-+91-9937148622 |
prerana_bgr@rediffmail.com |
Friday 1st May 2026 |
R.N.I. Regd No. ODIODI/2010/46693
Breaking News
11-Dec-2021
କଣ୍ଟାବାଞ୍ଜି(ଆନନ୍ଦ ମୋଟେ): କଣ୍ଟାବାଞ୍ଜି ସିଭିଲ କୋର୍ଟ ପରିସର ରେ ଚତୁର୍ଥ ଜାତୀୟ ଲୋକ ଅଦାଲତ ସମ୍ପନ୍ନ ହୋଇଛି, ତାଲୁକ ଆଇନ ସେବା କମେଟି ତରଫରୁ ଆୟୋଜିତ ଏହି ଅଦାଲତ ରେ ଏଡିଜେ ହିମାଂଶୁ ଶେଖର ମଲ୍ଲିକ, ସବଜଜ ବିନୋଦ ବିହାରୀ ସାହୁ , କଣ୍ଟାବାଞ୍ଜି ଜେଏମଏଫସି ଲିପ୍ସା ରାଉତ, ବଙ୍ଗୋମୁଣ୍ଡା ଜେଏମଏଫସି ମୋନାଲିସା ଦାସ, ପ୍ରମୁଖ ଉପସ୍ଥିତ ରହି ମାମଲା କୁ ଵିଚାର କରିଥିଲେ, ଏହି ଲୋକ ଅଦାଲତ ରେ ୧୬୨ ମାମଲା ଶୁଣାଣି ପାଇଁ ଆସିଥିଲା ସେ ମଧ୍ୟରୁ ୩୮ ଟା ମାମଲାର ସମାଧାନ ହୋଇଥିଲା