ବାଚିତ ହୋଇଛନ୍ତି l ଆଜିର କର୍ମକର୍ତ୍ତା ନିର୍ବାଚନରେ ନିର୍ବାଚନ ଅଧିକାରୀ ଭାବେ ଅଶୋକ କୁମାର ମିଶ୍ର, ଅଶୋକ କୁମାର ଚାନ୍ଦ ଓ ପୀତବାସ ପଣ୍ଡା ଦାୟିତ୍ୱ ନିର୍ବାହ କରିଥିଲେ । ନିର୍ବାଚନରେ ନାଗରିକ କମିଟିର ସମସ୍ତ ସଦସ୍ୟ ଯୋଗ ଦେଇଥିଲେ l
ବଲାଙ୍ଗିର ଜିଲ୍ଲାର ବିଭିନ୍ନ ସମସ୍ୟା ଓ ତାର ସମାଧାନ ଦିଗରେ ନାଗରିକ କମିଟି ସବୁବେଳେ କାମ କରିବ l ଜିଲ୍ଲା ପ୍ରଶାସନ ଓ ଜନତାଙ୍କ ଭିତରେ ନାଗରିକ କମିଟି ଏକ ସେତୁ ଭାଳି କାମ କରିବ ବୋଲି ନବ ନିର୍ବାଚିତ ସଭାପତି ଓ ସମ୍ପାଦକ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି l


News Comment




Photo in News

Advertisment
Lastest News
  ଜିଲ୍ଲା  
ଶୋଚନୀୟ ହେଲାଣି ବରୁଆଁ-ବରୀ ରାସ୍ତା, ମରାମତି କରୁନାହିଁ ପୂର୍ତ୍ତ ବିଭାଗ   31-Mar-2026
  ଜିଲ୍ଲା  
"ବୁଢାଦେଓଙ୍କ ଗାଦିଯାତ୍ରାରେ ଟିମନପୁର କାନ୍ଦିଉଠିଲା ଭକ୍ତିରେ—ଆଖିରେ ଆନନ୍ଦର ଲୁହ"   31-Mar-2026
  ଜିଲ୍ଲା  
ଭବିଷ୍ୟ ଇଂରାଜୀ ମିଡିୟମ ସ୍କୁଲର ବାର୍ଷିକ ଉତ୍ସବ   31-Mar-2026
  ରାଜ୍ୟ  
ପଲଶାଗୋରା ସରସ୍ଵତୀ ଶିଶୁ ମନ୍ଦିର ବାର୍ଷିକ ଉତ୍ସବ ♦️ ଶିକ୍ଷା, ସଂସ୍କୃତି ଓ ଅନୁଶାସନ ରେ ଶିଶୁମନ୍ଦିର ର ଭୂମିକା ଅନନ୍ୟ   31-Mar-2026
  ଜିଲ୍ଲା  
ଖାଉଟି ଅଦାଲତର ରେ ଫ୍ଲିପକାର୍ଡ ଦଣ୍ଡିତ    31-Mar-2026
  ଜିଲ୍ଲା  
ଲୁହୂରାମୁଣ୍ଡା ପଂଚାୟତ ରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ   31-Mar-2026
  ଜିଲ୍ଲା  
କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳ ବିଧେୟକ(ସାଧାରଣ ପ୍ରଶାସନ )ଉପରେ ସାଂସଦ ନିରଞ୍ଜନ ବିଶି ଙ୍କ କଡ଼ା ସମାଲୋଚନା   31-Mar-2026
  ଜିଲ୍ଲା  
ବର୍ଷା ଅଭାବରୁ ଚିନାବାଦମ ଚାଷ କ୍ଷତିଗ୍ରସ୍ତ   31-Mar-2026
  ଜିଲ୍ଲା  
ଆଗଲପୁର ରେ ନୂତନ ଦେୱାନି ଓ ଫୌଜଦାରୀ କୋର୍ଟ ଉଦଘାଟିତ   30-Mar-2026
  ଜିଲ୍ଲା  
ଆଗଲପୁର ରେ ନୂତନ ଦେୱାନି ଓ ଫୌଜଦାରୀ କୋର୍ଟ ଉଦଘାଟିତ   30-Mar-2026
  ଜିଲ୍ଲା  
ଟୁହିଲାମାଲ ରେ ସାମାଜିକ ଓ ସାଂସ୍କୃତିକ ସଚେତନତା କାର୍ଯ୍ୟକ୍ରମ   30-Mar-2026
  ଜିଲ୍ଲା  
ରଜକ ସେବା ସଂଘର ବାର୍ଷିକ ସମ୍ମିଳନୀ: ଶିକ୍ଷା, ସଂକୃତି, ଅର୍ଥନୀତି ସୁଧାର ହେଲେ ସମାଜର ଉନ୍ନତି ହେବ   30-Mar-2026

You Might Also Like